ବଢିଲା ଝିଅଙ୍କୁ ଗାଆଁରେ ଲାଗୁଛି ଭୂ-ତ , ଭ-ୟରେ ଘରୁ ବାହାରୁ ନାହାଁନ୍ତି ଲୋକ

ପୁରା ଗାଆଁ ଭ-ୟଭୀ-ତ ହୋଇ ଯାଇଛି । କାହା ସହିତ କଣ ହୋଇ ଯାଉଛି କେହି ଜାଣି ପାରୁ ନାହାଁନ୍ତି । କିଏ ଥରି ଯାଉଛି ତ ଆଉ କିଏ ଚେ-ତାଶୁ-ନ୍ୟ ହୋଇ ଯାଉଛି ଆଉ ପୁଣି କିଏ ବିକଳ ଚି-ତ୍କାର କରି କା-ନ୍ଦି କାନ୍ଦି ଗଡ଼ି ଯାଉଛି । ଏପରି ଘ-ଟଣା ଦେଖି ଭ-ୟରେ ଥରି ଉଠୁଛନ୍ତି ଗାଆଁ ଲୋକ । ଆଉ ଏପରି ଲକ୍ଷଣ ଦେଖିବାକୁ ମିଳୁଛି ଗାଆଁର ବଢିଲା ଝିଅଙ୍କ ପାଖରେ । ବିଶେଷ କରି ୧୫ ରୁ ୨୦ ବର୍ଷର ଝିଅ ମାନଙ୍କ ଠାରେ । ଯେତେ ଚିକିତ୍ସା କଲେ ମଧ୍ୟ ଭଲ ହେଉ ନାହିଁ , ଆଉ ଶେଷରେ ଘର ଲୋକ ବାଧ୍ୟ ହୋଇ ଗୁଣିଆ ପାଖକୁ ନେଇ ଯାଉଛନ୍ତି ।

ତେବେ ହଁ ଆଜ୍ଞା ଏପରି ଏକ ଘ-ଟଣା ଦେଖିବାକୁ ମିଳିଛି , ଖୋର୍ଦ୍ଧା ଜିଲ୍ଲା ସଦର ଥା-ନା କାଇପଦର ପଞ୍ଚାୟତ ଅଧିନସ୍ଥ ମାଛଗଡିଆ ଗାଁରେ । ଏ କଥା ଆମେ କହୁ ନାହୁଁ , ଏ କଥା ସେହି ଗାଁର ଲୋକ ମାନେ ନିଜେ କହିଛନ୍ତି । ଆମେ କିଛି ଅନ୍ଧବିଶ୍ଵାସକୁ ପ୍ରଶ୍ରୟ ଦେଉ ନାହୁଁ , ଯାହା ଦେଖିବାକୁ ମିଳିଲା , ତାହା ହିଁ କହୁଛୁ । ତେବେ ଗାଆଁ ଲୋକଙ୍କ କହିବା କଥା ଏହା ଯେ , ସେମାନେ ଭ-ୟରେ ଘରୁ ବାହାରି ପାରୁ ନାହାଁନ୍ତି କି ଘରର ଝିଅ ବୋହୂଙ୍କୁ କୁଆଡେ ଛାଡି ପାରୁ ନାହାଁନ୍ତି ।

ତେବେ ଲୋକଙ୍କ କହିବା ଅନୁସାରେ , ଯେତେବେଳେ ତାଙ୍କ ଝିଅ ମାନେ ସ୍କୁଲରୁ ଘରକୁ ଫେରୁଛନ୍ତି , ସେତେବେଳେ ତାଙ୍କୁ କିଏ ଗୁଣି କରି ଦେଉଛି ଆଉ ଡାହାଣୀ ଲଗାଇ ଦେଉଛି । ଝିଅ ମାନେ କା-ନ୍ଦି କା-ନ୍ଦି ବେହୋସ ହୋଇ ଯାଉଛନ୍ତି ଆଉ କହୁଛନ୍ତି ଆମ ଆଗରେ କାହାର ଗୋଟିଏ କଳା ଛାଇ ଚାଲି ଯାଉଛି । ଯାହା ଫଳରେ ଲୋକେ ନିଜ ଝିଅ ମାନଙ୍କୁ ଡାକ୍ତରଖାନା ନେଇ ଯାଉଛନ୍ତି ଆଉ ତାପରେ ସେଠାରେ ଭଲ ନ ହେଲାରୁ ଠାକୁରାଣୀ ପାଖକୁ ଏବଂ ଗୁଣିଆ ପାଖକୁ ନେଇ ଯାଉଛନ୍ତି । ତାପରେ ଯାଇ ତାଙ୍କ ପିଲା ମାନେ ଭଲ ହେଉଛନ୍ତି ।

ଆଉ କାହାର କାହାର ପିଲା ବି ଭଲ ହେଉ ନାହାଁନ୍ତି । ତେବେ ଏ ବାବଦରେ ତଦନ୍ତ କରିବା ପାଇଁ ପୋ-ଲିସ ଯାଇ ଗାଁରେ ପହଞ୍ଚି ଥିଲା କିନ୍ତୁ କିଛି ବି ସୁରାଗ ପାଇ ନଥିଲା । ତେବେ ଏବେ ବି ପୋଲି-ସର ତ-ଦନ୍ତ ଚାଲୁ ରହିଛି । ଗାଆଁ ଲୋକ ମାନେ ନିଜ ଝିଅ ମାନଙ୍କୁ ସ୍କୁଲ ଛାଡ଼ିବାକୁ କି ନିଜ ବୋହୂ ମାନଙ୍କୁ କୁଆଡେ ଛାଡ଼ିବାକୁ ଭ-ୟ କରୁଛନ୍ତି । ତେବେ ଦେଖାଯାଉ ଆଗକୁ କଣ ହେଉଛି । ଲୋକଙ୍କ ମନରେ ରହିଥିବା ଭ-ୟ କେବେ ଦୂର ହେଉଛି ।

Leave a Reply

Your email address will not be published. Required fields are marked *