ମୁଁ ପ୍ରଥମ ସ୍ତ୍ରୀ ଥାଉ ଥାଉ ଆହୁରି ୩ଟା ସ୍ତ୍ରୀ ଧରି ବୁଲୁଛି ମୋ ସ୍ଵାମୀ…

ଆଜିକାର ଦୁନିଆଁରେ ଅନେକ ଲୋକ ଗୋଟିଏ ସ୍ତ୍ରୀରେ ସନ୍ତୁଷ୍ଟ ହେଉ ନାହାଁନ୍ତି । ଆଉ ଗୋଟିଏ ପରେ ଗୋଟିଏ ଝିଅକୁ ନିଜ ପ୍ରେମ ଜାଲରେ ଫସାଉଛନ୍ତି କିମ୍ବା ପ୍ରେମ କରି ବିବାହ କରୁଛନ୍ତି । ଏପଟେ ସ୍ତ୍ରୀ ଏକୁଟିଆ ହଇ-ରାଣ ହେଉଛି ଆଉ କୋ-ର୍ଟ କଚେରୀ ଦୌଡ଼ି ଦୌଡି ନ-ୟାନ୍ତ ହୋଇଯାଉଛି । ତେବେ ପୁଣିଥରେ ସାମ୍ନାକୁ ଆସିଛି ଏଭଳି ଖବର । ଆପଣ ଥରେ ଏ ବିଷୟରେ ଶୁଣନ୍ତୁ ଭାବିବେ ଏ ଦୁନିଆଁରେ କଣ ଚାଲିଛି ।

ଗୋଟିଏ ସ୍ତ୍ରୀ ରେ ଏ ପୁରୁଷ ସମାଜର ମନ ଭରୁନାହିଁ । ସ୍ତ୍ରୀର ଔରସରୁ ପିଲା ଥାଇ ମଧ୍ୟ ଅନ୍ୟମାନଙ୍କ ପ୍ରତି କିପରି ଆକୃଷ୍ଟ ହୋଇ ଯାଉଛନ୍ତି ଏ ପୁରୁଷ ସମାଜ ତାର ଏକ ସ୍ପଷ୍ଟ ଉଦାହରଣ ବର୍ତ୍ତମାନ ସମୟରେ ମୟୁରଭଞ୍ଜ ଜିଲ୍ଲାରୁ ସାମ୍ନାକୁ ଆସିଅଛି । ତେବେ ସୂଚନା ମୁତାବିକ , ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥା-ନା ଅନ୍ତର୍ଗତ କରଞ୍ଜିଆ ଅଞ୍ଚଳର ଜଣେ ବ୍ୟକ୍ତି ଗଣେଶ ମହାକୁଡ଼ ତିନି ବର୍ଷ ପୂର୍ବରୁ ଦୀପ୍ତିମୟୀ ମହାକୁଡ଼ଙ୍କୁ ବିବାହ କରିଥିଲେ । ତେବେ ବିବାହ ପରେ ତାଙ୍କ ପରିବାର ଏତେ ଭଲ ଚାଲି ନଥିଲା ଆଉ ଦୀପ୍ତିମୟୀଙ୍କ ଗ-ର୍ଭରୁ ଗୋଟିଏ କନ୍ୟା ସନ୍ତାନ ମଧ୍ୟ ଜନ୍ମ ହୋଇଥିଲା ।

ତେବେ ବିବାହ ପରେ ଯୌତୁକ ପାଇଁ ତାଙ୍କ ଶାଶୁ ଘର ଲୋକେ ତାଙ୍କୁ ଅତ୍ୟା-ଚାଇର କରିବାରେ ଲାଗିଥିଲେ । ତଥାପି ଦୀପ୍ତିମୟୀ ସବୁ ସହୁଥିଲେ । ତେବେ ହଠାତ ଦୀପ୍ତିମୟୀ କୌଣସି ସୂତ୍ରରୁ ଜାଣିବାକୁ ପାଇଥିଲେ କି ତାଙ୍କ ସ୍ୱାମୀ ଗଣେଶ ଆଗରୁ ଦୁଇଟି ବିବାହ କରିଛନ୍ତି ଆଉ ବର୍ତ୍ତମାନ ଗତ ୧୫ ତାରିଖରେ ସେ ଆଉ ଗୋଟିଏ ଝିଅକୁ ପ୍ରେମ ବିବାହ କରିଛନ୍ତି । ତେବେ ଏ ବିଷୟରେ ଜାଣିବା ପରେ ପୋ-ଲିସ ନିକଟକୁ ଦୀପ୍ତିମୟୀ ଲିଖିତ ଅଭି-ଯୋଗ ପାଇଁ ନିଜ ବାପା ମାଙ୍କ ସହ ଯାଉଥିଲେ । ଆଉ ନିଜ ଅଜା ଶଶୁରଙ୍କୁ ଏ ବିଷୟରେ ଜଣାଇବା ପାଇଁ ଫୋନ କରିଥିଲେ ।

କିନ୍ତୁ ଅଜା ଶଶୁର କହିଥିଲେ କି ସେ ଚିକିତ୍ସା କରିବା ପାଇଁ ଭୁବନେଶ୍ୱର ପଳାଇ ଆସିଛନ୍ତି । କିନ୍ତୁ ହଠାତ ବାଟରେ ଯିବା ବେଳେ ଦୀପ୍ତିମୟୀ ଶଶୁରଙ୍କୁ ଦେଖିବାକୁ ପାଇଥିଲେ । ଆଉ ତାପରେ ରାସ୍ତା ଉପରେ ଚି-ତ୍କାର କରିବାକୁ ଲାଗିଥିଲେ । ତେବେ ଚି-ତ୍କାର ଶୁଣି ସମସ୍ତେ ସେଠାରେ ଏକାଠି ହୋଇ ଯାଇଥିଲେ ଆଉ ପୋ-ଲିସ ଆସି ଘ-ଟଣା ସ୍ଥଳରେ ପହଞ୍ଚିଥିଲା । ତେବେ ବର୍ତ୍ତମାନ ଅଜା ଶଶୁରଙ୍କୁ ପୋ-ଲିସ ଧରି ନେଇ ପଚାରିବାରୁ ସେ ସବୁ ସତ କଥା କହିଥିଲେ । ଆଉ ପୋ-ଲିସ ବର୍ତ୍ତମାନ ତ-ଦନ୍ତ କରିବାରେ ଲାଗିଛି ।

Leave a Reply

Your email address will not be published. Required fields are marked *