ଅର୍ଚ୍ଚନା ମାମ-ଲାକୁ ନେଇ ମୁହଁ ଖୋଲିଲେ ଓକିଲ ବ୍ୟମକେଶ , କହିଲେ ଅର୍ଚ୍ଚନା ପ୍ରକୃତ ବେପାରୀ , ସେ କୌଣସି ଖୁଚୁରା ବେପାରୀ ନୁହଁନ୍ତି , ଆଉ ତାଙ୍କର କିଛି …….

ଗତ ଅନେକ ଦିନ ହେବ ରାଜଧାନୀର ଅର୍ଚ୍ଚନା ମାମ-ଲା ଚଞ୍ଚଲ୍ୟ ସୃଷ୍ଟି କରି ଆସିଛି । ତେବେ ଏହି ମାମ-ଲା ଏତେ ଗଭୀର ରୂପ ନେବାର କାରଣ ହେଉଛି ନେତା ମନ୍ତ୍ରୀଙ୍କ ସହିତ ସଂଯୋଗ । କାରଣ ଧୀରେ ଧୀରେ ଏହି ମାମ-ଲା ବିଷୟରେ ନେତା ମନ୍ତ୍ରୀଙ୍କ କନେକ୍ସନ ଥିବା ଜଣା ପଡ଼ିଥିଲା । ଆଉ ମାମ-ଲା ଆରମ୍ଭ ହୋଇଥିଲା ଜଣେ ମହିଳାଙ୍କ ଅଭି-ଯୋଗ ଆଧାରରେ । ତେବେ ଏହି ମାମ-ଲା ସମ୍ବ-ନ୍ଧରେ ଗଣମାଧ୍ୟମରେ ଅନେକ କିଛି ପ୍ରକାଶ ପାଉଥିଲେ ହେଁ ବର୍ତ୍ତମାନ ରାଜଧାନୀର ଲୋକପ୍ରିୟ ଓକିଲ ବ୍ୟମକେଶ ବକ୍ସି ମୁହଁ ଖୋଲିଛନ୍ତି । ଆଉ ସେ ଯାହା କହିଛନ୍ତି ତାହା ବାସ୍ତବରେ ହିଁ ଯୁକ୍ତି ସଙ୍ଗତ । କାରଣ ମାମ-ଲାର ଏତେ ଦିନ ପରେ ବି ଅର୍ଚ୍ଚନାଙ୍କ ବିରୋ-ଧରେ କୌଣସି ପ୍ରମାଣ ଏବେ ସୁଦ୍ଧା ମିଳିନାହିଁ ।

ବ୍ୟମକେଶ ବକ୍ସିଙ୍କ କହିଛନ୍ତି ଯେ ଅର୍ଚ୍ଚନାଙ୍କ ବିରୋ-ଧରେ କୌଣସି ପ୍ରମାଣ ମିଳିବ ନାହିଁ । କାରଣ ଯିଏ ଏପରି ରି-ସ୍କରେ କାମ କରିଥାଏ ସେ ନିଜକୁ ବଞ୍ଚାଇବା ପାଇଁ ପୂର୍ବରୁ ହିଁ ରାସ୍ତା ରଖିଥାଏ । ବର୍ତ୍ତମାନର ଗୁଗଲ ପେ , ଫୋନ ପେ କିମ୍ବା କୌଣସି ବ୍ୟାଙ୍କ ଆକାଉଣ୍ଟ ଜରିଆରେ ସେ ନିଶ୍ଚିତ ଭାବରେ କୌଣସି ନେଣ ଦେଣ କରୁ ନଥିବେ । କାରଣ ଏସବୁ କାମ ଏପରି କରାଯାଏ ନାହିଁ ବୋଲି ତାଙ୍କୁ ବେଶ ଭଲ ଭାବରେ ଜଣା ଥିଲା । ସେ ସବୁକିଛି ଚାଲିଥିଲା ହାତକୁ ହାତ ଟଙ୍କା କାରବାରରେ । କାରଣ ଅର୍ଚ୍ଚନା ସେସବୁର ଟେକ୍ନିକ ବେଶ ଭଲ ଭାବରେ ଜାଣିଥିବେ ।

ଆଉ ପୋଲି-ସର ତ-ଦନ୍ତ କେବଳ ସମୟ ନ-ଷ୍ଟ କହିବାକୁ ଗଲେ ଚଳେ । ବକ୍ସିଙ୍କ ଅନୁମାନ ଯେ ଏସବୁ କାମ ପାଇଁ ସବୁକିଛି ଡ଼ାଇରେକ୍ଟ ହେଉଥିବ । ଅର୍ଥାତ ପ୍ରଥମେ ହାତରେ ଟଙ୍କା ନେଇ ସର୍ଭିସ ଦେଉଥିବେ ଅର୍ଚ୍ଚନା । ତେଣୁ ସେ ଏତେ ମୂର୍ଖ ହୋଇ ନଥିବେ ଯେ ଏସବୁ କାମ ପାଇଁ ଅନଲାଇନ କାହା ଠାରୁ ଟଙ୍କା ନେବେ । ଏପଟେ ତାଙ୍କ ସ୍ୱାମୀ ଥିଲେ ସେକେଣ୍ଡ ହ୍ୟାଣ୍ଡ ଗାଡ଼ି ବ୍ୟବସାୟୀ । ପୁଣି ତାଙ୍କୁ ମଧ୍ୟ ଓଲଟଫେର ବେଶ ଭଲ ଭାବରେ ଜଣା । ତେଣୁ ଏସବୁ ମାମ-ଲାରେ କୌଣସି ଦୃଢ଼ ପ୍ରମାଣ ବାହାରିବା କ-ଷ୍ଟକର ଅଟେ । ଏମିତିରେ କି କୌଣସି ପ୍ରମାଣ ନାହିଁ କହିଲେ ଚଳେ । ମାତ୍ର ଯେହେତୁ ଏହା ଏକ ତଦ-ନ୍ତ ପ୍ରକ୍ରିୟା ମଧ୍ୟରେ ଆସୁଛି ତେଣୁ ଆଃ ଜାରି ରହିବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ମା-ମଲା ସମ୍ବ-ନ୍ଧରେ ହୁଏତ କୌଣସି ପ୍ରମାଣ ମିଳି ନପାରେ ମାତ୍ର ଟ୍ୟାକ୍ସ ସମ୍ବନ୍ଧରେ ଖୋଡ଼ତାଳ କରିବା ଉଚିତ । ଅର୍ଥାତ ସେମାନେ ଠିକ ସମୟରେ ଟ୍ୟାକ୍ସ ଦେଉଥିଲେ କି ନାହିଁ । ଯଦି ଟ୍ୟାକ୍ସ ଦେଉ ନଥିବେ ତେବେ ତାଙ୍କ ଉପରେ କୌଣସି ଫାଇନ ଲାଗିପାରେ । କାରଣ ଖୁବ କମ ଦିନ ମଧ୍ୟରେ ଏତେ ବଡ଼ ବିଲ୍ଡିଂଗ ବନାଇବା ସ-ନ୍ଦେହ ଜ-ନକ ଅଟେ ନିଶ୍ଚିତ ଭାବରେ । ତେଣୁ ଏସବୁକୁ ନେଇ ହୁଏତ ତ-ଦନ୍ତ ଅନୁସରଣ କରାଯାଇ ପାରେ ବୋଲି ଆଡ଼ଭୋକେଟ ବ୍ୟମକେଶ ବକ୍ସି ଗଣମାଧ୍ୟମ ସାମ୍ନାରେ କହିଛନ୍ତି ।

Leave a Reply

Your email address will not be published. Required fields are marked *