ବୋହୂକୁ ୫ ଲକ୍ଷ ଦେଇ ଶୋଇବାକୁ ବାଧ୍ୟ କରୁଥିଲା ଶ୍ୱଶୁର ! ଆଉ କରୁଥିଲା ଏପରି କାମ

ଯଦି ଜଣେ ଝିଅ ନିଜ ପରିବାର ଅର୍ଥାତ ବାପଘରକୁ ଛାଡ଼ି ନିଜ ସ୍ୱାମୀ ଏବଂ ଶାଶୁ ଶ୍ୱଶୁର ଉପରେ ଅନ୍ଧ ଭଳି ବିଶ୍ୱାସ କରି ବିବାହ କରି ପାରେ ତେବେ ସ୍ୱାମୀ ଏବଂ ଶାଶୁ ଶ୍ୱଶୁରର ଏହା କର୍ତ୍ତବ୍ୟ ରହିବା କଥା ଯେ ସେହି ଝିଅ ଆଖିରେ ଯେବେ କେବେ ଲୁ-ହ ନଆସିବ । ବିବାହ ପରେ ଶାଶୁ ଶ୍ୱଶୁର ହିଁ ତାର ବାପା ମା ହୋଇଯାଏ । ମାତ୍ର ସେହି ର-କ୍ଷକ ଯଦି ଭ-କ୍ଷକ ସାଜିଯାଏ ତେବେ ଦୁନିଆରେ ଆଉ କିଏ ବା କାହାକୁ ଭରସା କରିବ ?

ତେବେ ଏହିଭଳି ସ୍ୱାମୀ ଶାଶୁ ଶ୍ୱଶୁରଙ୍କ ନିର୍ଯା-ତନାର ଶି-କାର ହୋଇ ଜଣେ ମହିଳା ଶେଷରେ ଥା-ନାର ଦ୍ୱାରସ୍ଥ ହୋଇଛନ୍ତି । ଆଉ ତାଙ୍କୁ ଯେଉଁ ଭଳି ଭାବରେ ନିର୍ଯା-ତନା ଦିଆଯାଇଛି ତାହା ଶୁଣିଲେ ଆପଣଙ୍କ ର-କ୍ତ ବି ଗରମ ହୋଇଯିବ । ସୂଚନା ଅନୁଯାୟୀ ମହିଳା ଜଣକ ନିଜ ସ୍ୱାମୀ ଏବଂ ଶାଶୁ ଶ୍ୱଶୁରଙ୍କ ନାମରେ ଅଭି-ଯୋଗ ଆଣିଛନ୍ତି । ଆଉ ଶ୍ୱଶୁର ତାଙ୍କ ସହ ଅସ-ଦାଚ-ରଣ କରିଥିବା ମଧ୍ୟ ଅଭି-ଯୋଗରେ ପ୍ରକାଶ କରିଛନ୍ତି ।

ବାସ୍ତବରେ ମହିଳା ଜଣକ କିଛି ବର୍ଷ ପୂର୍ବରୁ ପ୍ରେମ ବିବାହ କରିଥିଲେ । ମାତ୍ର ପ୍ରେମ ବିବାହ ପୂର୍ବରୁ ତାଙ୍କୁ ଜଣା ପଡ଼ିଥିଲା ଯେ ତାଙ୍କ ସ୍ୱାମୀଙ୍କର ତାଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ସହିତ ସ-ମ୍ପର୍କ ରହିଛି । ତେଣୁ ସେ ବିବାହ ପାଇଁ ମଧ୍ୟ ମନା କରି ଦେଇଥିଲେ । ମାତ୍ର ତାଙ୍କ ସ୍ୱାମୀ ତାଙ୍କର କିଛି ଫୋଟ ଏବଂ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ କରିବେ କହି ବିବାହ କରିବାକୁ ବାଧ୍ୟ କରିଥିଲେ । ଆଉ ମହିଳା ଜଣକ ମଧ୍ୟ ବିବାହ କରିଥିଲେ । ମାତ୍ର ବିବାହର ମାତ୍ର କିଛିଦିନ ପରେ ହିଁ ତାଙ୍କ ଉପରେ ନିର୍ଯା-ତନା ଆରମ୍ଭ କରି ଦିଆଯାଇଥିଲା ।

ଏମିତିକି ସେ ତାଙ୍କ ସ୍ୱାମୀଙ୍କର ଅନ୍ୟ ଝିଅ ସହ ସ-ମ୍ପର୍କ ଥିବା ଜାଣିବା ପରେ ବି ତାଙ୍କ ସ୍ୱାମୀ ସୁଧୁରି ନଥିଲେ ବରଂ ତାଙ୍କ ସାମ୍ନାରେ ହିଁ ନିଜ ଗାର୍ଲଫ୍ରେଣ୍ଡ ସହିତ କଥା ହେଉଥିଲେ । ଗୋଟିଏ ଛାତ ତଳେ ରହିବି ସ୍ୱାମୀ ସ୍ତ୍ରୀ ଅଲଗା ରହୁଥିଲେ । ଏମିତିକି ତାଙ୍କ ଶାଶୁ ତାଙ୍କ ସ୍ୱାମୀଙ୍କୁ ମହିଳାଙ୍କ ସହିତ ରହିବା ପାଇଁ ମନା କରିବା ସହିତ କୌଣସି ପ୍ରକାରର ବି ସ-ମ୍ପର୍କ ରଖିବାକୁ ବାରଣ କରିଥିଲେ । ଏପରି ପରିସ୍ଥିତିର ଫାଇଦା ଉଠାଇ ମହିଳାଙ୍କ ଶ୍ୱଶୁର ତାଙ୍କ ଉପରେ ଅସ-ଦାଚ-ରଣ ଆରମ୍ଭ କରିଥିଲେ । ତାଙ୍କୁ ୫ ଲକ୍ଷ ଟଙ୍କା ଦେଇ ଶୋଇବାକୁ ବାଧ୍ୟ କରିବା ସହିତ ଖରାପ ଉଦ୍ଦେଶ୍ୟରେ ଟ-ଚ ମଧ୍ୟ କରିଥିଲେ । ଏସବୁ ବିଷୟରେ ମହିଳା ଯେତେବେଳେ ନିଜ ଶାଶୁଙ୍କୁ କହିଲେ ସେତେବେଳେ ତାଙ୍କ ଶାଶୁ ଚୁପ ରହିବାକୁ କହିଥିଲେ ।

କାରଣ ତାଙ୍କ ଶାଶୁଙ୍କ ଅନୁସାରେ କୁଆଡ଼େ ତାଙ୍କ ଶ୍ୱଶୁର ପୂର୍ବରୁ ମଧ୍ୟ ଏପରି ଜଣେ ଯୁବତୀଙ୍କୁ ଅସ-ଦାଚ-ରଣ ମମା-ଲରେ ଚର୍ଚ୍ଚାକୁ ଆସିଥିଲେ । ତେଣୁ ମହିଳା ଜଣକ ଆଉ ସହି ନପାରି ଘର ଛାଡ଼ିଦେବେ କହିବାରୁ ଶାଶୁ ଘର ଲୋକେ ମା-ରିଦେବେ ବୋଲି ଧ-ମକ ଦେଇଥିଲେ । ଏମିତିକି ଯଦି ସେ ସହସମ୍ମତି ସହିତ ଛା-ଡ଼ପ-ତ୍ର ନଦିଅନ୍ତି ତେବେ ଘରେ ତାଲା ପକାଇ ରଖିବେ ବୋଲି ଧ-ମକ ଦେଇଥିଲେ । ତେଣୁ ମହିଳା ଜଣକ ବର୍ତ୍ତମାନ ସମସ୍ତଙ୍କ ନାମରେ ଏକ ଲିଖିତ ଅଭି-ଯୋଗ କରିଛନ୍ତି ଏବଂ ଏକ ଛା-ଡ଼ପ-ତ୍ର ପିଟି-ସନ ଦା-ଖଲ କରିଛନ୍ତି ।

Leave a Reply

Your email address will not be published. Required fields are marked *