କିଡ-ନାପ ହୋଇଥିବା ଝିଅ ଆସିଲେ ସାମ୍ନାକୁ , ବାପାଙ୍କୁ କହିଲେ ନିଜ ଜୀବନର ଦୁଃ-ଖଭରା କାହାଣୀ

ଗତ କିଛି ଦିନ ଆଗରୁ ଏପରି କିଛି କଥା ସାମ୍ନାକୁ ଆସିଥିଲା , ଯାହା ସମସ୍ତଙ୍କୁ ଆଶ୍ଚର୍ୟ୍ଯ କରି ଦେଇଥିଲା । ଜଣେ ୧୪ ବର୍ଷର ଝିଅ କିଡ-ନାପ କଥା ଆପଣ ସମସ୍ତେ ଶୁଣି ଥିବେ । କିପରି ଜଣେ ବ୍ୟକ୍ତି ତାଙ୍କୁ କିଡ-ନାପ କରି ନେଇ ଯାଇଥିବା କଥା ଯୁବତୀଙ୍କ ମାଆ ବାପା ଥା-ନାରେ ଅଭି-ଯୋଗ କରିଥିଲେ । ମାସେ ହେଲାଣି ଝିଅର ଖୋ-ଜଖ-ବର ନ ପାଇବାରୁ ବାପା ମାଆ ବ୍ୟସ୍ତ ହୋଇ ଯାଇଥିଲେ ଆଉ ତାଙ୍କୁ ଖୋ-ଜା ଖୋ-ଜି ମଧ୍ୟ କରିଥିଲେ କିନ୍ତୁ ପାଇ ନଥିଲେ । ପୋ-ଲିସ ମଧ୍ୟ ଏହି ଘଟ-ଣାରେ କିଛି ମୁଣ୍ଡ ପୁରାଇ ନଥିଲା ।

ତେବେ ଯୁବତୀଙ୍କ ମାଆଙ୍କ କହିବା ଅନୁଯାୟୀ , ତାଙ୍କ ସ୍ଵାମୀ ବାହାରେ ରହି କାମ କରନ୍ତି । ଘରେ ସେ ଦୁଇ ଝିଅଙ୍କୁ ନେଇ କିପରି ଚଳିବେ । ତେଣୁ ନିଜ ଘରର କଥା ବୁଝା ବୁଝି କରିବା ପାଇଁ ନିକଟସ୍ଥ ଘରର ଜଣେ ଯୁବକଙ୍କୁ ସେ କହୁଥିଲେ । ଯୁବକ ଜଣକ ତାଙ୍କ ଘରକୁ ଆସୁଥିଲା ଆଉ ସବୁ କଥା ବୁଝା ବୁଝି କରୁଥିଲା । ତାକୁ ମହିଳା ମଧ୍ୟ ବିଶ୍ଵାସ କରିଥିଲେ କିନ୍ତୁ ଏହି କଥାର ଫାଇଦା ଉଠାଇ ସେ ମହିଳାଙ୍କ ଝିଅର ନିକଟତର ହୋଇଥିଲା ଆଉ ଝିଅକୁ କିଡ-ନାପ କରି ନେଇ ଯାଇଥିଲା ।

ବର୍ତ୍ତମାନ ସମୟରେ ଏହି ଘଟ-ଣାର ସତ୍ୟତା ସାମ୍ନାକୁ ଆସିବାରେ ଲାଗିଛି । କେନ୍ଦ୍ରାପଡ଼ା ଜିଲ୍ଲାର ଏହି ଘ-ଟଣା ଆପଣଙ୍କୁ ଚମକାଇ ଦେବ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଭିଡିଓ । ହଜି ଯାଇଥିବା ଯୁବତୀ ଜଣକ ନିଜ ବାପାଙ୍କ ପାଖକୁ ଏକ ଭିଡିଓ ପଠାଇ କହିଛନ୍ତି କି , ସେ ଜୀବନରେ ବହୁତ କଷ୍ଟ ପାଇଛନ୍ତି । ତାଙ୍କୁ ତାଙ୍କ ଟିଉସନ ସାର ଖରାପ ନଜରରେ ଦେଖୁଥିଲେ ଆଉ ତାଙ୍କ ସହିତ ସ-ମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିଲେ ।

ଏହି କଥା ପରେ ତାଙ୍କୁ ଆଉ କିଏ ବାହା ହୋଇଥାନ୍ତା । ସେଥିପାଇଁ ସେ ନିକଟସ୍ଥ ଘର ପାଖ ଯୁବକ ସହିତ ନିଜ ଇଚ୍ଛାରେ ପଳାଇ ଯାଇଛନ୍ତି । ଆଉ ସେ ଘରକୁ ଫେରିବେ ନାହିଁ । ଯୁବକ ପାଖରେ ମଧ୍ୟ ଅନେକ ଖରାପ ଭିଡିଓ ରହିଛି ।ଆଉ ଫୋଟ ମଧ୍ୟ ରହିଛି । ତେବେ ଏହି କଥା ଶୁଣିବା ପରେ ଯୁବତୀଙ୍କ ବାପା ବିଶ୍ୱାସ କରି ପାରି ନାହାଁନ୍ତି । ସେ କହିଛନ୍ତି କି , ତାଙ୍କ ଝିଅ ଏପରି କାମ କରିପାରିବ ନାହିଁ । କାରଣ ସେ ବହୁତ ଛୋଟ ଅଛି ।

Leave a Reply

Your email address will not be published. Required fields are marked *