ଜନ୍ମ ଦିନରେ ନିଜ ଝିଅକୁ ଖୋ-ଜୁଛନ୍ତି ବାପା ମାଆ, ମି-ଛ ପ୍ରତି-ଶ୍ରୁତି ଦେଇ ଅ-ପହ-ରଣ କରି ନେଲେ

ବର୍ତ୍ତମାନ ସମୟରେ କୌଣସି ବ୍ୟକ୍ତିକୁ ଭରସା କରିବା କଷ୍ଟକର ହୋଇ ପଡ଼ିଛି। ଯେ କୌଣସି ମୁହୂର୍ତ୍ତରେ ବି ଧୋ-କା ଦେଇ ପାରନ୍ତି। ଅନେକ ଲୋକ ବିଶ୍ୱାସରେ ବି-ଷ ଦେଇ ବିଶ୍ୱାସ ଘା-ତକ କରିଥାନ୍ତି। ତେଣୁ ଆଜିର ଜୀବନର ଭରସାଯୋଗ୍ୟ ବ୍ୟକ୍ତି ମିଳିବା କଠିନ ହୋଇ ଯାଇଛି। ଭରସାରେ ନିଜ ଝିଅକୁ ଛାଡିଥିବା ସ୍ଥାନରେ ଆଉ ପାଉ ନାହାଁନ୍ତି ବାପା ମାଆ। ଝିଅକୁ ରାଜଧାନୀ ଭୁବନେଶ୍ବରର ଗଳି କ-ନ୍ଦିରେ ଖୋ-ଜି ଖୋ-ଜି ନ-ୟାନ୍ତ ହେଲାଣି। ପଢନ୍ତୁ ଏହି ବିଷୟରେ।

୨୦୧୮ ମସିହାରେ ବ୍ୟକ୍ତି ଜଣକ ଫାଲକୋନ୍ କମ୍ପାନୀରେ କାମ କରୁଥିଲେ। ତେବେ କାମ କରିବା ସମୟରେ ଝିଅକୁ ସାଙ୍ଗରେ ଧରି ବୁଲିବା ତାଙ୍କ ପାଇଁ କଷ୍ଟକର ହୋଇ ପଡ଼ିଥିଲା। ସେ ସଲିଆ ସାହିରେ ଏକ ଭଡା ଘର ଖୋ-ଜିବାକୁ ଲାଗିଲେ ଏବଂ ଭଡା କରି ରହିଲେ ମଧ୍ୟ। କିନ୍ତୁ ଭଡା ଦେଉଥିବା ମାଲିକ ସହ ସମ୍ପ-ର୍କ ଏତେ ନିବିଡ଼ ହୋଇ ପଡ଼ିଲା ଯେ ମାଲିକ ଦୁଇ ବାପା ଓ ଝିଅକୁ ନିଜ ପରିବାରର ସଦସ୍ୟ ବୋଲି ଭାବିଲେ। ଅନ୍ୟ ପଟେ ନଅ ବର୍ଷର ଝିଅକୁ ଦେଖାଶୁଣା କରିବା ପାଇଁ ଏକ ଭଲ ପରିବାର ମିଳିଗଲା ଏହା ଭାବି ଅତ୍ୟନ୍ତ ଖୁସି ହୋଇଗଲା ବାପା।

ତେବେ ଝିଅର ବାପା ଭଡା ଦେଉଥିବା ମାଲିକଙ୍କ ତତ୍ତ୍ୱାବଧାନରେ ଅନେକ ସମୟରେ ଛାଡି ଦେଇ ଗାଁକୁ ସ୍ତ୍ରୀ ପାଖକୁ ମଧ୍ୟ ଯାଆନ୍ତି। ତେବେ ବ୍ୟକ୍ତି ଜଣକ ପଇସା ସଞ୍ଚୟ କରି ଗାଁରେ ପ୍ରଥମେ ନିଜ ପାଇଁ ଏକ ଘର ତୋଳିବାକୁ ଲାଗିଲେ। ଏହାପରେ ଏକ ଛୋଟ ଦୋକାନ ମଧ୍ୟ କଲେ। ଧୀରେ ଧୀରେ ଆର୍ଥିକ ବ୍ୟବସ୍ଥାରେ ସୁଧାର ଆସିଲା। ଶେଷରେ ସେ ଝିଅକୁ ଘରକୁ ନେବା ପାଇଁ ନିଷ୍ପତ୍ତି ନେଲେ।

ତେବେ ଝିଅର ବାପା ଝିଅକୁ ଯାହାଙ୍କ ତତ୍ତ୍ୱାବଧାନରେ ଛାଡିଥିଲେ ଗତ ମାସରେ ଆସି ପହଞ୍ଚିଲେ। ତେବେ ସେ ଝିଅକୁ ନେଇ ଯିବା ପାଇଁ ଆସିଛନ୍ତି ବୋଲି କହିଲେ। କିନ୍ତୁ ସେହି ପରିବାର ଲୋକେ ଝିଅକୁ ଫେରେଇବେ ନାହିଁ ବୋଲି ସିଧାସଳଖ ମନା କରିଦେଲେ। ଏହା ଶୁଣିବା ପରେ ବାପା ଓ ମାଆଙ୍କ ମୁଣ୍ଡ କାମ କରି ନଥିଲା। ଚାହୁଁ ଚାହୁଁ ଝିଅର କୌଣସି ପତା ମଧ୍ୟ ମିଳିଲା ନାହିଁ।

ଝିଅର ଉଭୟ ବାପା ଓ ମାଆ ରାଜଧାନୀ ଭୁବନେଶ୍ବରର ସମସ୍ତ ଗଳି କନ୍ଦି ବୁଲି ବୁଲି ଖୋଜିବାକୁ ଲାଗିଲେ। ଶେଷରେ ଝିଅକୁ ନ ପାଇ ମଞ୍ଚେଶ୍ୱର ଥା-ନାରେ ଯାଇ ପହଞ୍ଚିଲେ। ତେବେ ଝିଅକୁ ଉ-ଦ୍ଧାର କରିବା ପାଇଁ ଦୁଇ ବାପ ଓ ମାଆ ଥା-ନାରେ ଲିଖିତ ଅଭି-ଯୋଗ କଲେ। ଅଭି-ଯୋଗ ପରେ ପୋ-ଲିସ ବର୍ତ୍ତମାନ ଯା-ଞ୍ଚ କରିବା ଆରମ୍ଭ କରିଦେଇଛି।

Leave a Reply

Your email address will not be published. Required fields are marked *