ସମୟ ସରୁଛି ପିଣ୍ଟୁନନ୍ଦଙ୍କୁ ମିଳୁନି ଲିଭର ।

ଧୀରେ ଧୀରେ ସମୟ ସରି ସରି ଆସୁଛି । ଧୀରେ ଧୀରେ ପିଣ୍ଟୁନନ୍ଦଙ୍କ ଜୀବନକୁ ନେଇ ଆଶା ଆଶଙ୍କା ବୃଦ୍ଧି ପାଉଛି । ହେଲେ କିନ୍ତୁ ମିଳୁ ନାହାଁନ୍ତି ଲିଭର ଡୋନେଟ କରିବାକୁ ଡୋନର । ପିଣ୍ଟୁନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା କୁଆଡେ ଦିନକୁ ଦିନ ବିଗିଡି ବାରେ ଲାଗିଛି । ପିଣ୍ଟୁନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଧୀରେ ଧୀରେ ଅସୁସ୍ଥ ହେବାରେ ଲାଗିଛି । ପିଣ୍ଟୁନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଲାଗି ସମସ୍ତେ ଏବେ ଭଗବାନଙ୍କୁ ପାର୍ଥନା କରିବାକୁ ଲାଗି ପଡିଛନ୍ତି । ଏବେ ଭଗବାନ କେବଳ ପିଣ୍ଟୁନନ୍ଦଙ୍କୁ ସାହା ଭରଷା ।

ପିଣ୍ଟୁନନ୍ଦ ହେଉଛନ୍ତି ଓଡ଼ିଆ ସିନେ ଜଗତର ଜଣେ ସୁନ୍ଦର ଅଭିନେତା ତାଙ୍କୁ ଓଡିଶା ବାସୀ ଖୁବ ଭଲ ପାଆନ୍ତି । ଓଡିଶା ବାସୀଙ୍କୁ ଭଲ ପାଇବା ପିଣ୍ଟୁନନ୍ଦଙ୍କ ମାନବୋଲ ବୃଦ୍ଧି କରିଥିଲା । ଅସୁସ୍ଥ ହୋଇ ପଡ଼ିଥିବା ପିଣ୍ଟୁନନ୍ଦ କହିଥିଲେ ଓଡ଼ିଶା ବାସୀଙ୍କ ଭଲ ପାଇବା ମୋ ସହିତ ଅଛି ମୋର କିଛି ହେବନି । ଦିଲ୍ଲୀ ଯିବାର ଗୋଟିଏ ଦିନ ପୂର୍ବରୁ ପିଣ୍ଟୁ କହିଥିଲେ ଆଗରୁ ମନକୁ ଅନେକ ପାପ ଛୁଉଁଥିଲା ହେଲେ ଏବେ ଭାବୁଛି ସବୁ ଭଲ ହେବ ମୋ ସହିତ । ଆଉ ଅନେକ ସକାରାତ୍ମକ ଚିନ୍ତା ଧାରା ନେଇ ପିଣ୍ଟୁ ଯାଇଥିଲେ ଦିଲ୍ଲୀ ।

ହେଲେ ସେଠାରେ ପିଣ୍ଟୁନନ୍ଦ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ନେଇ କୌଣସି ଚିନ୍ତିତ ନ ହେଉ ଥିବା ବେଳେ ଏବେ ଏକ ବଡ଼ ଖବର କୁଆଡେ ସାମ୍ନାକୁ ଆସୁଛି କି ଧୀରେ ଧୀରେ ବିଗିଡି ବାରେ ଲାଗିଛି ପିଣ୍ଟୁନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା । ପିଣ୍ଟୁନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ସାଙ୍ଘାତିକ ଥିବା ବେଳେ ପିଣ୍ଟୁନନ୍ଦଙ୍କୁ ମିଳୁନି ଲିଭର । ପିଣ୍ଟୁନନ୍ଦ ସାରା ଓଡିଶା ବାସୀଙ୍କୁ ଟଙ୍କା ପାଇଁ ଅନୁରୋଧ କରିଥିଲେ । ସାରା ଓଡିଶା ବାସୀ ମଧ୍ୟ ସହଯୋଗର ହାତ ବଢ଼ାଇ ଥିଲେ ।

ଏବେ ଶୁଣିବାକୁ ମିଳୁଛି କି କୁଆଡେ ପିଣ୍ଟୁନନ୍ଦଙ୍କୁ ଲିଭର ଡନେଟ କରିବାକୁ ଡୋନର ମିଳୁନାହାଁନ୍ତି । ଯେଉଁଥି ପାଇଁ କୁଆଡେ ଚିନ୍ତାରେ ଅଛନ୍ତି ପିଣ୍ଟୁନନ୍ଦଙ୍କ ପରିବାର ଲୋକେ । ଧୀରେ ଧୀରେ ପିଣ୍ଟୁନନ୍ଦଙ୍କ ଆଖି ହଳଦିଆ ପଡି ଯାଉଥିବା ବେଳେ ପିଣ୍ଟୁନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁ-ତର ହୋଇ ଯାଉଛି । ଡାକ୍ତର କହୁଛନ୍ତି କି ତୁରନ୍ତ ଲିଭରର ଆବଶ୍ୟକତା ଅଛି ।ଡାକ୍ତର ଏପରି କହୁଥିବା ବେଳେ ଡାକ୍ତରଙ୍କ ଏପରି କଥା ଶୁଣି ସମସ୍ତେ ବେଶ ଚିନ୍ତାରେ ପଡ଼ି ଯାଉଛନ୍ତି ।

ଯେତିକି ଗମ୍ଭୀର ହେଉଛି ପିଣ୍ଟୁନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା । ସେତିକି ବଢୁଛି ଚିନ୍ତା । ଯେଉଁଭଳି ଆପଣ ମାନେ ସମସ୍ତେ ଜାଣିଥିବେ କି ପିଣ୍ଟୁନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏଇ କିଛି ଦିନ ପୂର୍ବରୁ ଧୀରେ ଧୀରେ ଖରାପ ହେବାକୁ ଲାଗି ପଡିଥିଲା । ଆଉ ଯେହେତୁ ପିଣ୍ଟୁନନ୍ଦଙ୍କର କୌଣସି ସିମଟମ ନଥିଲା ତେଣୁ ପିଣ୍ଟୁନନ୍ଦ ନିଜର ଦେହ ଅସୁସ୍ଥ ଥିବା ନେଇ ଜାଣି ପାରିନଥିଲେ ।

ଏହା ପରେ ପିଣ୍ଟୁନନ୍ଦଙ୍କ ଭୋକ କମି ଯାଇଥିଲା ଯେତେବେଳେ ପିଣ୍ଟୁନନ୍ଦଙ୍କ ଭୋକ କମି ଯାଇଥିଲା ସେତେବେଳେ ପିଣ୍ଟୁନନ୍ଦ ଡାକ୍ତରଙ୍କ ନିକଟକୁ ଯାଇ ପରାମର୍ଶ କରିଥିଲେ । ଆଉ ତା ପରେ ଜଣା ପଡିଥିଲା କି ପିଣ୍ଟୁନନ୍ଦ ଙ୍କୁ ଲିଭର ଶୋରିଆସିସ ହୋଇଛି । ପିଣ୍ଟୁନନ୍ଦ ଙ୍କ ଗୋଟେ ଲିଭର ସମ୍ପୂର୍ଣ୍ଣ ରୂପେ ନ-ଷ୍ଟ ହୋଇ ଯାଇଛି । ଏହା ପରେ ପିଣ୍ଟୁନନ୍ଦ ଅନେକ ଦିନ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିଲେ ଏହା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ନେବାକୁ କୁହାଯାଇଥିଲା ।

ଏବେ ପିଣ୍ଟୁନନ୍ଦ ଦିଲ୍ଲୀରେ ଥିବା ବେଳେ ପିଣ୍ଟୁନନ୍ଦ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି । କାରଣ ପିଣ୍ଟୁନନ୍ଦଙ୍କ ସ୍ୱାସ୍ଥ୍ୟ ଧୀରେ ଧୀରେ ଅସୁସ୍ଥ ହେଉଛି । ଆଉ ଏଭଳି ପରିସ୍ଥିତି ରେ ଡାକ୍ତର କହୁଛନ୍ତି କି ଯେତେ ଜଲ୍ଦି ପିଣ୍ଟୁନନ୍ଦ ଙ୍କୁ ଲିଭର ମିଳିଯିବ ସେତେ ଶୀଘ୍ର କୁଆଡେ ପିଣ୍ଟୁନନ୍ଦ ସୁସ୍ଥ ହୋଇଯିବେ । ଆଉ ଯଦି ପିଣ୍ଟୁନନ୍ଦ ଙ୍କୁ ଲିଭର ନ ମିଳେ ତାହାଲେ କେବଳ ଭଗବାନ ହିଁ ଏକ ମାତ୍ର ପିଣ୍ଟୁନନ୍ଦ ଙ୍କୁ ସାହା ଭରସା ।

Leave a Reply

Your email address will not be published. Required fields are marked *