ଖୁବ୍ ଶୀଘ୍ର ବାହା ହେଇ ଘରେ ବସି ପାଆନ୍ତୁ ୧୮ ହଜାରରୁ ଉର୍ଦ୍ଧ୍ଵ ଟଙ୍କା।

କେତେଜଣ କୁହନ୍ତି ବାହା ହୋଇ ସାଂସାରିକ ଜୀବନ ସୁଖମୟ ତ ଆଉ କେତେଜଣ କୁହନ୍ତି ବହୁତ୍ କଷ୍ଟ କର। ସେଥିପାଇଁ ଅନେକ ଲୋକ ବାହା ହୁଅନ୍ତିନି। କିନ୍ତୁ ଏବେ ସରକାର ଏମିତି ଏକ ଯୋଜନା ଆଣିଛି ଯାହାକୁ ଶୁଣିଲା ପରେ ଆପଣଙ୍କର ବାହା ହେବାପାଇଁ ମନ ହେବ। ସରକାରଙ୍କ ଯୋଜନା ଅନୁସାରେ ଜଣେ ବିବାହିତ ଲୋକ ପ୍ରତି ମାସକୁ ଘରେ ବସି ୧୮ ହଜାରରୁ ଉର୍ଦ୍ଧ୍ଵ ଟଙ୍କା ପାଇପାରିବେ।

ସରକାରଙ୍କ ଦ୍ଵାରା ପ୍ରଜ୍ୟୁଜ ପ୍ରଧାନମନ୍ତ୍ରୀ ବୟ ବନ୍ଧନ ଯୋଜନାରେ ଆପଣ କେବଳ ଘରେ ବସି ବସି ୧୮ ହଜାରରୁ ଉର୍ଦ୍ଧ୍ଵ ଟଙ୍କା ପାଇପାରିବେ। ସେଥିପାଇଁ ଆପଣଙ୍କୁ କେବଳ ବାହା ହେବାକୁ ପଡ଼ିବ। ଯଦି ଏହି ଯୋଜନାରେ ଆପଣ ସାମିଲ ଅଛନ୍ତି ତେବେ ବୃଦ୍ଧା ଅବସ୍ଥାରେ ଆପଣଙ୍କ ପୁଅ ବୋହୂ ଆପଣଙ୍କୁ ନ ପଚାରିଲେ ଚିନ୍ତା କରିବାର କିଛି ନାହିଁ। କାରଣ ସରକାର ମାସକୁ ମାସ ଆପଣଙ୍କୁ ହଜାର ହଜାର ଟଙ୍କା ଦେବେ। ପ୍ରଧାନମନ୍ତ୍ରୀ ବୟ ବନ୍ଧନ ଯୋଜନା ଗୋଟେ ପେନସନ ଯୋଜନା। ଏହି ଯୋଜନା ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଅଛି।

ଏହି ଯୋଜନାରେ ଆପଣ ପ୍ରତି ମାସରେ ୧୮୫୦୦ ଟଙ୍କା ପାଇପାରିବେ। ଆପଣ ଟଙ୍କା ଏହି ଯୋଜନାରେ ପୁରା ସୁରକ୍ଷିତ ରେ ରହିବ ଆପଣ ୧୦ ବର୍ଷ ପରେ ସୁଧ ମୂଳ ଏକା ବେଳେକେ ନେଇ ପାରିବେ।

ଏହି ଯୋଜନା ପାଇବାକୁ ହେଲେ ପ୍ରଥମେ ସ୍ବାମୀ ସ୍ତ୍ରୀଙ୍କୁ ଏହି ଯୋଜନାରେ ୧୫ ଲକ୍ଷ ୧୫ ଲକ୍ଷ ୩୦ ଲକ୍ଷ ଟଙ୍କା ଜମା କରିବାକୁ ପଡ଼ିବ। ପ୍ରତି ୧୫ ଲକ୍ଷ ଟଙ୍କା ଉପରେ ସେ ୭.୦୪% ହରରେ ସୁଧ ପାଇ ପାରିବେ। ଏହି ସୁଧହାର ଅନୁସାରେ ସ୍ବାମୀ ସ୍ତ୍ରୀ ବର୍ଷକୁ ୨ ଲକ୍ଷ ୨୨ ହଜାର ଟଙ୍କା ପାଇ ପାରିବେ।

ଯଦି ସେମାନେ ମାସକୁ ମାସ ସୁଧ ଟଙ୍କା ପାଇବାକୁ ଚାହାନ୍ତି ତେବେ ସେମାନେ ମାସକୁ ୧୮୫୦୦ ତାଙ୍କ ପାଇ ପାରିବେ। ଯଦି କାହାର ସ୍ବାମୀ କିମ୍ୱା ସ୍ତ୍ରୀ ଏହି ଯୋଜନାରେ ଭାଗ ନେବାକୁ ଚାହାଁନ୍ତିନି ତେବେ ଜଣେ କେବଳ ୧୫ ଲକ୍ଷ ଟଙ୍କା ଦେଇ ଏହି ଯୋଜନାରେ ସାମିଲ ହେଇ ପାରିବେ। ଏବଂ ୧୦ ବର୍ଷ ପର୍ଯ୍ୟନ୍ତ ଘରେ ବସି ଟଙ୍କା ରୋଜଗାର କରି ପାରିବେ।

Leave a Reply

Your email address will not be published. Required fields are marked *