ଏମିତି ସ୍ତ୍ରୀ କାହାକୁ ନ ମିଳୁ , ଯିଏ ନିଜ ସ୍ଵାମୀ ପାଇଁ ସାଜିଛି ଶ-ତ୍ରୁ ଆଉ ସ୍ୱାମୀକୁ ପଠାଇଛି ଜେ-ଲ

ପ୍ରେମ କରିବା ଆଜିକାର ସମାଜରେ ସାଧାରଣ କଥା ହୋଇଗଲାଣି । ଆଉ ଏହା ପରେ ବିବାହ କରିବା ମଧ୍ୟ ଏକ ପ୍ରକାରର ଷ୍ଟାଇଲ ହୋଇ ଗଲାଣି । ତେବେ ଏହି ପ୍ରେମ କରି କେତେ ଜଣ ଏକାଠି ରହି ପାରୁଛନ୍ତି ତ ଆଉ କେତେ ଜଣ ମାତ୍ର କିଛି ଦିନ ଏକାଠି ରହି ଅଲଗା ହୋଇ ଯାଉଛନ୍ତି । ତେବେ ଏମାନଙ୍କ ମଧ୍ୟରୁ ମାତ୍ର କେଇ ଜଣଙ୍କ ପ୍ରେମ ସାର୍ଥକ ହେଉଛି ଆଉ ସେମାନେ ସାରା ଜୀବନ ଏକାଠି ରହୁଛନ୍ତି ।

ତେବେ ଅନ୍ୟ ପକ୍ଷରେ କହିବାକୁ ଗଲେ ଆଜିର ବିବାହିତ ପୁରୁଷ ଏବଂ ମହିଳା ମାନେ ଅନ୍ୟ ମାନଙ୍କ ପ୍ରେମରେ ବେଶୀ ପଡୁଛନ୍ତି ଆଉ ଭୁଲି ଯାଉଛନ୍ତି ସ୍ଵାମୀ ସ୍ତ୍ରୀ ସ-ମ୍ପର୍କ । ତେବେ ଏପରି କିଛି ଘ-ଟଣା ବର୍ତ୍ତମାନ ସମୟରେ ସାମ୍ନାକୁ ଆସୁଛି । ଜଣେ ମହିଳା ଏପରି କିଛି କା-ଣ୍ଡ କରି ନିଜ ସ୍ବାମୀଙ୍କୁ ନିଜେ ପଠାଇଛନ୍ତି ଜେ-ଲ । ତେବେ ଘଟ-ଣାଟି ଭଦ୍ରକ ଜିଲ୍ଲାର ଅଟେ । ଜଣେ ବୃଦ୍ଧା ମାଆ ବର୍ତ୍ତମାନ ନିଜ ପୁଅକୁ ଜେ-ଲରୁ ଫେରାଇ ଆଣିବା ପାଇଁ ସଂ-ଘର୍ଷ କରି ଚାଲିଛନ୍ତି ।

ସୂଚନା ଅନୁଯାୟୀ , ଭଦ୍ରକ ଜିଲ୍ଲାର ବିଶ୍ବରଂଜନ ଦାସ ନାମକ ଜଣେ ବ୍ୟକ୍ତି ଶୁଭଶ୍ରୀ ନାମକ ଜଣେ ମହିଳାଙ୍କୁ କିଛି ବର୍ଷ ପୂର୍ବରୁ ଭଲ ପାଇ ବିବାହ କରିଥିଲେ । ଦୁହିଁଙ୍କ ମଧ୍ୟରେ ସବୁକିଛି ଠିକ୍ ଠାକ୍ ଚାଲିଥିଲା । ଦୁହେଁ ଦୁହିଁଙ୍କୁ ଜୀବନ ଠାରୁ ଅଧିକ ଭଲ ପାଉଥିଲେ । କିନ୍ତୁ ଏହି ସମୟ ମଧ୍ୟରେ ଶୁଭଶ୍ରୀଙ୍କ ଜୀବନକୁ ଆସିଥିଲେ ବିଶ୍ବରଂଜନଙ୍କ ବନ୍ଧୁ ଚନ୍ଦନ ଦାସ । ପ୍ରାୟତଃ ସେ ଘରକୁ ଯିବା ଆସିବା କରୁଥିଲେ । ତେଣୁ ଦୁହିଁଙ୍କ ମଧ୍ୟରେ ସ୍ଥାପନ ହୋଇଥିଲା ଭଲ ପାଇବା ।

ତେବେ ବର୍ତ୍ତମାନ ସମୟରେ ଶୁଣିବାକୁ ମିଳୁଛି କି , ଶୁଭଶ୍ରୀ ଚନ୍ଦନ ଦାସଙ୍କ ସହିତ ଘରୁ ପଳାଇଛନ୍ତି ଆଉ ତାଙ୍କ ସହିତ ଏକାଠି ରହୁଛନ୍ତି । ତେବେ ଗତକାଲି ରାତିରେ ହଠାତ୍ ବିଶ୍ବରଂଜନଙ୍କ ମୋବାଇଲକୁ ଏକ ଉଲ-ଗ୍ନ ଫୋଟ ଆସିଥିଲା , ଯାହା ଶୁଭଶ୍ରୀଙ୍କର ଥିଲା । ଯାହା ବିଷୟରେ ସେ ତାଙ୍କ ମାଆଙ୍କୁ କହିଥିଲେ ଆଉ ମାଆ ବୋହୂକୁ ଫୋନ୍ କରି ପଚାରିବାକୁ କହିଥିଲେ । ତେବେ ଏହାପରେ ଶୁଭଶ୍ରୀ ସେହି ଫୋଟକୁ ତାଙ୍କୁ ପଠାଇବାକୁ କହି ବ୍ଲା-କମେ-ଲ କରି ସ୍ଵାମୀଙ୍କ ନାମରେ ଏତ-ଲା ଦେଇଥିଲେ , ଯାହା ପରେ ପୋଲିସ ଆସି ତାଙ୍କୁ ଘରୁ ଉଠାଇ ନେଇଥିଲା । ତେବେ ବର୍ତ୍ତମାନ ପୁଅକୁ ଜେ-ଲରୁ ମୁକୁଳିବା ପାଇଁ ମାଆ ଜେ-ଲ ଆଗରେ ଯାଇ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *