ସାମାନ୍ୟ ଯୁ-କ୍ତିତ-ର୍କରୁ ସାନ ଭାଇକୁ ହ-ତ୍ୟା କଲା ବଡ଼ ଭାଇ

ଆଜିକା ଯୁଗ ଏମିତି ହେଲାଣି ଯେ ମନୁଷ୍ୟ ନିଜର କ୍ରୋ-ଧର ଏତେ ପରେ ହୋଇ ଯାଉଛି ଯେ ନିଜ ସାମ୍ନାରେ ନିଜ ମା ବାପା ଭାଇ ଭଉଣୀ କାହାକୁ ବି ମାନୁନାହିଁ । ଯେଉଁ କାରଣରୁ ସାମାନ୍ୟ ବଚସାରୁ ଗମ୍ଭୀର କଳି ଝ-ଗଡ଼ା ଏବଂ ଶେଷରେ ହ-ତ୍ୟାକା-ଣ୍ଡ ଘଟି ଯାଉଛି । ସୋସିଆଲ ମିଡିଆରେ ମଧ୍ୟ ଆପଣ ମାନେ ପ୍ରତ୍ୟେକ ଦିନ ଏପରି କିଛି ନା କିଛି ଘ-ଟଣା ନିଶ୍ଚୟ ଦେଖୁଥିବେ । ମାତ୍ର ବର୍ତ୍ତମାନ ସମୟରେ ରାଜଧାନୀରୁ ଏକ ଅତ୍ୟନ୍ତ ଦୁଃ-ଖଦ ଘ-ଟଣା ଘ-ଟିଛି । ଯେଉଁଠି ଜଣେ ବଡ଼ ଭାଇ ନିଜର ସାନ ଭାଇକୁ ହ-ତ୍ୟା କରିଛି ।

ସୂଚନା ଅନୁଯାୟୀ ରାଜମୋହନ ସେନାପତିଙ୍କୁ ନିଜ ବଡ଼ ଭାଇ ବିଶ୍ୱମୋହନ ସେନାପତି ହ-ତ୍ୟା କରିଛନ୍ତି । ତେବେ ଘଟ-ଣାଟି ନାୟପଲ୍ଲୀର ଅଟେ । ବିଶ୍ୱମୋହନ ସେନାପତି ରାଜଧାନୀ ନାୟପଲ୍ଲୀ ନୂଆସାହି ସ୍ଥିତ ଏକ ଭଡ଼ା ଘରେ ରହି ପାଠ ପଢ଼ୁଥିଲେ । ସେ ନିଜର ଅନ୍ୟ ଦୁଇ ସାଙ୍ଗଙ୍କ ସହ ରହୁଥିଲେ । ସ୍ୱଭାବର ମଧ୍ୟ ସେ ବେଶ ଭଲ ଥିବା ମଧ୍ୟ ତାଙ୍କ ସାଙ୍ଗ ମାନେ କହିଛନ୍ତି । ତେବେ ତାଙ୍କ ସାନ ଭାଇ ରାଜମୋହନ କିନ୍ତୁ ବରମୁଣ୍ଡା ଅଞ୍ଚଳରେ ରହୁଥିଲେ ।

ସମୟ ସମୟରେ ଦୁଇ ଭାଇଙ୍କ ମଧ୍ୟରେ କ-ଳି ଝ-ଗଡ଼ା ହେଉଥିଲା । ତାହା ପୁଣି ପାଠ ପଢ଼ାକୁ ନେଇ । ତେବେ ଦୁଇ ଭାଇଙ୍କ କଳ-ହର ଆଉ ଏକ କାରଣ ଥିଲା ଯେ ରାଜମୋହନ ଘରୁ ଟଙ୍କା ଆଣି ଅଯଥା ଖର୍ଚ୍ଚ କରୁଥିଲେ । ଯାହାକୁ ବିଶ୍ୱମୋହନ ସମ୍ପୂର୍ଣ୍ଣ ବି-ରୋଧ କରୁଥିଲେ । ମାତ୍ର ରାଜମୋହନ ନିଜକୁ ସୁଧାରୀ ପାରୁ ନଥିଲେ । ତେବେ ଗତକାଲି ମଧ୍ୟ ରାଜମୋହନ ନିଜ ବଡ଼ ଭାଇ ପାଖକୁ ଆସିଥିଲେ । ଗତକାଲି ମଧ୍ୟ ଦୁହିଁଙ୍କ ମଧ୍ୟରେ ଝ-ଗଡ଼ା ହୋଇଥିଲା ।

ତେବେ ଝଗ-ଡ଼ା ଏତେ ଭ-ୟଙ୍କର ହୋଇ ଯାଇଥିଲା ଯେ ବିଶ୍ୱମୋହନ ନିଜ ସାନ ଭାଇ ରାଜମୋହନଙ୍କୁ ବାଡେଇ ଥିଲେ । ରାଜମୋହନଙ୍କ ଅବସ୍ଥା ଗୁରୁ-ତର ହେବାରୁ ସେ ତାଙ୍କ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ । ଭାଇର ମୃ-ତ୍ୟୁ ପରେ ବିଶ୍ୱ ନିଜର ଜଣେ ସାଙ୍ଗକୁ ଏ ବିଷୟରେ ଖବର ମିଳିଛି ଦେଇଥିଲେ । ତେବେ ସାମାନ୍ୟ କ୍ରୋ-ଧ କାରଣରୁ ଜଣେ ବଡ଼ ଭାଇ ଅଟେ ଉତ୍ୟକ୍ତ ହୋଇଗଲା ଯେ ସାନ ଭାଇର ଜୀବନବି ନେଇଗଲା । ତେବେ ବର୍ତ୍ତମାନ ପୋ-ଲିସ ବଡ଼ଭାଇ ବିଶ୍ୱମୋହନକୁ ଗି-ରଫ ମଧ୍ୟ କରିଛି ।

Leave a Reply

Your email address will not be published. Required fields are marked *