ବଡ଼ ଭଉଣୀ ବାହାଘରକୁ ଡାକି ବେଦୀରେ ଯୁବକଙ୍କୁ ଜୋର ଜବ-ରଦସ୍ତ ବିବାହ କଲେ ସାନ ଭଉଣୀ । ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ଭାଇରଲ କରିବାକୁ ଦେଲେ ଧ-ମକ ।

ଏକ୍ସଟ୍ରମେରିଟାଲ ଅଫେୟର ସମ୍ବନ୍ଧୀୟ ମାମ-ଲା ବର୍ତ୍ତମାନ ସମୟରେ ପ୍ରାୟତଃ ଦେଖିବାକୁ ମିଳୁଛି । ଯେଉଁ କାରଣରୁ ଅନେକ ଜୀବନ ଏବଂ ସ-ମ୍ପର୍କ ଏବଂ ଅନେକ ପରିବାର ନଷ୍ଟ ହୋଇ ଯାଉଛି । ଆଉ ଏହାର ଅନ୍ୟ ଏକ ଉଦାହରଣ ଦେଖିବାକୁ ମିଳିଛି , ଯାହାକୁ ନେଇ ସବୁଠି ଚର୍ଚ୍ଚା ଚାଲିଛି । ଏହି ଘ-ଟଣା ଉଭୟ ଏକ୍ସଟ୍ରମେରିଟାଲ ଏବଂ ବ୍ଲା-କମେ-ଲ ସମ୍ବ-ନ୍ଧୀୟ ଅଟେ । ତେବେ ସୂଚନା ଅନୁଯାୟୀ ଜଣେ ଯୁବତୀ ନିଜେ କାମ କରୁଥିବା ହୋଟେଲ ମାଲିକକୁ ନିଜ ବଡ଼ ଭଉଣୀ ବାହାଘରକୁ ଡାକି ଜୋର ଜବ-ରଦ-ସ୍ତ ବିବାହ କରିବା ସହିତ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓକୁ ଭାଇରଲ କରିବାକୁ ଧ-ମକ ଦେଇ ଟଙ୍କା ମାଗୁଥିଲେ ।

ସୂଚନା ଅନୁଯାୟୀ ଏହି ଘଟ-ଣା ଯୁବକଙ୍କ ଅଭି-ଯୋଗ ଯେ ଉକ୍ତ ଯୁବତୀ ଜଣକ ତାଙ୍କ ପାଖରେ କାମ କରୁଥିଲେ , ଏବଂ ଯୁବତୀ ଜଣକ ସେ ବିବାହିତା ହେବା ସତ୍ତ୍ୱେବି ତାଙ୍କ ସହିତ ଶାରୀ-ରିକ ସ-ମ୍ପର୍କ ରହିଥିଲେ ଏବଂ ପରେ ଜୋର ଜବ-ରଦସ୍ତ ବିବାହ କରି ଏବେ ଭିଡ଼ିଓ ଭାଇରଲ କରିବାକୁ ଧ-ମକ ଦେଇ ଟଙ୍କା ମାଗୁଛି । ଏହାସହିତ ଛା-ଡପ-ତ୍ର ମଧ୍ୟ ମାଗୁଛନ୍ତି ଯୁବତୀ । ହାଇଦ୍ରାବାଦର କମରଦା ଜଳଦା ଅଞ୍ଚଳର ମିଥୁନ ରାଉତ ନାମକ ଜଣେ ଯୁବକ ହୋଟେଲ କରି ନିଜର ବ୍ୟବସାୟ କରୁଥିଲେ ।

୨୦୨୦ ରେ ଭଦ୍ରକ ଅଞ୍ଚଳର ନଳାଙ୍ଗ ଗ୍ରାମର ଯୁବତୀ ପ୍ରମିଳା ସାହୁ ଘରୁ ପଳାଇ ଯାଇ ହାଇଦ୍ରାବାଦରେ ସେହି ଯୁବକଙ୍କ ପାଖରେ ପହଞ୍ଚିଥିଲେ ଏବଂ ବ୍ୟକ୍ତି ଜଣକୁ କାମରେ ଲଗାଇବା ପାଇଁ ଗୁହାରି କରିଥିଲେ । ଯୁବକ ଜଣକ ପ୍ରମିଳାଙ୍କ ଘର ଲୋକଙ୍କ ସହିତ କଥା ହୋଇ ତାଙ୍କୁ କାମରେ ମଧ୍ୟ ଲଗାଇଦେଲେ । ଦୀର୍ଘ ଦୁଇ ବର୍ଷ ପରେ ଯେତେବେଳେ ପ୍ରମିଳା ମିଥୁନଙ୍କର ପୁରା ବିଶ୍ଵସ୍ତ ହୋଇଗଲେ ସେତେବେଳେ ପ୍ରମିଳାଙ୍କ ପରିବାର ତାଙ୍କ ବଡ଼ ଭଉଣୀର ବିବାହ ନେଇ ମିଥୁନଙ୍କୁ ପାଞ୍ଚ ଲକ୍ଷ ଟଙ୍କା ସାହାଯ୍ୟ କରିଥିଲେ । ମିଥୁନ ମଧ୍ୟ ପ୍ରମିଳାଙ୍କ ଠାରୁ ଏଗ୍ରୀମେଣ୍ଟ ସାଇନ କରି ଟଙ୍କା ଦେଇଥିଲେ ।

ଏପଟେ ପ୍ରମିଳା ମିଥୁନଙ୍କୁ ନିଜ ଭଉଣୀ ବିବାହକୁ ଡାକିଥିଲେ । ମିଥୁନ ଭଦ୍ରକରେ ପ୍ରମିଳାଙ୍କ ଘରେ ପହଞ୍ଚିବା ପରେ ଦେଖିଲେ ଯେ ବଡ଼ ଭଉଣୀ ଲାଗିବ ସହିତ ସାନ ଭଉଣୀ ଅର୍ଥାତ ପ୍ରମିଳା ମଧ୍ୟ ବେଦୀରେ ବସିଛନ୍ତି । ସେଠାରେ ପ୍ରମିଳା ମିଥୁନଙ୍କୁ ଜୋର ଜବ-ରଦ-ସ୍ତ ବିବାହ କରି ତାଙ୍କ ସହିତ ହାଇଦ୍ରାବାଦରେ ରହିଲେ । ଏମିତି ୬ ମାସ ରହିବା ପରେ ବର୍ତ୍ତମାନ ପ୍ରମିଳା ମିଥୁନଙ୍କୁ ଛା-ଡପ-ତ୍ର ମାଗିବା ସହିତ ଅନ୍ତ-ରଙ୍ଗ ମୁହୂର୍ତ୍ତରେ ଭିଡ଼ିଓକୁ ଭାଇରଲ କରିଦେବେ ଧମକ ଦେଇ ମୋଟା ଅଙ୍କର ଟଙ୍କା ସହିତ ଛାଡପତ୍ର ମାଗିଛନ୍ତି । ଏହାବ୍ୟତୀତ ୫ ଲକ୍ଷ ଟଙ୍କା ଦେବାକୁ ମନା ମଧ୍ୟ କରିଛନ୍ତି । ଜାହାକୁଁ ନେଇ ବର୍ତ୍ତମାନ ମିଥୁନ ଥା-ନାର ଦ୍ୱାରସ୍ଥ ହୋଇଛନ୍ତି ଏବଂ ପ୍ରମିଳା ଏବଂ ତାଙ୍କ ପରିବାର ବିରୋ-ଧରେ ଏକ ଲିଖିତ ଅଭି-ଯୋଗ ମଧ୍ୟ କରିଛନ୍ତି ।

Leave a Reply

Your email address will not be published. Required fields are marked *