ନି-ଶା ଦେଇ ମନ୍ଦିରକୁ ନେଇ ଦୁ-ଷ୍କର୍ମ କରିଥିଲା ଠିକାଦାର । ଭିଡ଼ିଓ ହେଲା ଭାଇରଲ ।

ଏମିତିରେ ତ ଆଜିକାଲି ପ୍ରାୟ ସବୁଦିନ ଦୁ-ଷ୍କର୍ମ ସମ୍ବନ୍ଧୀୟ ଖବର ସାମ୍ନାକୁ ଆସିଥାଏ । ବର୍ତ୍ତମାନ ସମୟରେ ମଧ୍ୟ ଠିକ ଏହିଭଳି ଏକ ଘ-ଟଣା ସାମ୍ନାକୁ ଆସିଛି । ଯେଉଁଠି ଜଣେ ବ୍ୟକ୍ତି ନିଶା ଦେଇ ଜୋର ଜବ-ରଦସ୍ତ ଦୁ-ଷ୍କର୍ମ କରିଛି ଜଣେ ଯୁବତୀଙ୍କୁ । ଆଉ ଏହି କାରଣରୁ ସେହି ଅଭି-ଯୁସ୍ଥାନୀୟ ଠିକାଦାରକୁ ମା-ଡ଼ ମରାଯାଉଛି । ଯିଏ ଆସୁଛି ସିଏ ମା-ଡ଼ ମା-ରୁଛି । ଠିକାଦାର ଏମିତି ହିଁ କିଛି କାମ କରି ଛି । ଜୋର ଜବ-ରଦସ୍ତ ଜଣକୁ ଦୁ-ଷ୍କର୍ମ କରିଛି । ଯାହାର ଭିଡ଼ିଓ ମଧ୍ୟ ଭାଇରଲ ହେଉଛି । ତେବେ ସେହି ବ୍ୟକ୍ତିକୁ ଯେତେବେଳେ ଲୋକେ ପଚାରୁଛନ୍ତି , ସେତେବେଳେ ସେ କହୁଛି , କାଲି ଆସେ କଥା ହବା ।

କଥାରୁ ଲାଗୁଛି ଯେମିତି ତାର ନିଶା ଏ ପର୍ଯ୍ୟନ୍ତ ଉତୁରି ନାହିଁ । ଯେତେବେଳେ ନି-ଶା ଉତୁରି ଯାଉଛି , ସେତେବେଳେ ଲୋକେ ମା-ଡ଼ ମା-ରୁଛନ୍ତି ଖାଲି ସେତିକି ନୁହେଁ ଲୋକେ ଭିଡ଼ିଓ କରୁଛନ୍ତି ଏବଂ ସ୍ଥାନୀୟ ପୋଲି-ସକୁ ମଧ୍ୟ ଖବର ଦେଉଛନ୍ତି । ଆଉ ଏ ସବୁ ବିଷୟରେ ଶୁଣି ବୋଧହୁଏ ତାର ନି-ଶା ଉତୁରି ଯାଉଛି । ଭିଡ଼ିଓ କରିବାକୁ ମନା କରୁଛି ଲୋକଙ୍କୁ । ଏମିତିକି ପୋଲି-ସକୁ ଡାକିବାକୁ ମଧ୍ୟ ମନା କରୁଛି । ଦୋ-ଷ କରିଛି କିନ୍ତୁ ଦୋଷ ଯେମିତି କେହି ନଜାଣେ ଆଉ ଯେମିତି କଥା ପୋ-ଲିସ ପାଖକୁ ନଯାଏ । ସେଥିପାଇଁ କେତେ ଚାଲାକି ରେ ବୁଝାଇ କହୁଛି , କାଲି ଆସିଲେ ସବୁ ବୁଝାଇ କହିବି ।

ଖାଲି ସେତିକି ନୁହେଁ ସେ ଜବାବ ଦେଇ କହୁଛି , ପୋଲି-ସକୁ ଡାକ ନାହିଁ , ସବୁ ସମସ୍ୟାର ସମାଧାନ ଏଇଠି ହିଁ ହୋଇଯିବ । ସୂଚନା ଅନୁଯାୟୀ ଏଭଳି ଏକ ଘ-ଟଣା ବାଲେଶ୍ୱର ଜିଲ୍ଲା ନୀଳଗିରି ଥା-ନା ଅନ୍ତର୍ଗତ ବାଉଁଶବଣିଆ ପଞ୍ଚାୟତର ଅଟେ । ଯେଉଁଠି ଏଭଳି ଏକ ଅଭା-ବନୀୟ ଘ-ଟଣା ଘଟି ଯାଇଛି । ଜଣେ ଗରିବ ମହିଳାଙ୍କ ଅସହାୟତାର ସୁଯୋଗ ନେଇ ଜଣେ ଯୁବକ ତାଙ୍କୁ ନି-ଶା ଦେଇ ବଳା-ତ୍କାର କରିଛି । ତେବେ ଉକ୍ତ ଅଭି-ଯୁକ୍ତଙ୍କ ନାମ ବିଶ୍ୱନାଥ ବେହେରା ଯିଏକି ପକ୍କା କାମ କରନ୍ତି । କହିବାକୁ ଗଲେ ଠିକାଦାର । ଅନେକ ମହିଳାଙ୍କୁ ଏପରି କାମ ଯୋଗାଇ ଥାଏ ।

ତେଣୁ ଉକ୍ତ ମହିଳାଙ୍କୁ କାମ ଦେବ ଆଶା ଦେଇ ବିଶ୍ୱନାଥ ଏକ ମନ୍ଦିର ଘରକୁ ଡାକି ନେଇ ଯାଇଥିଲା ଏବଂ ସେଠାରେ ତାକୁ ବଳା-ତ୍କାର କରିଥିଲା । ଘରକୁ କା-ନ୍ଦି କା-ନ୍ଦି ପଳାଇ ଆସିଥିଲା ଯୁବତୀ ଜଣକ । ସବୁ ସତକଥା କହିବା ପରେ ଘ-ଟଣା ଜଣା ପଡ଼ିଥିଲା । ଗାଁ ପାଖ ମନ୍ଦିର ପାଖରେ ଏହି ଠିକାଦାର ଦୁ-ଷ୍କର୍ମ କରିଥିଲା ବୋଲି ଯୁବତୀ ଜଣଜ କହିଛନ୍ତି । ତେଣୁ ଗ୍ରାମବାସୀ ଅଭି-ଯୁକ୍ତଙ୍କୁ ଅଟକ ରଖି ନିର୍ଧୁମ ମା-ଡ଼ ମା-ରିଛନ୍ତି । ଶେଷରେ ପୋଲି-ସକୁ ଡାକି ଜିମା ଦେଇଛନ୍ତି । ନୀଳଗିରି ପୋ-ଲିସ ଘଟ-ଣାସ୍ଥଳରେ ପହଞ୍ଚି ଅଭି-ଯୁକ୍ତକୁ ଗି-ରଫ କରିବା ସହିତ ତ-ଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *