ପାରିବାରିକ କ-ଳହ ସାଜିଲା କା-ଳ , ନି-ଆଁରେ ଜ-ଳିଗଲେ ନବ ବିବାହିତ ସ୍ଵାମୀ ସ୍ତ୍ରୀ

ବିବାହକୁ ମାତ୍ର କେଇଟା ମାସ ହୋଇଥିଲା । ହସ ଖୁସିରେ ଘର ସଂସାର କରିବେ ବୋଲି ସ୍ବପ୍ନ ଦେଖିଥିଲେ ସ୍ଵାମୀ ସ୍ତ୍ରୀ । କେତେ ଖୁସି ଭରିଦେବ ଜୀବନରେ , ସେ କଥା ଭାବି ଥିଲେ । କିନ୍ତୁ ସବୁକିଛି ଅଧାରେ ରହି ଯାଇଥିଲା । ଜୀବନରେ ଖୁସି ଆସିବା ପୂର୍ବରୁ ସବୁକିଛି ସରି ଯାଇଥିଲା । ସ୍ଵାମୀ ସ୍ତ୍ରୀ ନିଜ ଦେହରେ ନି-ଆଁ ଲଗାଇ ଦେଇଥିଲେ । ଆଉ ଆର ପାରିକୁ ଚାଲି ଗଲେ ସ୍ତ୍ରୀ ।

ତେବେ ଏପରି ଏକ ହୃଦୟ ବିଦା-ରକ ଦୃ-ଶ୍ୟ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ ଦକ୍ଷିଣପ୍ରହରାଜପୁର ପଞ୍ଚାୟତର ଗୁଆଗଡିଆ ଗାଆଁରେ । ଏହି ଗାଁର ରତିକାନ୍ତ ମାଝୀ ନାମକ ଜଣେ ବ୍ୟକ୍ତି ତିନି ମାସ ତଳେ ବାଲେଶ୍ଵର ଅଞ୍ଚଳର ଲିଜା ନାମକ ଜଣେ ଯୁବତିଙ୍କୁ ବିବାହ କରିଥିଲେ । ତିନି ମାସ ହେଲାଣି ସବୁକିଛି ଠିକ୍ ଠାକ୍ ଚାଲିଥିଲା । ଦୁହେଁ କେତେ କଣ ସ୍ବପ୍ନ ଦେଖିଥିଲେ ।

ଭାବି ଥିଲେ ସଂସାରକୁ ସୁନ୍ଦର କରି ଗଢି ତୋଳିବେ । କିନ୍ତୁ ସବୁକିଛି ଅଧାରେ ରହିଗଲା । ଗତ କାଲି ସ୍ଵାମୀ ସ୍ତ୍ରୀ ଶ୍ବଶୁର ଘରକୁ ଯାଇଥିଲେ ଆଉ ଘରକୁ ସନ୍ଧ୍ୟା ସମୟରେ ଫେରି ଆସିଥିଲେ। ଆଉ ଏହା ପରେ ଆରମ୍ଭ ହୋଇଥିଲା ମହାଭାରତ । କିଛି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ଦେଖା ଦେଇଥିଲା ଝ-ଗଡା । ଘରେ କବାଟ ମା-ରି ଦେଇ ଦୁହେଁ ଭିତରେ ପାଟି କରୁଥିଲେ ।

ଆଉ କଥା କଟା କଟି ହେବାରୁ ଦୁହେଁ ଦେଇ ଦେଇଥିଲେ ଜୀବନ । ଅର୍ଥାତ ନିଜ ଦେହରେ ନି-ଆଁ ଲଗାଇ ଦେଇଥିଲେ ।ତେବେ ରତିକାନ୍ତଙ୍କର ବାପା ଚି-ତ୍କାର ଶୁଣି ଘର କବାଟ ଭା-ଙ୍ଗି ଦେଇଥିଲେ ଆଉ ରତିକାନ୍ତ ଦୌଡ଼ି ଦୌଡ଼ି ଆସି ପୋଖରୀକୁ ଡି-ଆଁ ମା-ରି ଦେଇଥିଲେ । ତେବେ ଦୁହିଁଙ୍କୁ ବାଲେଶ୍ଵର ମେଡିକାଲ ନିଆ ଯାଉଥିବା ବେଳେ ଅଧା ବାଟରେ ଲିଜାଙ୍କର ଜୀବନ ଚାଲି ଯାଇଥିବା ବେଳେ ରତିକାନ୍ତଙ୍କ ବର୍ତ୍ତମାନ ଗୁରୁ-ତର ଅବସ୍ଥାରେ କଟକ ବଡ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

Leave a Reply

Your email address will not be published. Required fields are marked *