ଦୁଇଟି ଜୀବନ ବଞ୍ଚାଇ ନିଜ ମହାନତାର ପରିଚୟ ଦେଲେ ଟ୍ରାଫିକ ପୋ-ଲିସ।

କଥାରେ ଅଛି ଏ ସ୍ୱାର୍ଥପର ଦୁନିଆରେ ଆପେ ବଞ୍ଚିଲେ ବାପାର ନା। ଅନେକ ସମୟରେ ବୋଧେ ହୁଏ ଏ ଉକ୍ତି ଆପଣ ଅନୁଭବ କରିଥିବେ। ଏ ଦୁନିଆରେ ନା ର-କ୍ତ ସ-ମ୍ପର୍କ ବି ନିଜର ହୁଏନି। ସାମାନ୍ୟ ବି-ପଦ ଆସିଲେ ଭାଇବି ହାତ ଛାଡି ଦେବାକୁ ପଛ ଘୁଞ୍ଚା ଦିଏ ନାହିଁ। ହେଲେ ଆମେ ବର୍ତ୍ତମାନ ଏପରି ଏକ ଘଟଣା କହିବାକୁ ଯାଉଛୁ ଯାହା ଶୁଣିଲେ ଆପଣ ବି କହିବେ ମଣିଷ ହେବ ତ ଠିକ ଏମିତି।

ଏ ସ୍ୱାର୍ଥପର ଦୁନିଆରେ ଅନେକ ନିଃସ୍ୱା-ର୍ଥପ-ର ମଣିଷ ମଧ୍ୟ ଅଛନ୍ତି। ଅନେକ ସମୟରେ ସେହି ନିଃସ୍ୱା-ର୍ଥପର ମଣିଷଙ୍କ ଦେଖା ମିଳେ ଯେବେ କେହି ଜଣେ ବିପ-ଦରେ ପଡିଥାଏ। ଆମେ କହୁଛୁ ଏକ ଟ୍ରାଫିକ ପୋ-ଲିସଙ୍କ କଥା। ଦୁଇ ଯୁବକ ରାସ୍ତାରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ ଗଭୀର ନାଳ ମଧ୍ୟରେ ପଡିଯାଇଥିଲେ। ଜୀବନ ମ-ରଣ ସହ ସଂଗ୍ରାମ କରୁଥିଲେ।

ଦୁଇ ଯୁବକ ବଞ୍ଚାଅ ବଞ୍ଚାଅ ବୋଲି ଚିତ୍କାର କରୁଥିବା ବେଳେ କେହି ହେଲେ ମଧ୍ୟ ଯୁବକଙ୍କୁ ସାହାଯ୍ୟ କରିବା ପାଇଁ ଯୁବକଙ୍କ ଜୀବନ ବଞ୍ଚାଇବା ପାଇଁ ଆଗକୁ ଆସିଲେ ନାହିଁ। ଶେଷରେ ହଟାତ ଦୁଇ ଯୁବକଙ୍କ ଉପରେ ନଜର ପଡିଥିଲା ଟ୍ରାଫିକ ପୋଲି-ସଙ୍କର। କିଛି ଆଗ ପଛ ଚିନ୍ତା ନକରି ସିଧା ଡେଇଁ ପଡ଼ିଥିଲେ ନାଳ ମଧ୍ୟମକୁ। ଆଉ ପାଣିରୁ ଛାଣି ଆଣିଥିଲେ ଦୁଇ ଯୁବକଙ୍କୁ।

ସତରେ ଯଦି ସେହି ସମୟରେ ଟ୍ରାଫିକ ପୋ-ଲିସ ଦେବଦୂତ ସାଜି ଯଦି ଦୁଇ ଯୁବକଙ୍କୁ ବଞ୍ଚାଇ ନଥାନ୍ତେ ତାହାଲେ। ତେବେ ଅକାଳରେ ଦୁଇ ଦୁଇଟି ଜୀବନ ମୃ-ତ୍ୟୁ ମୁଖରେ ପଡ଼ିଥାନ୍ତା। ଟ୍ରାଫିକ ପୋଲି-ସଙ୍କ ଏଭଳି ମହନତାକୁ ସମସ୍ତେ ସାଧୁବାଦ ଜଣାଉ ଥିବା ବେଳେ ଲୋକେ କହୁଛନ୍ତି କି ବିପ-ଦର ପ୍ରକୃତ ବନ୍ଧୁ ହିଁ ଏଇ ମାନେ ।

ଦୁଇ ଯୁବକଙ୍କ ପରିବାର ତରଫରୁ ଓ ପୁରା ଅଞ୍ଚଳବାସୀଙ୍କ ତରଫରୁ ଟ୍ରାଫିକ ପୋଲି-ସଙ୍କୁ ଭୁୟସୀ ପ୍ରସଂଶା କରାଯାଉଥିବା ବେଳେ ଲୋକେ କହୁଛନ୍ତି କି ବିପ-ଦର ପ୍ରକୃତ ବନ୍ଧୁ ଇଏ କେବଳ ବନ୍ଧୁ ନୁହନ୍ତି ଅନେକଙ୍କ ପାଇଁ ଉଦାହରଣ ଇଏ। ବୋଧେ ହୁଏ ଟ୍ରାଫିକ ପୋ-ଲିସ ବାବୁଙ୍କ ନିକଟରୁ ଅନେକ ଜଣ ଅନେକ କିଛି ଶିକ୍ଷା ଲାଭ କରିବେ ଆଉ ଅନୁଭବ କରିବେ ଅନ୍ୟର ଜୀବନ ବଞ୍ଚାଇଲେ କିପରି ଆତ୍ମ ତୃପ୍ତି ମିଳେ।

ସେପଟେ ଦୁଇ ଯୁବକଙ୍କୁ ଗଭୀର ପାଣିକୁ ଡେଇଁ ଉ-ଦ୍ଧାର କରିବା ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ସମସ୍ତେ ଟ୍ରାଫିକ ପୋ-ଲିସ ବାବୁଙ୍କୁ ବାହା ବାହା କହୁଛନ୍ତି। ଆଉ କହୁଛନ୍ତି କି ସେ ମଣିଷ ରୂପରେ ଦେବତା।

Leave a Reply

Your email address will not be published. Required fields are marked *