ଅଧା ରାସ୍ତାରୁ ପ୍ରେମ ହେଲା ଆରମ୍ଭ , ଆଉ ଏବେ ଯୁବକଙ୍କ ନାମରେ ଥା-ନାରେ ଦେଲେ ଅଭି-ଯୋଗ

ଆଜିକାର ସମୟରେ ଯୁବକ ମାନେ ନୁହେଁ , କହିବାକୁ ଗଲେ ମହିଳା ମାନେ ପ୍ରେମରେ ଅଧିକ ଧୋ-କା ଦେଉଛନ୍ତି । ସେମାନେ ନିଜର ସ୍ବାର୍ଥ ପାଇଁ ପ୍ରେମ କରିବା ଅଧିକ ପସନ୍ଦ କରୁଛନ୍ତି ଆଉ ସ୍ବାର୍ଥ ସରିଯିବା ପରେ ଅଲଗା ହୋଇ ଯାଉଛନ୍ତି । ତେବେ ଏପରି ଘ-ଟଣା ଘଟିବା ନୂଆ କଥା ନୁହେଁ , ଆଗରୁ ଏପରି ଘ-ଟଣା ଘ-ଟିଛି ।

ଆଉ ପ୍ରତିଦିନ କହିବାକୁ ଗଲେ ଏପରି ନୂଆ ନୂଆ ଘ-ଟଣା ଘଟୁଛି । ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଖବର ଆଉ ଏପରି ଏକ ପ୍ରେମ କାହାଣୀ ବିଷୟରେ କହିବାକୁ ଯାଉଛୁ , ଯାହାର ଆରମ୍ଭ ବାଟରୁ ହୋଇଥିଲା ଆରମ୍ଭ । ଦୁହେଁ ଦୁହିଁଙ୍କୁ ବାଟରେ ଦେଖି ଥିଲେ ଆଉ ସେଠାରୁ ଆରମ୍ଭ ହୋଇ ଯାଇଥିଲା ପ୍ରେମ । ଦୁହେଁ ନିଜ ପ୍ରେମକୁ ଆଗେଇ ନେଇ ଯାଇଥିଲେ ।

ପ୍ରେମିକ ପ୍ରେମ ପ୍ରକୃତରେ କରୁଥିବା ବେଳେ ପ୍ରେମିକା ଦେଉଥିଲେ ଧୋ-କା ଆଉ ଭିତରେ ଭିତରେ ତାଙ୍କ ଠାରୁ ଦୂରେଇ ଯିବା ପାଇଁ ଚେଷ୍ଟା କରୁଥିଲେ। କାହିଁକି ନା ଏହା ପଛରେ ଗୋଟିଏ କାରଣ ଥିଲା ମହିଳା ଜଣକ ଥିଲେ ବିବାହିତା ଆଉ ତାଙ୍କର ଦୁଇ ବର୍ଷର ଝିଅ ମଧ୍ୟ ରହିଛି । ତେବେ ଏପରି ଏକ ଘ-ଟଣା ଦେଖିବାକୁ ମିଳିଛି କଟକରେ ।

ବରିଷ୍ଠ ଓକିଲ ବ୍ୟୋମକେଶ ତ୍ରିପାଠୀଙ୍କ ପାଖକୁ ଏପରି ଏକ ଖବର ଆସି ପହଞ୍ଚିଛି । ଆଉ ଯାହାର ସମାଧାନ କରିବା ପାଇଁ ସେ ଅଣ୍ଟା ଭିଡିଛନ୍ତି । ତେବେ ତାଙ୍କ କହିବା ଅନୁଯାୟୀ , ୨୩ ବର୍ଷର ଜଣେ ଯୁବକ ଭେଟ ହୋଇ ଥିଲେ ଜଣେ ମହିଳା ଜଣକ । ଦୁହେଁ ପରସ୍ପରକୁ ଜାଣିଥିଲେ ଆଉ ସମ୍ପ-ର୍କକୁ ମଧ୍ୟ ଆଗକୁ ବଢ଼ାଇ ଚାଲି ଥିଲେ । ଦୁହିଁଙ୍କ ମଧ୍ୟରେ ଶାରୀ-ରିକ ସମ୍ପ-ର୍କ ମଧ୍ୟ ଗଢ଼ି ଉଠିଥିଲା।

ଆଉ ଏପରିକି ବିବାହ କରିବା ପାଇଁ ଯୁବକ ଜଣକ କହିଥିଲେ କି , ଏଇ ଫେବୃଆରୀ ମାସରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଯିବେ । କିନ୍ତୁ ହଠାତ୍ ବିବାହ କଥା ଶୁଣି ମହିଳା ଜଣକ ଯାଇ ଥା-ନାରେ ଅଭି-ଯୋଗ ଦେଇ ଦେଇଥିଲେ । ଆଉ ଯୁବକ ଜଣଙ୍କୁ ବ୍ଲା-କମେ-ଲ କରିଥିଲେ । ତାଙ୍କ କହିବା ଅନୁଯାୟୀ , ଯୁବକ ଜଣକ ତାଙ୍କୁ ହଇ-ରାଣ କରିଛନ୍ତି ଆଉ ଏପରିକି କିଛି ଖରାପ ଭିଡିଓ ସେ ଲିକ କରିଦେବେ ବୋଲି ମଧ୍ୟ କହିଥିଲେ । ତେବେ ଏହାପରେ ପୋ-ଲିସ ଯୁବକ ଜଣକୁ ହଠାତ୍ ବାନ୍ଧି ନେଇ ଯାଇଥିଲା । କିଛି ବୁଝିବା ଆଗରୁ ଯୁବକ ଜଣକ ଥା-ନା ମଧ୍ୟରେ ରହିଥିଲେ । ଆଉ ବର୍ତ୍ତମାନ ତାଙ୍କୁ ଜା-ମିନ ପାଇବା ପାଇଁ ସେ ବ୍ୟୋମକେଶ ତ୍ରିପାଠୀଙ୍କ ପାଖକୁ ଆସିଛନ୍ତି ।

ତେବେ ବର୍ତ୍ତମାନ ସମୟରେ ଓକିଲ ବ୍ୟୋମକେଶ ତ୍ରିପାଠୀ କହିଛନ୍ତି କି , ଝିଅ ମାନେ ଆଜିକାଲି ଅଧିକ ପ୍ରତା-ରଣା କରିବାକୁ ଲାଗିଛନ୍ତି । ଜଣେ ନିରୀହ ପୁଅକୁ ପଟେଇ ଦେଇ ଝିଅଟି ବର୍ତ୍ତମାନ ଟଙ୍କା ପାଇବା ପାଇଁ ଏପରି କାମ କରିବାରେ ଲାଗିଛି । କାହିଁକି ନା ସେ ଜାଣିଛି ସେ ବିବାହିତା ଆଉ ଏଥିରୁ ତାକୁ ଯେପରି ହେଲେ ବି ମୁକ୍ତି ପାଇବାକୁ ହେବ ।

ତେଣୁ ସେ ଚାଲାକି କରି ଏପରି କାମ କରୁଛି ବୋଲି ସେ କହିଛନ୍ତି । ଅନ୍ୟ ପକ୍ଷରେ ପୀ-ଡିତ ବ୍ୟକ୍ତି ଜଣକ କହିଛନ୍ତି କି , ତାଙ୍କ ପାଖରେ ସବୁ କଥାର ପ୍ରମାଣ ରହିଛି । ସତ କେବେ ବି ହାରେ ନାହିଁ । ଆଉ ସେ ବି ଆଶା ରଖିଛନ୍ତି ନିଶ୍ଚିତ ତାଙ୍କୁ ନ୍ୟା-ୟ ମିଳିବ । କାହିଁକି ନା ସେ ସେହି ମହିଳା ସହିତ କିଛି ବି ଖରାପ କରି ନାହାଁନ୍ତି । ଆଉ ଏଥିରେ ତାଙ୍କର ବ୍ୟୋମକେଶ ତ୍ରିପାଠୀ ନିଶ୍ଚିତ ଭାବରେ ସାହାଯ୍ୟ କରିବେ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *