ନ-କଲି ସୁନା ଗହଣା ଏବଂ ମିଠା ନେଇ ବାହାହେବାକୁ ଆସିଥିଲା ବର , ଆଉ ତାପରେ ହେଲା ଏମିତି ଭ-ୟଙ୍କର କା-ଣ୍ଡ

ଆଜିକା ସମୟରେ କହିବାକୁ ଗଲେ ସବୁଠାରୁ ଅବିଶ୍ୱାସନିୟ ପ୍ରାଣୀ ହେଉଛି ମନୁଷ୍ୟ । କାରଣ ପଶୁ ପକ୍ଷୀ ଯେତିକି ଭରସା ଯୋଗ୍ୟ ଅଟନ୍ତି ମନୁଷ୍ୟ ସେତିକି ନୁହେଁ । ଏହାକୁ ପ୍ରମାଣ କରିବା ଭଳି ସୋସିଆଲ ମିଡିଆରେ ପ୍ରତିଦିନ କିଛିନା କିଛି ଭିଡ଼ିଓ ଏବଂ ଘ-ଟ-ଣା ଭାଇରଲ ହୋଇଥାଏ । ଏମିତିକି ନିଜ ଲୋକ ବି ବିଶ୍ୱା-ସଘା-ତକତା କରିବାକୁ ପଛାଉ ନାହିଁ । ଆଜିକାର ଲେଖାରେ ଆମେ ଆପଣଙ୍କୁ ଏହିପରି ଏକ ଘ-ଟଣା କହିବୁ ଯେଉଁଠି ଜଣେ ଯୁବକ ଏକ ପରିବାରକୁ ଠକି ବାକୁ ବସିଥିଲେ କିନ୍ତୁ ଥିଲା ସମୟରେ ସବୁ ସତ ଜଣା ପଡ଼ିବା ପରେ ଯାହା ହୋଇଛି ତାହା ଜାଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ତେବେ ଘ-ଟଣା ଏହା ଯେ ଜଣେ ଯୁବକ ବିବାହ କରିବାକୁ ଆସିଥିଲେ କିନ୍ତୁ ନକଲି ସୁନା ଗହଣା ଏବଂ ମିଠା ନେଇ । ସାଥିରେ କେହି ପରିବାର ବର୍ଗ ନାହିଁ କିମ୍ବା କେହି ସମ୍ପର୍କୀୟ ନାହିଁ । କେବଳ କେତେଜଣ ବ୍ୟାଣ୍ଡ ପାର୍ଟି ସହିତ ଆସିଥିଲେ ବର । କିନ୍ତୁ ତାଙ୍କ ସବୁ ମିଛ ଧରା ପଡ଼ିବା ପରେ ଝିଅର ପରିବାର ଲୋକେ ଆଉ ବିବାହ କରାଇ ନାହାଁନ୍ତି । ତେବେ ସୂଚନା ଅନୁଯାୟୀ ଘଟ-ଣାଟି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଝି ଚାଉଳସୁଖା ଗାଁ ର ଅଟେ । ସେଠାକାର ଜଣେ ଯୁବତୀ ଙ୍କୁ ବିବାହ କରିବାକୁ ଏହି ଯୁବକ ଜଣକ ନିଜକୁ ଜଣେ ସ୍କୁଲର ହେଡ ମାଷ୍ଟର କହିବା ସହିତ ପରିବାର କୁ ନେଇ ଅନ୍ୟାନ୍ୟ ମି-ଛ ମଧ୍ୟ କହିଥିଲେ । ଏମିତିକି ବିବାହ ମଧ୍ୟ ଠିକ ହୋଇ ଯାଇଥିଲା ।

ଯୁବତୀଙ୍କ ପରିବାର ଲୋକଙ୍କୁ ଅନ୍ୟ କାହାର ଘର ଦେଖାଇ ନିଜ ଘର ବୋଲି କହିବା ସହିତ ନିଜ ପରିବାର ସହିତ ସାକ୍ଷାତ କରାଇ ନଥିଲେ । ନିଜେ ଜଣେ ଶିକ୍ଷକ ଏବଂ ଭଲ ମଣିଷ କହି ଯୁବତୀ ଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ । ଏପଟେ ଯୌତୁକ ବା-ବ-ଦକୁ ଟଙ୍କା ଦେବାକୁ କହିବା ସହିତ ବିବାହ ଭୋଜି ନିମନ୍ତେ ୧୫୦ ଲୋକଙ୍କ ପାଇଁ ଦେଢ଼ କ୍ୱିଣ୍ଟାଲ ମଟନ କରିବାକୁ କହିଥିଲେ । କିନ୍ତୁ ବିବାହ ଦିନ ତାଙ୍କ ସହ ନା କେହି ପରିବାର ଲୋକ ନା କେହି ବନ୍ଧୁ ବର୍ଗ ଆସିଥିଲେ ।

କେବଳ ଚାରି ଜଣ ବ୍ୟାଣ୍ଡ ପାର୍ଟି ସହ ନ-କ-ଲି ସୁନା ଗହଣା ନେଇ ଆସିଥିଲା ବର । ଏହାପରେ ଯୁବତୀ ଙ୍କ ପରିବାର ଲୋକଙ୍କୁ ସ-ନ୍ଦେ-ହ ହେବା ପରେ ସବୁ କିଛି ଘ-ଟ-ଣା ସାମ୍ନାକୁ ଆସିଥିଲା ଏବଂ ବିବାହ ମଧ୍ୟ ବନ୍ଦ କରା ଯାଇଥିଲା । ଏହି ଘ-ଟ-ଣା ଶୁଣିବା ପରେ ସେହି ଗାଁ ର ଲୋକେ ଉତ୍ତେ-ଜିତ ମଧ୍ୟ ହୋଇଛନ୍ତି ଏବଂ ନ-କ-ଲି ବର କୁ ଅଟକ ରଖିଛନ୍ତି । ଏମିତିକି ଏହି ଖବର ମଧ୍ୟ ଶୁଣା ଯାଇଛି ଯେ ଯୁବକ ଜଣକ ପୂର୍ବରୁ ବିବାହିତ ଥିଲେ ।

Leave a Reply

Your email address will not be published. Required fields are marked *