ଧର୍ମପତ୍ନୀର ମାନ୍ୟତା ଦାବି କରି ଶାଶୁ ଘର ସାମ୍ନାରେ ଧାରଣାରେ ବସିଲେ ମହିଳା

ଆଜିକାଲି ବିବାହ ପରେ ଛା-ଡପ-ତ୍ର କିମ୍ବା ଅନ୍ୟ କୌଣସି ବିବା-ଦକୁ ନେଇ ସମ୍ପ-ର୍କ ଭା-ଙ୍ଗିବା ସାଧାରଣ ହୋଇ ଗଲାଣି । ତେବେ ଏପରି ଏକ ଘ-ଟଣା ଘଟିଛି କାନପୁର ଥା-ନା ଅଧିନ ଏକଡାଳ ଗାଁରେ । ଯେଉଁଠି ଜଣେ ବିବାହିତା ମହିଳା ଧର୍ମପତ୍ନୀର ମାନ୍ୟତା ଦାବି କରି ଶାଶୁ ଘର ସାମ୍ନାରେ ତିନି ଦିନ ହେବ ଧାରଣାରେ ବସିଛନ୍ତି । ମାତ୍ର ଶାଶୁ ଶ୍ୱଶୁର କିମ୍ବା ସ୍ୱାମୀ ତାଙ୍କୁ ଗ୍ରହଣ କରିବା ତ ଦୂରର କଥା ତାଙ୍କୁ ଚିହ୍ନିବାକୁ ମଧ୍ୟ ମନା କରି ଦେଇଛନ୍ତି । ତେବେ ଏହି ଘ-ଟଣା ବିଷୟରେ ସମ୍ପୂର୍ଣ୍ଣ ଭାବରେ ଜାଣିବା ପାଇଁ ଆଜିକାର ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ସୂଚନା ଅନୁଯାୟୀ ଏହି ଘ-ଟଣା କାନପୁର ଥା-ନା ଅଧିନସ୍ଥ ଏକଡାଳ ଗାଁ ର ଅଟେ ପଖାଳ। ସେହି ଗାଁର ଅନ୍ତର୍ଯ୍ୟାମୀ ରାଉତ , ମୁଗହୀରି ଗ୍ରାମର ଲୋକମାନେ ଲକ୍ଷ୍ମୀପ୍ରଭା ଚୌଧୁରୀଙ୍କୁ କୋର୍ଟରେ ଏବଂ ପରେ ବୈଦିକ ରୀତିନୀତିରେ ମନ୍ଦିରରେ ବିବାହ କରିଥିଲେ ମାତ୍ର ବିବାହର କିଛି ବର୍ଷ ପରେ ସେ ନିଜ ସ୍ତ୍ରୀ ଙ୍କ ସହିତ ହଠାତ କଥାବାର୍ତ୍ତା ବନ୍ଦ କରି ଦେଇଛନ୍ତି ଏବଂ ସବୁ ସମ୍ପ-ର୍କ କା-ଟି ଦେଇଛନ୍ତି ।

ତେଣୁ ବିନା କାରଣରେ ଏପରି କରିବାରୁ ମହିଳା ଜଣକ ଶାଶୁ ଘର ସାମ୍ନାରେ ଧାରଣାରେ ବସିଛନ୍ତି । ଲକ୍ଷ୍ମୀପ୍ରଭାଙ୍କ କହିବା ଅନୁଯାୟୀ ଦୁହେଁ ପ୍ରଥମେ ୨୦୧୮ ମସିହାରେ କୋର୍ଟ ମ୍ୟାରେଜ କରିଥିଲେ ଏବଂ ପରେ ମନ୍ଦିରରେ ବିବାହ କରିବା କହିଥିଲେ ।ବିବାହ ପରେ ଚାକିରୀ ପାଇଁ ଇଣ୍ଟରଭିଉ ଦେବେ ବୋଲି କହି ଅନ୍ତର୍ଯ୍ୟାମୀ ନିଜ ଶ୍ୱଶୁର ଘରୁ ୫ ଲକ୍ଷ ଟଙ୍କା ଦେବାକୁ କହିଥିଲେ ।

ଶ୍ୱଶୁର ଘର ଲୋକେ ମଧ୍ୟ ରାଜି ହୋଇଥିଲେ । ଇଣ୍ଟରଭିଉ ପରେ ଚାକିରୀ ହେବା ପରେ ମାସକୁ ଥରେ ଦୁଇ ଥର ଆସି ହାତକୁ ହାତ ପାଞ୍ଚ ହଜାର ଟଙ୍କା ନେଇ ଯାଉଥିଲେ ଅନ୍ତ-ର୍ଯ୍ୟାମୀ । ମାତ୍ର ଏମିତି ଛଅ ମାସ ହେବା ପରେ ଯେତେବେଳେ ଶ୍ୱଶୁର ଘର ଲୋକେ ଟଙ୍କା ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଦେବେ ବୋଲି କହିଲେ ସେତେବେଳେ ସେ ଟଙ୍କା ନେବା ତ ଦୂରର କଥା ବରଂ ମୋବାଇଲ ସିମ ବଦଳାଇ କଥାବାର୍ତ୍ତା ବନ୍ଦ କରି ଦେଇଥିଲେ ।

ଏହି କାରଣରୁ ଲକ୍ଷ୍ମୀପ୍ରଭା ନିଜ ଶାଶୁ ଘର ସାମ୍ନାରେ ଧାରଣାରେ ବସିଛନ୍ତି । ଏପଟେ ଲକ୍ଷ୍ମୀପ୍ରଭାଙ୍କ ଶାଶୁ ଜାଣିଶୁଣି ବାରଣ୍ଡାରେ ଗୋବର ପକାଇ ଦେଇଛନ୍ତି ଏବଂ ଲକ୍ଷ୍ମୀପ୍ରଭାଙ୍କୁ ଧ-ମକ ମଧ୍ୟ ଦେଇଛନ୍ତି । ଏପଟେ ଅନ୍ତ-ର୍ଯ୍ୟାମୀଙ୍କ ବାପା କହିଛନ୍ତି ଯେ ତାଙ୍କ ପୁଅକୁ କୁଆଡ଼େ ଲକ୍ଷ୍ମୀପ୍ରଭାଙ୍କ ପରିବାର ଲୋକେ ମା-ରପି-ଟ କରି ଜବ-ରଦ-ସ୍ତ ବିବାହ କରାଇଥିଲେ । ଆଉ ଲକ୍ଷ୍ମୀପ୍ରଭା କହିଛନ୍ତି ଯେ କେସ ଆରମ୍ଭ ହେବା ପରଠାରୁ ଅନ୍ତ-ର୍ଯ୍ୟାମୀ କୌଣସି ତାରିଖରେ ଥା-ନାରେ ଆସି ହାଜର ହୋଇ ନାହାଁନ୍ତି ।

Leave a Reply

Your email address will not be published. Required fields are marked *