ମ-ଦ ପିଇ ଚଳନ୍ତା ଟ୍ରେନ ଆଗରେ ଏପରି କରୁଥିଲେ ଯୁବକ , ପାଇଲଟ ଟ୍ରେନରୁ ଓହ୍ଲାଇ ଲଗାଇଲେ ଚା-ପୁଡ଼ା

ସୋସିଆଲ ମିଡ଼ିଆ ଏପରି ଏକ ଜାଗା , ଯେଉଁଠାରେ ଆମକୁ ଭିନ୍ନ ଭିନ୍ନ ପ୍ରକାରର ଭିଡିଓ ଦେଖିବାକୁ ମିଳି ଯିବ । ପ୍ରତିଦିନ ଏଠାରେ ଅନେକ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ । କିଛି ମଜାଳିଆ ହୋଇଥିବା ବେଳେ ଆଉ କେତେକ ଅତ୍ୟନ୍ତ ଭ-ୟାନକ ହୋଇଥାଏ , ଯାହାକୁ ଦେଖିବା ପରେ ଲୋମ ଟା-ଙ୍କୁରୀ ଉଠିଥାଏ । ତେବେ ଆଉ କେତେକ ଭିଡିଓ ଦେଖିବାକୁ ମିଳିଥାଏ , ଯାହା ଅତ୍ୟନ୍ତ ଆଶ୍ଚର୍ଯ୍ୟ କରିଦେବା ଭଳି ହୋଇଥାଏ । ତେବେ ନିକଟରେ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହୋଇଛି , ଯାହା ଆପଣଙ୍କୁ ପୁରାପୁରି ଆଶ୍ଚର୍ଯ୍ୟ କରିଦେବ ।

ଏହି ଭିଡିଓ ଦେଖିବା ପରେ ଆପଣ ଭାବିବେ , କଣ ଚାଲିଛି ଏ ଦୁନିଆଁରେ । ଆଉ ଏହା ବ୍ୟତୀତ ଆପଣ ଚିନ୍ତା କରିବେ , କେତେ ସାହସ ଏ ବ୍ୟକ୍ତିର । ତେବେ ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡ଼ିଓଟି କିଛି ଏହି ପରି । ରେଳ ଧାରଣା ଉପରେ ଟ୍ରେନ ଆସୁଅଛି । ଆଉ ଏହି ସମୟରେ ଜଣେ ବ୍ୟକ୍ତି ରେଳ ଧାରଣା ଉପରେ ଚାଲି ଚାଲି ଯାଉଛନ୍ତି ।

ଆଉ କିଛି ବାଟ ଚାଲି ଚାଲି ଯିବା ପରେ ବ୍ୟକ୍ତି ଜଣକ ଅଟକି ଯାଉଛନ୍ତି । ତେବେ ସେ କେଉଁଠି ଅଟକିଛନ୍ତି ଆପଣ ଜାଣିଛନ୍ତି କି , ଆପଣ ଆଶ୍ଚର୍ଯ୍ୟ ହେବେ ବ୍ୟକ୍ତି ଜଣକ ଟ୍ରେନ ଆଗରେ ଛିଡା ହୋଇ ଯାଉଛନ୍ତି । ଆଉ ଟ୍ରେନ ଆଗରେ ଛିଡା ହେବା ପରେ ସେ କିଛି ଅଦ୍ଭୁତ କାମ କରୁଛନ୍ତି ।

ଟ୍ରେନ ଆଗରେ ଛିଡା ହେବା ପରେ ବ୍ୟକ୍ତି ଜଣକ ଫ୍ଲାଇଙ୍ଗ କି-ସ୍ ଟ୍ରେନକୁ କରିବାକୁ ଲାଗୁଛନ୍ତି । ଆଉ ଏହାପରେ ରେଳ ଧାରଣା ତଳକୁ ଓହ୍ଲାଇ ଯାଉଛନ୍ତି । ତେବେ ଆଶ୍ଚର୍ଯ୍ୟର କଥା ଏହା ଯେ , ବ୍ୟକ୍ତି ଜଣକ ଟ୍ରେନ ଆଗରେ ଛିଡା ହୋଇ ଯାଉଛନ୍ତି କିନ୍ତୁ ଟ୍ରେନ ତାଙ୍କ ଉପରେ – ଯାଉ ନାହିଁ । ତେବେ ଏହା ପଛର କାରଣ ହେଉଛି , ଟ୍ରେନଟି ବହୁତ ଧିର ବେଗରେ ଆସୁଅଛି , ଆଉ ସେଥିପାଇଁ ତାହା ବ୍ୟକ୍ତିଙ୍କ ଉପରେ ଚଢ଼ି ଯାଉ ନାହିଁ । ତେବେ ବ୍ୟକ୍ତିଙ୍କର ଏପରି ଆଶ୍ଚର୍ଯ୍ୟ କରିଦେବା ଭଳି କାଣ୍ଡ ଦେଖି ଟ୍ରେନର ପାଇଲଟ ପୁରାପୁରି ଆଶ୍ଚର୍ଯ୍ୟ ହେବା ସହିତ ରା-ଗି ମଧ୍ୟ ଯାଉଛନ୍ତି ।

ତେବେ ବ୍ୟକ୍ତି ଜଣକ କିସ୍ କରି ଚାଲି ଯାଉଥିବା ବେଳେ ପାଇଲଟ ଜଣକ ତାଙ୍କ ଗାଲକୁ ଶକ୍ତ ଚାପୁଡ଼ାଟିଏ ମାରୁଛନ୍ତି । ଅନୁମାନ କରାଯାଉଛି କି , ବ୍ୟକ୍ତି ଜଣକ ନିଶାଗ୍ରସ୍ତ ଥାଇ ପାରନ୍ତି ନଚେତ୍ ସେ କେବଳ ମଜା ପାଇଁ ଏସବୁ କରି ଥାଇ ପାରନ୍ତି । ତେବେ ଏହି ପୁରା ଘଟଣାକୁ କେହି ଜଣେ ନିଜ ମୋବାଇଲରେ ରେକର୍ଡ କରି ଟୁଇଟରରେ ସେୟାର କରିଛି ।

ଏହି ଭିଡିଓଟିକୁ ନରେନ୍ଦ୍ର ନାମକ ଏକ ଆକାଉଣ୍ଟରୁ ସେୟାର କରାଯିବା ପରେ ଏହା ଅତ୍ୟନ୍ତ ଭାଇରାଲ ହୋଇଥିଲା । ତେବେ ଏହି ଭିଡିଓ କେତେ ପୁରୁଣା ଆଉ କେଉଁ ଅଞ୍ଚଳର ଏପର୍ଯ୍ୟନ୍ତ ଜଣା ପଡ଼ି ନାହିଁ । ତେବେ ଏହି ଭିଡିଓଟି ଦେଖିବା ପରେ ଲୋକ ମାନଙ୍କର ଭିନ୍ନ ଭିନ୍ନ ପ୍ରକାରର ମନ୍ତବ୍ୟ ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *