ପର ସ୍ତ୍ରୀ ସହ ସାବତ୍ରୀ ପାଳିଲେ ସ୍ଵାମୀ, ସ୍ଵାମୀ ପଛେ ମାରୁ ସଉତୁଣୀ ରାଣ୍ଡ ହଉ

ଘରେ ଅଛି ପ୍ରଥମ ସ୍ତ୍ରୀ କିନ୍ତୁ ବାବୁ ସେପଟେ ବାହାରେ ଯାଇ ଦ୍ଵିତୀୟ ସ୍ତ୍ରୀ ସହିତ କରୁଛନ୍ତି ରାସଲୀଳା । ଖାଲି ସେତିକି ନୁହେଁ , ବାବୁଙ୍କର ପ୍ରଥମ ସ୍ତ୍ରୀ ପାଖରୁ ଗୋଟିଏ ପୁଅ ଥିବା ବେଳେ ଦ୍ଵିତୀୟ ସ୍ତ୍ରୀଙ୍କ ପାଖରୁ ରହିଛି ଗୋଟିଏ କନ୍ୟା ସନ୍ତାନ। ତେବେ ରାଜଧାନୀରୁ ସାମ୍ନାକୁ ଆସିଛି ଏଭଳି ଆଶ୍ଚର୍ଯ୍ୟ କରିଦେବା ଭଳି ଖବର । ଯାହାକୁ ଶୁଣିବା ପରେ ଆପଣ କାନ ମୁଣ୍ଡରେ ହାତ ଦେଇ ବସିବେ ।

ପ୍ରଥମ ସ୍ତ୍ରୀ ଥାଇ ମଧ୍ୟ ଦୀପକ କୁମାର ନାୟକ ନାମକ ଜଣେ ବ୍ୟକ୍ତି ଦ୍ଵିତୀୟ ବିବାହ କରିଛନ୍ତି । ଆଉ ସାବିତ୍ରୀ ଦିନ ହ୍ଵାଟ୍ସଆପ ଡିପିରେ ପ୍ରଥମ ସ୍ତ୍ରୀର ଫୋଟ ଦେଇଥିବା ବେଳେ ଷ୍ଟାଟସରେ ଦେଇଛନ୍ତି ଦ୍ଵିତୀୟ ସ୍ତ୍ରୀଙ୍କ ସହ ସାବିତ୍ରୀ ପାଳନ କରୁଥିବାର ଭିଡ଼ିଓ । ଆପଣ ଏଭଳି ଖବର ଶୁଣି ଆଶ୍ଚର୍ଯ୍ୟ ହୋଇ ଯାଉଥିବେ ସତ । ତେବେ ବର୍ତ୍ତମାନ ପ୍ରଥମ ସ୍ତ୍ରୀ ଥା-ନାର ଦ୍ୱାରସ୍ଥ ହୋଇଛନ୍ତି ଆଉ ସ୍ୱାମୀଙ୍କ ନାମରେ ଆଣିଛନ୍ତି ଅଭି-ଯୋଗ । ତାଙ୍କ କହିବା ଅନୁଯାୟୀ , ସ୍ୱାମୀ ତାଙ୍କୁ ମାନସିକ ତଥା ଶାରୀ-ରିକ ନିର୍ଯ୍ୟା-ତନା ଦେବାରେ ଲାଗିଛନ୍ତି । ବିବାହର ଏତେ ବର୍ଷ ପରେ ମଧ୍ୟ ଯୌତୁକ ନିର୍ଯ୍ୟା-ତନା ଶେଷ ହୋଇ ନାହିଁ ।

ତାଙ୍କର ପିଲା ହେବା ପରେ ମଧ୍ୟ ସ୍ୱାମୀଙ୍କର ନିର୍ଯ୍ୟା-ତନା ସରୁ ନାହିଁ । ଏବେ ବି ସ୍ୱାମୀ ଯୌ-ତୁକ ମାଗୁଛନ୍ତି ଆଉ ଯୌ-ତୁକ ଆଣିବା ପାଇଁ କହୁଛନ୍ତି । ଆଉ ଅନେକ ସମୟରେ ମ-ଦ୍ୟପା-ନ କରି ଆସି ତାଙ୍କ ଉପରେ ଅତ୍ୟା-ଚାର କରୁଛନ୍ତି । ତାଙ୍କ ଶରୀରରେ ମାଡ଼ର ଅନେକ ଦାଗ ମଧ୍ୟ ରହିଛି । ତେବେ ଅନ୍ୟପକ୍ଷରେ ବାବୁ ମଧ୍ୟ କମ୍ ନାହାଁନ୍ତି । ବାବୁ ମଧ୍ୟ ଥା-ନାରେ ନିଜ ପ୍ରଥମ ପତ୍ନୀଙ୍କ ନାମରେ ଅଭି-ଯୋଗ କରିଛନ୍ତି । ତାଙ୍କ ଅଭି-ଯୋଗ ଅନୁଯାୟୀ , ତାଙ୍କ ପତ୍ନୀ ତାଙ୍କୁ ଅତ୍ୟା-ଚାର କରୁଛନ୍ତି ।

ତାଙ୍କୁ ଶାନ୍ତିରେ ବଞ୍ଚିବାକୁ ମଧ୍ୟ ଦେଉ ନାହାଁନ୍ତି । ଆଉ ମାନସିକ ଅତ୍ୟା-ଚାର କରିବାରେ ଲାଗି ପଡିଛନ୍ତି । ତେବେ ଏଠାରେ କିଏ ସତ କହୁଛି ଆଉ କିଏ ମି-ଛ କହୁଛି ଆପଣ ଜାଣି ପାରୁଥିବେ । ଏଠାରେ ବାବୁଙ୍କର ଟିକିଏ ଦୋ-ଷ ରହୁଛି । କାରଣ ପ୍ରଥମ ସ୍ତ୍ରୀ ଥାଉ ଥାଉ ଅନ୍ୟ ଏକ ସ୍ତ୍ରୀ ସହ ବାବୁ କରୁଛନ୍ତି ରାସ-ଲୀଳା । ତେବେ ବର୍ତ୍ତମାନ ପୋ-ଲି-ସ ଘଟ-ଣାର ତ-ଦନ୍ତ କରିବାରେ ଲାଗିଛି । ଦେଖାଯାଉ ଏହି ମାମ-ଲାରେ କାହାର ଦୋ-ଷ ରହିଛି , ତାହା ସଠିକ ସମୟରେ ଜଣାପଡିବ।

Leave a Reply

Your email address will not be published. Required fields are marked *