ଝିଅ ଉପରେ ରାତି ଦିନ ଥିଲା ଖରାପ ନଜର । ଆଉ ରାତି ଅଧରେ ଘର ଭିତରେ ପଶି ଝିଅ ସହିତ କଲା ଏଭଳି କାରନାମା ।

ଦେଶରେ ପ୍ରତି ୨୦ ମିନିଟରେ ଗୋଟିଏ ଦୁ-ଷ୍କର୍ମ ହେଉଥିବା କଥା ତ ଆପଣ ନିଶ୍ଚୟ ଜାଣିଥିବେ । ଆଉ ସୋସିଆଲ ମିଡ଼ିଆରେ ମଧ୍ୟ ପ୍ରାୟ ଏଭଳି ଘ-ଟଣା ଶୁଣିବାକୁ ମିଳିଥାଏ । କିନ୍ତୁ ଆଶ୍ଚର୍ଯ୍ୟ ଜନକ କଥା ଏହା ଯେ ଏଭଳି ଘ-ଟଣା ଘଟିବା ସତ୍ତ୍ୱେବି ଆଜି ଯାଏ ଏହାର କଠୋର ଦ-ଣ୍ଡ ବିଧାନ ହୋଇ ପାରି ନାହିଁ । ଅନେକ ଦୁ-ଷ୍କର୍ମ କାରୀ ଏବେବି ଆରାମରେ ବାହାରେ ବୁଲୁଛନ୍ତି । ଆଉ ଯାହାର ଆଉ ଏକ ଉଦାହରଣ ବର୍ତ୍ତମାନ ଦେଖିବାକୁ ମିଳିଛି । ଜଣେ ୧୫ ବର୍ଷର ଝିଅକୁ ଦୁ-ଷ୍କର୍ମ ହୋଇଥିବା ପରିବାର ଲୋକେ ଅଭି-ଯୋଗ କରିଛନ୍ତି।

ଗନ୍ଦିଆ ଥା-ନା ଟଣ୍ଡାଇବେରିଣୀ ଗାଁର ୨୧ ବର୍ଷୀୟ ଯୁବକ ଶ୍ରୀରାମ ବାଙ୍କାରୀ ଦୁ-ଷ୍କର୍ମ କରି ଗି-ରଫ ହୋଇଛନ୍ତି । ନାବାଳିକାଙ୍କ ବାପା କହିଛନ୍ତି ଯେ ସପରିବାରର ସମସ୍ତେ ରାତିରେ ଶୋଇଯିବା ପରେ ବିଳମ୍ବିତ ରାତିରେ ଶ୍ରୀରାମ ବାଙ୍କାରୀ ତାଙ୍କ ଘରେ ପଶି ନାବାଳିକାଙ୍କ ପାଟି ବନ୍ଦ କରି ତାଙ୍କୁ ଦୁ-ଷ୍କର୍ମ ପରେ ଦୁ-ଷ୍କର୍ମ କରି ଚାଲିଥିଲେ । ଠିକ ସମୟରେ ନାବା-ଳିକାଙ୍କ ସୁଲଭ ମା’ଙ୍କ ନିଦ ଭାଙ୍ଗିଯିବା ପରେ ସେ ଦେଖିବାକୁ ପାଇଥିଲେ ଯେ ତାଙ୍କ ଝିଅକୁ ଜଣେ ଯୁବକ ଜୋର ଜବ-ରଦସ୍ତ ଦୁ-ଷ୍କର୍ମ କରୁଛି । ନାବାଳିକାଙ୍କ ମା’ ସମସ୍ତ ଘ-ଟଣା ଦେଖିବା ପରେ ସେ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ ।

ପରିବାର ଲୋକେ ଦୁଷ୍କ-ର୍ମକାରୀକୁ କାବୁ କରି ନାବାଳିକାଙ୍କୁ ଉ-ଦ୍ଧାର କରିଥିଲେ । ତେଣୁ ଏନେଇ ପରିବାର ଲୋକେ ସୁକିନ୍ଦା ଥା-ନାରେ ଯୁବକଙ୍କ ନାମରେ ଅଭି-ଯୋଗ କରିଛନ୍ତି । ପୋ-ଲିସ ଘଟ-ଣାସ୍ଥଳରେ ପହଞ୍ଚି ଅଭି-ଯୁକ୍ତକୁ ଗି-ରଫ କରି ଥା-ନାକୁ ଆଣିଥିଲା । ଏନେଇ ପୋ-ଲିସ ଘଟ-ଣାର ତ-ଦନ୍ତ କରିବା ସହିତ ଏକ ମାମ-ଲା ରୁଜ୍ଜୁ କରି ଅଭି-ଯୁକ୍ତକୁ କୋର୍ଟ ଚା-ଲାଣ କରିଛି ।

ତେବେ ଏଠାରେ କହି ରଖିବୁ ଯେ ଏଭଳି ଶହ ଶହ ଘ-ଟଣା ମଧ୍ୟରୁ କେବଳ କିଛି ଘ-ଟଣା ବିଷୟରେ ଜଣା ପଡ଼ୁଛି । ସେଥିମଧ୍ୟରୁ କିଛି ଘଟ-ଣାର କେବଳ ସମାଧାନ ହୋଇ ପାରୁଛି । ଆଉ ତା ମଧ୍ୟରୁ କିଛି ଅଭି-ଯୁକ୍ତକୁ ହିଁ କଠୋର ଦ-ଣ୍ଡ ମିଳି ପାରୁଛି । ଆଉ ଯେତେ ପର୍ଯ୍ୟନ୍ତ ଏଥିପାଇଁ କୌଣସି ଗଭୀର କା-ର୍ଯ୍ୟାନୁ-ଷ୍ଠାନ ନିଆଯାଇ ନାହିଁ ସେତେବେଳେ ଏଭଳି ମାମ-ଲା ବଢ଼ିବାରେ ଲାଗିବ ।

Leave a Reply

Your email address will not be published. Required fields are marked *