ମତେ ବାହା ହେଲା କିନ୍ତୁ ମୋ ସ୍ତ୍ରୀ ପର ପୁରୁଷ ସହ ରଖୁଛି ସମ୍ପର୍କ….ହେଲେ ଏବେ

ସ୍ୱାମୀ ଆଣିଲେ ସ୍ତ୍ରୀଙ୍କ ନାମରେ ସାଙ୍ଘା-ତିକ ଅଭି-ଯୋଗ। କହିଲେ ସ୍ତ୍ରୀର ଅଛି ପର ପୁରୁଷ ସହ ସ-ମ୍ପର୍କ। ମତେ ସାତ କଳସୀ ଆଠ ଦୀପକୁ ସାକ୍ଷୀ ରଖି ବିବାହ କଲା। ମୁଁ ତା ମଥାରେ ସିନ୍ଦୁର ପିନ୍ଧାଇ ତାକୁ ସ୍ତ୍ରୀ ଭାବେ ଗ୍ରହଣ କଲି। ବିବାହର କିଛି ବର୍ଷ ମଧ୍ୟ ବେଶ ହସ ଖୁସିରେ କ-ଟିଲା ଆମ ସ୍ୱାମୀ ସ୍ତ୍ରୀଙ୍କ ଦାମ୍ପତ୍ୟ ଜୀବନ ହେଲେ କିନ୍ତୁ ହଟାତ ଯେଉଁ ଘ-ଟଣା ସ୍ତ୍ରୀଙ୍କୁ ନେଇ ସାମ୍ନାକୁ ଆସିଲା ତାହା ମତେ ଓ ପରିବାରକୁ ଖୁବ ମର୍ମା-ହତ କରିଛି। ମୋ ସ୍ତ୍ରୀ ଅନ୍ୟ ପୁରୁଷ ସାଥିରେ ସ-ମ୍ପର୍କ ରଖିଛି।

ଏ କଥା ଜଣେ ସ୍ୱାମୀ ଜାଣିବା ପରେ କିପରି ଧର୍ଯ୍ୟ ଧରି ସହି ପାରିବ ବୋଲି ପ୍ରଶ୍ନ କରିଛନ୍ତି ? ଓ ତା ସହିତ କହିଛନ୍ତି କି କେବଳ ସ-ମ୍ପର୍କ ନୁହେଁ ମୋ ସ୍ତ୍ରୀ ଅନ୍ୟ ପୁରୁଷ ସାଥିରେ ରଖିଛି ଶାରୀ-ରିକ ସମ୍ପ-ର୍କ। ମତେ ବିବାହ କଲା ମୋ ସହିତ ରହିଲା ଆଉ ଯେତେବେଳେ ପର ପୁରୁଷ ମିଳିଗଲା ସେତେବେଳେ ମତେ ଧୋ-କା ଦେଇ ଚାଲିଗଲା।ଆଉ ମୁ ଥାଉ ଥାଉ ମୋ ସ୍ତ୍ରୀ ଅନ୍ୟ ପୁରୁଷ ସାଥିରେ ରଖୁଛି ଶାରୀ-ରିକ ସମ୍ପର୍କ। ଏ କଥା ମୁଁ ମନରୁ କହୁ ନାହିଁ ଏହାର ପ୍ରମାଣ ମୋ ପାଖରେ ଅଛି ବୋଲି କହିଛନ୍ତି ସ୍ୱାମୀ।

ବନ୍ଧୁଗଣ ଏବେ ପ୍ରେମ ପ୍ରତା-ରଣା, ଆଉ ବିବାହ ପରେ ପର-କ୍ରିୟା ପ୍ରୀତି ଖୁବ ଜୋରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଆଉ ଯାହା ଫଳରେ ପ୍ରତ୍ୟକ ଦିନ ଏପରି କିଛି ଘ-ଟଣା ସାମ୍ନାକୁ ମଧ୍ୟ ଆସୁଛି। କେତେବେଳେ ସ୍ତ୍ରୀ ସ୍ୱାମୀ ନାମରେ ଅଭି-ଯୋଗ ଆଣିଛନ୍ତି ତ ଆଉ କେତେବେଳେ ସ୍ୱାମୀ ସ୍ତ୍ରୀ ନାମରେ ଅଭି-ଯୋଗ ଆଣୁଛନ୍ତି ହେଲେ ଏହାରି ଭିତରେ ବର୍ତ୍ତମାନ ଏକ ସ୍ଵାମୀ ତାଙ୍କ ସ୍ତ୍ରୀଙ୍କ ନାମରେ ଅଭି-ଯୋଗ ଆଣି ଗଣ ମାଧ୍ୟମରେ ସ୍ତ୍ରୀଙ୍କ ପର-କ୍ରିୟା ପ୍ରୀ-ତିର ଖୁଲାସା କରିଛନ୍ତି।

ସେ କହିଛନ୍ତି ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଭଲ ସ-ମ୍ପର୍କ ଥିଲା। ପାରିବା-ରିକ ଜୀବନ ମଧ୍ୟ ଭଲରେ ଚାଲିଥିଲା। ହେଲେ ଦୁଇ ବର୍ଷ ହେବ ଆମ ପାରିବାରିକ ଜୀବନରେ ଝ-ଡ଼ ସୃଷ୍ଟି ହୋଇଛି। ସ୍ତ୍ରୀ ଆଉ ଏକ ପର ପୁରୁଷ ପ୍ରେମରେ ମତୁଆଲା ସାଜିଛି। ଯେତେ ବୁଝାଇଲେ ମଧ୍ୟ ସ୍ତ୍ରୀ ଲୁ-ଚି ଲୁ-ଚି ଚୋ-ରା ପୀ-ରତି କରୁଛି। ଯେତେ ଯାହା କହିଲେ ବି ସ୍ୱାମୀ କଥାକୁ ଖାତିର କରୁନି। ନା ଶାଶୂଘର ଲୋକଙ୍କୁ ଭ-ୟ କରୁଛି ନା ସମାଜକୁ ଲା-ଜ କରୁଛି। ସବୁକିଛି କୁ ଜଳା-ଞ୍ଜଳି ଦେଇ ନିଜ ପ୍ରେମିକର ପ୍ରେମରେ ଏକ ଦମ ମତୁ-ଆଲା ସାଜିଥିବା ସ୍ୱାମୀ ଅଭି-ଯୋଗ କରିଛନ୍ତି।

ସ୍ୱାମୀ ଆହୁରି ମଧ୍ୟ କହିଛନ୍ତି କି ଯେତେବେଳେ ସ୍ତ୍ରୀଙ୍କର ଅନ୍ୟ ପୁରୁଷ ସାଥିରେ ସ-ମ୍ପର୍କ ଥିବା ଜଣା ପଡିଥିଲା ବା ଯେତେବେଳେ ସ୍ୱାମୀ ଏ କଥା ଜାଣିନେଇଥିଲେ ସେତେବେଳେ ସ୍ତ୍ରୀ ଜଣଙ୍କ ଆ-କ୍ରୋସ ମୂଳକ ଭାବରେ ସ୍ୱାମୀଙ୍କ ବୃଦ୍ଧ ବାପାଙ୍କୁ ଅନେକ ନିର୍ଯ୍ୟା-ତନା ଦିଏ। କେବଳ ତାଙ୍କ ବାପାଙ୍କୁ ନୁହେଁ ତାଙ୍କୁ ମଧ୍ୟ ବହୁତ ନିର୍ଯ୍ୟା-ତନା ଦେଇଥିବା ସ୍ୱାମୀ କହିଛନ୍ତି। ଶେଷରେ ଆମେ ଆଉ ନିର୍ଯା-ତନା ସହି ନପାରି ଥା-ନାର ଦ୍ୱାରସ୍ଥ ହୋଇଥିଲୁ ହେଲେ ସେଠାରେ କୌଣସି ସମାଧାନର ରାସ୍ତା ବାହାରିଲା ନାହିଁ।

ସ୍ୱାମୀ ଆଉ ଏକ ଅଭି-ଯୋଗ ଆଣିଛନ୍ତି କି ପର-କ୍ରିୟା ପ୍ରୀ-ତିରେ ଲିପ୍ତ ରହି ସ୍ତ୍ରୀ ଅନେକ ଥର ତାଙ୍କୁ ଜୀବନରୁ ମା-ରି ଦେବାକୁ ଚେଷ୍ଟା ମଧ୍ୟ କରିଛନ୍ତି। ଆଉ ଏ ଘ-ଟଣା ହେଉଛି ଆଠଗଡ ତଳ ସାହିର। ଘ-ଟଣା ଏତେ ସାଂଘା-ତିକ ରୂପ ନେଲା ଯେ ଶେଷରେ କଥା ବିବାହ ବି-ଚ୍ଛେଦ ପର୍ଯ୍ୟନ୍ତ ମଧ୍ୟ ଯାଇଥିଲା। ତଳସାହିର ବସନ୍ତ ରାଉତଙ୍କ ପୁଅ ପୁନମ ରାଉତ କୈଳାସ ପ୍ରଧାନଙ୍କ ଝିଅ ପାୟଲଙ୍କୁ ବିବାହ କରିଥିଲେ। ପୂର୍ବରୁ ବେଶ ହସ ଖୁସିରେ ସଂସାର ଚାଲିଥିବା ବେଳେ ସମ୍ପ-ର୍କରେ ସୃଷ୍ଟି ହୋଇଥିଲା ସ-ନ୍ଦେହ।

ଆଉ ସନ୍ଦେ-ହକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଦେଖା ଦେଇଥିଲା ଫାଟ।ତେବେ ଏନେଇ ପାୟଲ ବର୍ତ୍ତମାନ ତାଙ୍କ ବାପାଙ୍କ ଘରେ ରହୁଥିବା ବେଳେ ସ୍ୱାମୀ ପୁନମ ତାଙ୍କ ସମ୍ପ-ର୍କୀୟଙ୍କ ଘରକୁ ଖାଇବାକୁ ଯାଇଥିବା ବେଳେ ସ୍ୱାମୀଙ୍କର ମଧ୍ୟ ଅନ୍ୟ ଝିଅ ସହ ସ-ମ୍ପର୍କ ଥିବା ସନ୍ଦେ-ହ କରି ପାୟଲ ଘ-ଟଣା ସ୍ଥଳରେ ପହଞ୍ଚି କରିଥିଲେ ହାଇଡ୍ରାମା। ଏନେଇ ଉଭୟ ପତି ପତ୍ନୀ ଆଠଗଡ଼ ଥା-ନାରେ ଅଭି-ଯୋଗ କରିଥିଲେ। ତେବେ ଦୁହିଁଙ୍କ ଅଭି-ଯୋଗକୁ ଭିତ୍ତି କରି ପୋ-ଲିସ ତ-ଦନ୍ତ ଆରମ୍ଭ କରିଛି। ତେବେ ଦେଖିବାକୁ ବାକି ରହିଲା ଘଟ-ଣାର ଶେଷ କଣ ହେଉଛି। ସ୍ୱାମୀ ସ୍ତ୍ରୀ ଏକାଠି ହେଉଛନ୍ତି ନା ସନ୍ଦେହ ସ୍ୱାମୀ ସ୍ତ୍ରୀ ଙ୍କ ସମ୍ପ-ର୍କରେ ପୂର୍ଣ୍ଣଛେଦ ପକାଇ ଦେଉଛି।

Leave a Reply

Your email address will not be published. Required fields are marked *