ପୁତୁରା ରଖିଛି ଖୁଡିଙ୍କ ସହ ପାପ ସମ୍ପର୍କ ।

ପୁତୁରା ଖୁଡିଙ୍କ ସମ୍ପ-ର୍କରେ ଲାଗିଲା କଳଙ୍କର ଛିଟା। ପୁତୁରା ଖୁଡିଙ୍କ ସ-ମ୍ପର୍କ ହେଉଛି ପବିତ୍ର ସ-ମ୍ପର୍କ । ଯେଉଁ ସମ୍ପର୍କକୁ ମା ପୁଅର ସମ୍ପ-ର୍କ କୁହାଯାଏ । ମାର ଅନୁପସ୍ଥିତକୁ ଖୁଡି ହିଁ ପୂରଣ କରି ପାରେ । ମା ନଥିଲେ ମାର ଜାଗା ଖୁଡି ହିଁ ନେଇ ପାରେ। ହେଲେ ସେହି ମା ପୁଅଙ୍କ,ସେହି ଖୁଡି ପୁତୁରାଙ୍କ ପବିତ୍ର ସ-ମ୍ପର୍କ କୁଆଡେ ଅପବିତ୍ର ହେଇଥିବା ପୁତୁରାଙ୍କ ପତ୍ନୀ ଆଣିଛନ୍ତି ସାଙ୍ଘା-ତିକ ଅଭି-ଯୋଗ । ଅଭି-ଯୋଗ ମୁତାବକ ଖୁଡି ପୁତୁରାଙ୍କ ଭିତରେ ଚାଲିଛି ଅନୈତିକ ସ-ମ୍ପର୍କ ।

ମୁଁ କେମିତି ଏ ସବୁ ଦେଖି ସହି ପାରିବି। ମୁଁ କେମିତି ଏହି ସବୁ ଦେଖି ଚୁପ ରହି ପାରିଥାନ୍ତି । ମୁଁ ଜଣେ ମଣିଷ ମୁଁ ମୋ ସ୍ୱାମୀଙ୍କୁ ଭଗବାନ ଆଉ ମୋ ସ୍ୱାମୀଙ୍କ ଖୁଡିଙ୍କୁ ମାଙ୍କ ଆଖିରେ ଦେଖିଥିଲି । ଯେଉଁ ଆଖିରେ ମୁଁ ତାଙ୍କୁ ମା ପୁଅଙ୍କ ପବିତ୍ର ସମ୍ପ-ର୍କ ଦେଖିଥିଲି ସେହି ଆଖିରେ ମୁଁ ଦେଖିଲି ସେମାନଙ୍କ ଭିତରେ ଥିବା ସେହି ପାପ ସମ୍ପ-ର୍କକୁ। ଆଉ ମୁଁ ଏହା ଦେଖିବା ପରେ ମୋ ପାଦ ତଳୁ ମାଟି ଖସି ଯାଇଥିଲା । ହେଲେ ମୋ ସ୍ୱାମୀ ଆଉ ମୋ ଖୁଡି ଶାଶୁଙ୍କୁ ଏହା କିଛି ବି ଫରକ ପକାଇ ପାରିଲା ନାହିଁ ।

ଖୁଡିର କ୍ଷୀର ଖାଇ ବଡ଼ ହୋଇଥିଲ ବୋଲି କଣ ଖୁଡିର ଛାତିକୁ ଦେଖିବ। ଖୁଡି ସହ ଗୋଟିଏ ରୁମରେ ରହିବ, ଖୁଡି ସହ ପାପ ସମ୍ପର୍କ ରଖିବ। କେଉଁ ସ୍ତ୍ରୀ ଏହାକୁ ଦେଖି ସହି ପାରିଥାନ୍ତା କହିଲ । ମୁଁ ଯେତେବେଳେ ଏହାକୁ ବି-ରୋଧ କଲି ନା ମୋ ସ୍ୱାମୀ କହିଲେ ପର-କ୍ରିୟା ପ୍ରୀତି ଅପ-ରାଧ ନୁହେଁ । କେତେ ଆଉ ସେମାନଙ୍କ ସହ ଯୁକ୍ତି କରିଥାନ୍ତି ।

ମତେ ଯାହା ଖରାପ ଲାଗୁଥିଲା ତାଙ୍କୁ ଏହା କିଛିବି ଖରାପ ଲାଗୁନଥିଲା । ଯେବେ ଯେବେ ମୁଁ ମୋ ସଙ୍ଖା ସିନ୍ଦୁର ପାଇଁ ପ୍ରତିବାଦ କଲି ସେବେ ସେବେ ଖୁଡି ଶାଶୁ ମଧ୍ୟ ସେହି ସମାନ କଥା କହିଲେ କି । ସୁପ୍ରିମକୋର୍ଟଙ୍କ ଅର୍ଡର ଅନୁଯାୟୀ ପରକ୍ରିୟା ପ୍ରୀତି ଆଦୌ ଅପ-ରାଧ ନୁହେଁ। ମୁଁ ତାକୁ ରଖିଛି ଆଉ ରଖିବି ତୁ କଣ କରିବୁ କର ।

ସେପଟେ ଅନେକ ଥର ମୁଁ ମୋ ନିଜ ଆଖିରେ ଦେଖିଲି ମୋ ସ୍ୱାମୀ ଆଉ ତାଙ୍କ ଖୁଡି ଗୋଟିଏ ରୁମରେ କବାଟ ଦେଇ ଘଣ୍ଟା ଘଣ୍ଟା ସମୟ ବିତେଇ ବାର। ମୁଁ ଥାଉ ଥାଉ ମୋ ସ୍ୱାମୀଙ୍କର ବିପି ଚେକ ଖୁଡି କରିବା । ବେଡ଼ ଉପରେ ଦୁହେଁ ପାଖା ପାଖି ଶୋଇବା । ଏହା ଦେଖିଲା ପରେ ମୁଁ ଅନେକ ରାତି କାନ୍ଦିଛି। ଛାତିକୁ ପଥର କରି ସମୟକୁ ଅପେକ୍ଷା କରିଛି । ସବୁକିଛି ଠିକ ହୋଇଯିବ ଭାବି ମୁଁ ଧର୍ଯ୍ୟ ଧରିଛି। ହେଲେ କିଛି ଠିକ ହେଲାନି। ମୋ ସ୍ୱାମୀ ଆଉ ମୋର ହେଇ ରହିଲେ ନାହିଁ।

ଖୁଡି ଶେଷରେ ତାଙ୍କ ଶେଷ ନିଷ୍ପତ୍ତି ଶୁଣାଇ ଦେଲେ କି ମୁଁ ତୋ ସ୍ୱାମୀକୁ କୌଣସି ପରିସ୍ଥିତିରେ ତୋର ହେବାକୁ ଦେବୀ ନାହିଁ। ଆଉ ଯଦି ତୁ ଚାହୁଁଛୁ ମୁଁ ତୋ ସ୍ୱାମୀକୁ ଛାଡି ଦିଏ ତେବେ ମନେ ରଖ ମୁଁ ତୋ ସ୍ୱାମୀକୁ କେବଳ ଗୋଟିଏ ସର୍ତରେ ଫେରେଇବି। ଯଦି ତୁ ତୋ ବାପ ଘରୁ ଏତିକି ଲକ୍ଷ ଟଙ୍କା ଆଣିବୁ ।

ପ୍ରଥମେ ତ ମୋ ଶାଶୁ ଘର ଲୋକେ ମି-ଛ କହି ବିବାହ କଲେ । ଦ୍ୱିତୀୟ ରେ ମୋ ସ୍ୱାମୀ ବିବାହ ପରେ କେବେ ସେ ମୋର ହେଇ ରହିଲେ ନାହିଁ । ସବୁବେଳେ ଅଶାନ୍ତି। ସବୁବେଳେ ସେ ଖୁଡିଙ୍କ କଥା ଚିନ୍ତା କଲେ ସବୁବେଳେ ଖୁଡି ତାଙ୍କ କଥା ଚିନ୍ତା କଲେ । ଯେତେ କହିଲି ମୋ ସଙ୍ଖା ସିନ୍ଦୁର ମତେ ଫେରେଇ ଦିଅ । ଯେତେ ବି ମୁଁ ନେହୁରା ହେଲି ତାହା କାହାକୁ ଖରାପ ପକାଇ ପାରିଲା ନାହିଁ । ନା ମୋ କଥା ସ୍ୱାମୀ ଶୁଣିଲେ ନା ହିଁ ମୋ କଥା ଖୁଡି ଶୁଣିଲେ । ଶେଷରେ ମୁଁ ଅସହାୟ ହୋଇ ପଡିଲି ଆଉ ନିରୁପାୟ ହୋଇ ମୁଁ ମୋ ଭାଗ୍ୟକୁ ଆଦରି ପଡି ରହିଲି। ବନ୍ଧୁଗଣ ଏ ହେଉଛି ଜଣେ ସ୍ତ୍ରୀର କଥା । ସ୍ତ୍ରୀ ଏବେ କହୁଛନ୍ତି ମୋ ସ୍ୱାମୀଙ୍କୁ ଖୁଡି କରିନେଲା ନିଜର ।

Leave a Reply

Your email address will not be published. Required fields are marked *