ନବମ ଶ୍ରେଣୀର ଛାତ୍ରୀଙ୍କୁ ମିଛ ପ୍ରଲୋ-ଭନ ଦେଖାଇ ଗର୍ଭ-ବତୀ କଲେ ଟିଉସନ୍ ସାର୍।

ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର ୟାର ମାନେ ସମସ୍ତେ ଜାଣନ୍ତି କିନ୍ତୁ ଆଜିର ଦିନରେ ଗୁରୁ ଆଉ ଭଗବାନ ହେଇକି ନାହାନ୍ତି କେତେଜଣ ଶିକ୍ଷକ ଗୁରୁ ନା ରେ କଳଙ୍କ। ଗୁରୁ ଗୁ ମାନେ ଅନ୍ଧାର ଏବଂ ରୁ ମାନେ ଆଲୋକ। ଯିଏ ଆମକୁ ଅନ୍ଧାରରୁ ଆଲୋକକୁ ବାଟ ଦେଖନ୍ତି ସେ ହେଉଛନ୍ତି ଗୁରୁ। କିନ୍ତୁ ଏବେ ଗୁରୁ ରା-କ୍ଷସ ପାଲଟି ଯାଇଛନ୍ତି। କେବଳ ଏମିତି କିଛି ରା-କ୍ଷସ ଏବଂ ସଇତାନ ପାଇଁ ପୁରା ଗୁରୁ ଜାତିକୁ କଳ-ଙ୍କିତ ହେବାକୁ ପଡ଼ୁଛି। ହଁ ଆଜ୍ଞା ମୟୂରଭଞ୍ଜ ଜିଲ୍ଲାରେ ଏମିତି ଏକ ଅଭା-ବନୀୟ ଘଟ-ଣା ଦେଖିବାକୁ ମିଳିଛି।

ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଖାଣ୍ଡବନ୍ଧ ପଞ୍ଚାୟତର ପୁରୁଣାପାଣି ଗାଆଁର ଜଣେ ନବମ ଶ୍ରେଣୀର ଝିଅ ମନରେ ଅପାର ଆଶା ନେଇ ପାଠ ପଢ଼ିବା ପାଇଁ ସ୍କୁଲ କୁ ଯାଏ। କିନ୍ତୁ ସ୍କୁଲ ରେ ଭଲ ପାଠ ପଢ଼ା ହେଉନଥିବାରୁ ସେ ଟିଉସନ୍ ହେବାପାଇଁ ସାଙ୍ଗ ମାନଙ୍କ ସହିତ ପୁରୁଣାପାଣି ଗାଆଁ ର ରବୀନ୍ଦ୍ର କୁମାର ମହନ୍ତଙ୍କ ପାଖକୁ ଯାଏ।

ରବୀନ୍ଦ୍ର କୁମାର ମହନ୍ତ ଜଡ଼ିବିଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପାଠ ପଢ଼ାନ୍ତି। ସ୍କୁଲ୍ ରେ ପାଠ ପଢ଼େଇ ସାରିବା ପରେ ସେ ସମୟ ବାହାର କରି ପିଲାଙ୍କୁ ନିଜ ଘରେ ଟିଉସନ୍ କରନ୍ତି। କିନ୍ତୁ ରବୀନ୍ଦ୍ର ସାର୍ ଙ୍କ ମନ ପିଲାଙ୍କ ପାଠ ପଢାରେ ତାଙ୍କ ମନ ପିଲାଙ୍କ ଶରୀର ଉପରେ ଥାଏ।

ରବୀନ୍ଦ୍ର ସାର୍ ଙ୍କ ମନ ନବମ ଶ୍ରେଣୀରେ ପଢୁଥିବା ସେଇ ସୁନ୍ଦର୍ ଝିଅ ଉପରେ ଥିଲା। ସେଥିପାଇଁ ସେ ଛୋଟ ଝିଅ ଟିକୁ ପରୀକ୍ଷାରେ ପାସ୍ କରିଦେବି କ୍ଲାସ୍ ରେ ତୁ ଫାଷ୍ଟ ହେବାର ସ୍ବପ୍ନ ଦେଖାଇ ୧୪ ବର୍ଷର ଝିଅ ସହିତ ଦୁ-ଷ୍କର୍ମ କରି ନବମ ଶ୍ରେଣୀର ଝିଅକୁ ଗର୍ଭ-ବତି କରେଈ ଦେଇଛନ୍ତି।

ଝିଅର ଏମିତି ଅବସ୍ଥା ହେବାପରେ ଝିଅ ନିଜ ମାଙ୍କୁ ସବୁ କଥା ଖୋଲିକି କହିଥିଲେ। ତାପରେ ମାଆ ଠାକୁରମୁଣ୍ଡା ପୋ-ଲିସ୍ ଷ୍ଟେ-ସନ୍ ରେ ରବୀନ୍ଦ୍ର କୁମାର ମହନ୍ତଙ୍କ ନାଆ ରେ ଦୁ-ଷ୍କର୍ମ କରିଥିବାର ଅଭି-ଯୋଗ କଲେ। ଝିଅର ମାଆ କହିଛନ୍ତି ଯେତେବେଳେ ଝିଅ ଗର୍ଭ-ବତୀ ଅଛି ବୋଲି ସେ ଜାଣିଲେ ସେ ଝିଅକୁ ଏ ବିଷୟରେ ପଚାରିଲେ ଝିଅ କହିଲା ସେ ଯେତେବେଳେ ଟିଉସନ୍ ଯାଉଥିଲେ ସେତେବେଳେ ଟିଉସନ୍ ସାର୍ ତାଙ୍କୁ ମି-ଛରେ ରୁମ୍ ଭିତରକୁ ଡାକିକି ଖଟ ଉପରେ ମାଡି ବସି ଏମିତି କାମ କରିଥିଲେ।

ମୁଁ କଲେ ଏ କଥା ଜାଣିଲେ ତାକୁ ବାଡେ଼ଇବା ସେଥିପାଇଁ ସେ ମତେ କିଛି କହୁ ନଥିଲା। ତାପରେ ମୁଁ ତାକୁ ମେଡ଼ିକାଲ ନେବା ପରେ ଡ଼ାକ୍ତର କହିଲେ ସେ ୬ କି ୭ ମାସର ଗର୍ଭ-ବତୀ ଅଛି। ଏ ସବୁ କଥା ଜାଣିବା ପରେ ପୋ-ଲିସ ରବୀନ୍ଦ୍ର କୁମାର ମହନ୍ତଙ୍କୁ ଗି-ରଫ କରି ତ-ଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *