ପର-କୀୟା ପ୍ରୀତିକୁ ନେଇ ରାସ୍ତା ମଝିରେ ସ୍ଵାମୀ ସ୍ତ୍ରୀଙ୍କ ଝ-ଗଡା , ସ୍ଵାମୀ କହୁଛନ୍ତି ସ୍ତ୍ରୀର ଆସୁଛି ସବୁବେଳେ ଫୋନ୍ ବ୍ୟସ୍ତ

ରାସ୍ତା ମଝିରେ ଦେଖିବାକୁ ମିଳିଛି ହାଇ ଡ୍ରାମା । ଘର କଳି ଆସି ବାହାରେ ଉଡ଼ି ବୁଲୁଛି । ସ୍ଵାମୀ ସ୍ତ୍ରୀ ରାସ୍ତା ଉପରେ ହେଉଛନ୍ତି ରମ୍ପା ରମ୍ପି । ସ୍ଵାମୀ କହୁଛି ସ୍ତ୍ରୀର ଅଛି ଭୁଲ ତ ସ୍ତ୍ରୀ କହୁଛି ସ୍ୱାମୀର ଅଛି ଭୁଲ । ତେବେ ଏଥି ମଧ୍ୟରେ ଦୁହେଁ ଦୁହିଁଙ୍କୁ ଦୋ-ଷ ଦେବାରେ ଲାଗିଥିଲେ । କେହି କାହାର ଭୁଲ ମାନିବାକୁ ନାରାଜ । ସ୍ଵାମୀ କହୁଛି ସ୍ତ୍ରୀର ଅଛି ଦୋ-ଷ ପୁଣି ସ୍ତ୍ରୀ କହୁଛି ସ୍ୱାମୀର । ସ୍ତ୍ରୀ କହୁଛି ସ୍ଵାମୀ ଆଉ ଜଣଙ୍କୁ ବିବାହ କରିଛନ୍ତି କିନ୍ତୁ ସ୍ଵାମୀ ଏହା ମାନିବାକୁ ନାରାଜ । ସେ କହୁଛନ୍ତି ସେ ନିରୀହ , ତାଙ୍କର କିଛି ବି ଭୁଲ ନାହିଁ ।

ତେବେ ପରକୀୟା ପ୍ରୀତି ସମ୍ବନ୍ଧୀୟ ଅନେକ ମାମ-ଲା ସାମ୍ନାକୁ ଆସୁଥିବା ମଧ୍ୟରେ ଏବେ ଏପରି ଏକ ଖବର ସାମ୍ନାକୁ ଆସିଚି , ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଘଟ-ଣାଟି ପୁରା ରାସ୍ତା ଉପରେ ଦେଖିବାକୁ ମିଳିଛି । ନିଜ ଘର ମଧ୍ୟରେ ସୀମିତ ରହି ନାହିଁ ଘଟଣା । ସ୍ଵାମୀ ସ୍ତ୍ରୀ ନିଜ ଘର ଛାଡ଼ି ରାସ୍ତା ମଝିରେ ଝ-ଗଡା ଲାଗିବା ସହିତ ଚୁଟି ଟଣା ଟଣି ହେଉଛନ୍ତି।

ତେବେ ଏପରି ଏକ ଘ-ଟଣା ଦେଖିବାକୁ ମିଳିଛି ବିହାରରେ । ବିହାରର ପର୍ଶା ଅଞ୍ଚଳର ସୁନିତା କୁମାରୀ ତାଙ୍କ ସ୍ଵାମୀ ରାହୁଲ କୁମାର ଗୁପ୍ତାଙ୍କ ସହିତ ରହୁଥିଲେ। ତେବେ ଏ ମଧ୍ୟରେ ଦୁହିଁଙ୍କ ମଧ୍ୟରେ ଝ-ଗଡା ଦେଖିବାକୁ ମିଳିଥିଲା । କାହିଁକି ନା ସ୍ତ୍ରୀ ନିଜ ସ୍ୱାମୀଙ୍କ ନାମରେ ଆଣିଥିଲେ ଅଭି-ଯୋଗ ।

ସ୍ଵାମୀ ନିଜ ଅଫିସ ର ଆଉ ଜଣଙ୍କ ସହିତ ପ୍ରେମ ସମ୍ପ-ର୍କ ରଖିବା ସହିତ ତାଙ୍କୁ ବିବାହ କରିଥିବା କଥା ସ୍ତ୍ରୀ ଜାଣି ପାରିଥିଲେ । ଆଉ ସ୍ବାମୀଙ୍କୁ ମଧ୍ୟ ବି-ରୋଧ କରିଥିଲେ କିନ୍ତୁ ସ୍ଵାମୀ ମାନି ନଥିଲେ । ଏହା ବ୍ୟତୀତ ତାଙ୍କୁ ମା-ଡ ମଧ୍ୟ ମା-ରିଥିଲେ । ତେଣୁ ସ୍ତ୍ରୀ ଆଉ ଏକ ଜାଗାକୁ ନିଜ ତିନି ପିଲାଙ୍କ ସହିତ ପଳାଇ ଯାଇଥିଲେ ଆଉ ସେଠାରେ ରହିବାକୁ ଲାଗିଥିଲେ । ଥାନାକୁ ଯାଇ ନିଜ ସ୍ଵାମୀଙ୍କ ନାମରେ ଅଭି-ଯୋଗ କରିଥିଲେ । କିନ୍ତୁ ଯେତେବେଳେ ସ୍ତ୍ରୀ ଥା-ନାକୁ ଯାଇ ସ୍ଵାମୀଙ୍କ ନାମରେ ଅଭି-ଯୋଗ ଆଣନ୍ତି , ସେତେବେଳେ ସ୍ଵାମୀ ପଇସା ଦେଇ ଅଭି-ଯୋଗ ଉଠାଇ ଦେଇଥାନ୍ତି ।

ତେଣୁ ସେଦିନ ମଧ୍ୟ ସ୍ତ୍ରୀ ଥା-ନା ଯାଇଥିଲେ କିନ୍ତୁ ସ୍ଵାମୀ ସେଠାକୁ ଯାଇ ସ୍ତ୍ରୀକୁ ନେଇ ଆସିଥିଲେ । ଆଉ ଏହାପରେ ଆରମ୍ଭ ହୋଇ ଯାଇଥିଲା ହାଇ ଡ୍ରାମା । ସ୍ତ୍ରୀ କେବଳ ସ୍ଵାମୀଙ୍କ ନାମରେ ଅଭି-ଯୋଗ ଆଣି ନଥିଲେ ସ୍ଵାମୀ ମଧ୍ୟ ଆଣିଥିଲେ । ଆଉ କହିଥିଲେ କି , ସ୍ତ୍ରୀ କାହା ସହିତ ଫୋନ୍ ରେ କଥାବାର୍ତ୍ତା କରିଥାନ୍ତି , ତାଙ୍କ ଫୋନ୍ ସବୁବେଳେ ବିଜି ଆସିଥାଏ । ତେଣୁ ତାଙ୍କ ଉପରେ ସେ ବେଶି ରା-ଗି ଯାଇ ଥାଆନ୍ତି । କିନ୍ତୁ ବର୍ତ୍ତମାନ ନିଜ ସ୍ତ୍ରୀଙ୍କୁ ନିଜ ପାଖରେ ରଖିବା ପାଇଁ ସ୍ଵାମୀ ଜଣକ ରାଜି ଅଛନ୍ତି । ଆଉ ନିଜର ତିନୋଟି ପିଲାକୁ ମଧ୍ୟ ପାଖରେ ରଖିବେ । କିନ୍ତୁ ସ୍ତ୍ରୀ ଏହି କଥାକୁ ଖଣ୍ଡନ କରି ଯିବେ ନାହିଁ ବୋଲି କହିଥିଲେ ।

Leave a Reply

Your email address will not be published. Required fields are marked *