ଏକାଧିକ ନାଗ ସାପ ସହ ଖେଳୁଛି ଝିଅ , ଦଂ-ଶ-ନ ପରେ ବି ପଡ଼ୁନି ଫରକ , ଭିଡ଼ିଓ ଦେଖି ହେବେ ଆଶ୍ଚର୍ଯ୍ୟ :-

ଦୁନିଆରେ ଅନେକ ପ୍ରଜାତିର ସାପ ଅଛନ୍ତି । କିନ୍ତୁ ଏହା ମାନିବାକୁ ପଡ଼ିବ ଯେ ଯେଉଁ ସାପ ବି ହେଉ ନା କାହିଁକି ବିଷ ନିଶ୍ଚିତ ଭାବରେ ଥାଏ । ସାପ କାମୁଡ଼ାରେ ଅନେକ ଲୋକ ମୃ-ତ୍ୟୁବ-ରଣ କରିଥାନ୍ତି । ସେଥିମଧ୍ୟରୁ କିଛି ବର୍ତ୍ତି ମଧ୍ୟ ଯାଆନ୍ତି । କିନ୍ତୁ ଦୁନିଆରେ ଅନେକ ପ୍ରକାରର ବି-ଷଧର ସାପ ଅଛନ୍ତି ଯାହା ଦଂଶନ କଲେ ମନୁଷ୍ୟର ବଞ୍ଚିବାର ଆଶା ରହେନାହିଁ । ତାମଧ୍ୟରୁ ନାଗ ସାପ ଅନ୍ୟତମ ।

ତେବେ କେବଳ ସାପ ଧରାଳି ହିଁ ନିଜର କୌଶଳ ପ୍ରୟୋଗ କରି ନାଗ ସାପକୁ କାବୁ କରିଥାଏ । କିନ୍ତୁ ସମୟ ସମୟରେ ଯେତେ ସତ-ର୍କ ଥିଲେ ବି ସୁଦ୍ଧା ସେ ମଧ୍ୟ ସର୍ପ ଦଂ-ଶ-ନର ଶି-କା-ର ହୁଏ । କିନ୍ତୁ ଆଜିକାର ଲେଖାରେ ଆମେ ଆପଣଙ୍କୁ ଜଣେ କୁନି ଝିଅ ସମ୍ପର୍କରେ କହିବୁ ଯାହା ଉପରେ ସର୍ପ ଦଂ-ଶ-ନ ର କୌଣସି ପ୍ରଭାବ ପଡ଼ି ନଥାଏ । ତାହାର ଏକ ଭାଇରଲ ଭିଡ଼ିଓ ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ ।

ତେବେ ସେହି ଭିଡ଼ିଓ ଅନୁଯାୟୀ ଜଣେ ଝିଅ ଗୋଟିଏ ନୁହେଁ ବରଂ ଅକାଧିକ ନାଗ ସାପ ମଧ୍ୟରେ ବସିଛି । ନାଗ ସାପ ଗୁଡ଼ିକ ତାକୁ ଚୋ-ଟ ମା-ରି-ବାରେ ଲାଗିଛନ୍ତି କିନ୍ତୁ ଝିଅଟିର କିଛିବି କ୍ଷ-ତି ହେଉନାହିଁ କିମ୍ବା ସେ କୌଣସି ପ୍ରତି-କ୍ରିୟା ମଧ୍ୟ ଦେଉନାହିଁ । ବରଂ ନାଗ ସାପ ମାନଙ୍କ ଗହଣରେ ଚୁପ ଚାପ ବସିଛି ଏବଂ ଖେଳୁଛି । ଏତେ ଗୁଡ଼ାଏ ସାପ ଝିଅଟିର ଚାରିପଟେ ଖେଳିବାରେ ଲାଗିଛନ୍ତି । ଝିଅଟି ମଧ୍ୟ ସେମାନଙ୍କୁ ହାତରେ ଧରି ନେଉଛି ଏବଂ ଝିଅଟିର ମୁଁହରୁ ଭ-ୟର କୌଣସି ପ୍ରତି-କ୍ରିୟା ପ୍ରକାଶ ପାଉନାହିଁ । ଯେମିତି ସାପ ତାର ସାଙ୍ଗ ।

ତେବେ ସୂଚନା ଅନୁଯାୟୀ ସେହି ନାଗ ସାପ ଗୁଡ଼ିକର ଲମ୍ବ ପ୍ରାୟ ୨୦ ଫୁଟ ହୋଇଥିବା ବେଳେ ଝିଅଟି ଯେଉଁ ଭଳି ଭାବରେ ସାପକୁ ଧରିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ଏହି ଭିଡ଼ିଓଟି ଭାଇରଲ ହେବା ପରେ ଅନେକ ଭିଉ ହୋଇଛି । ଅନେକ ଲୋକ ଏଥିରେ ଲାଇକ ଏବଂ କମେଣ୍ଟ ମଧ୍ୟ କରିଛନ୍ତି । ଭିଡ଼ିଓ ଦେଖି ଅନେକ ଲୋକ ଭ-ୟଭୀ-ତ ହେବା ସହିତ ଅନେକ ଲୋକ ଆଶ୍ଚର୍ଯ୍ୟ ମଧ୍ୟ ହୋଇଛନ୍ତି । ତେବେ ଏହି ଭିଡ଼ିଓ କୁ ସ୍ନେକ ୟୁନିକ ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଛି ଯାହାକୁ ଏବେ ସୁଦ୍ଧା ୭୧ ହଜାର ରୁ ଅଧିକ ଲୋକ ଦେଖି ସାରିଛନ୍ତି ଏବଂ ହଜାରେ ରୁ ଅଧିକ ଲୋକ ଏହାକୁ ପସନ୍ଦ କରିଛନ୍ତି ।

Leave a Reply

Your email address will not be published. Required fields are marked *