ଝିଅର ଆଇଏଏସ ଅଫିସର ହେବା ପାଇଁ ଥିଲା ଇଚ୍ଛା , ମାନ-ସିକ ନିର୍ଯ୍ୟା-ତନା ସହି ନ ପାରି କଲା ଆ-ତ୍ମହ-ତ୍ୟା

ଏଭଳି ଖବର ଆପଣଙ୍କୁ ବାସ୍ତବରେ ଆଶ୍ଚର୍ଯ୍ୟ କରି ଦେଇପାରେ କିନ୍ତୁ ଖବରଟି ସମ୍ପୂର୍ଣ୍ଣ ସତ୍ୟ ଅଟେ । ସାରା ଓଡିଶାକୁ ଏହି ଖବର ଥରହର କରି ରଖିଦେଇଛି । ଛାତ୍ରଛାତ୍ରୀ ମାନଙ୍କୁ ମାନସିକ ନି-ର୍ଯ୍ୟାତ-ନା ତାଙ୍କର ପରିସ୍ଥିତି କଣ ଯେ କରି ଦେଇପାରେ , କାଲିର ଘଟଣା ଏହାର ସ୍ପଷ୍ଟ ଉଦାହରଣ । ରୁଚିକା ମହାନ୍ତି ଆ-ତ୍ମହ-ତ୍ୟା ଘ-ଟଣା ବିଷୟରେ ଆପଣ ସମସ୍ତେ ଜାଣିଥିବେ । ଓଡ଼ିଶାର ସବୁଠାରୁ ବଡ଼ କଲେଜ ବିଜେବି ରେ ପଢ଼ୁଥିବା ଜଣେ ଛାତ୍ରୀ କିପରି ରା-ଗିଙ୍ଗ ସହି ନ ପାରି ଆ-ତ୍ମହ-ତ୍ୟା କରିଦେଇଛନ୍ତି ।

ବହୁ ଦୂରରୁ ଓଡ଼ିଶାର ସବୁଠାରୁ ବଡ଼ କଲେଜକୁ ଉଚ୍ଚ ଆଶା ନେଇ ଧାଇଁ ଆସିଥିଲେ ରୁଚିକା ମହାନ୍ତି । ଇଚ୍ଛା ଥିଲା ଆଇଏଏସ କିମ୍ବା ଆଇପିଏସ ହେବା ପାଇଁ । ଅତ୍ୟନ୍ତ ପରିଶ୍ରମ କରୁଥିବା ଛାତ୍ରୀଟିଏ ଥିଲେ ରୁଚିକା । ଜୀବନରେ ଥିଲା ଉଚ୍ଚ ଅଭିଳାଷ । କିନ୍ତୁ ଏହି ବିଜେବି କଲେଜରେ ତାଙ୍କ ସହିତ ଏଭଳି କିଛି ଘ-ଟିଯିବ ବୋଲି କେହି ଜାଣି ନଥିଲେ । ସିନିୟର ମାନେ ଏଠାରେ ରା-ଗିଙ୍ଗ କରୁଥିବା କଥା ସମସ୍ତେ ଜାଣିଥିଲେ । ସେଥିପାଇଁ ତାଙ୍କ ମାଆ ତାଙ୍କୁ ସେ ସବୁ କଥାରୁ ନିବୃତ୍ତ ରହିବାପାଇଁ କହିଥିଲେ । କିନ୍ତୁ ମନେ ମନେ ରୁଚିକା ବହୁତ ଭା-ଙ୍ଗି ପଡ଼ିଥିଲେ ।

ସିନିୟର ମାନଙ୍କର ଏତେ ମାନ-ସିକ ନି-ର୍ଯ୍ୟାତ-ନା ତାଙ୍କୁ ପାଗଳ କରି ଦେଇଥିଲା । ଆଉ ଶେଷରେ ସେ ଆ-ତ୍ମହ-ତ୍ୟା ଭଳି ଚରମ ପଦକ୍ଷେପ ନେଇଥିଲେ । ମୃ-ତ୍ୟୁ ପୂର୍ବରୁ ସେ ଲେଖି ଯାଇଥିଲେ ସୁ-ଇସା-ଇଡ଼ ନୋଟ । ଆଉ ଯେଉଁଥିରେ ସେ ତାଙ୍କ ସିନିୟର ମାନଙ୍କ ବିଷୟରେ ଲେଖିଥିଲେ । ସେ ଲେଖିଥିଲେ ଯେ , ତିନି ଜଣ ସିନିୟର ତାଙ୍କୁ ବହୁତ ମାନ-ସିକ ନିର୍ଯା-ତନା ଦେଉଥିଲେ । କିନ୍ତୁ ସେ ତିନି ଜଣଙ୍କର ନାମ ଲେଖି ନଥିଲେ । ସେମାନଙ୍କର ନିର୍ଯ୍ୟା-ତନା ସହିବା ତାଙ୍କ ପକ୍ଷେ ଆଉ ସମ୍ଭବପର ନଥିଲା । ତାଙ୍କ ବାପା ବୋଉଙ୍କ ଲୁ-ହରେ ସିନିୟର ମାନେ ଭା-ସିଯି-ବେ ବୋଲି ମଧ୍ୟ ଲେଖିଛନ୍ତି ।

ଜୀବନରେ ସେମାନେ ଆଉ ଆଗକୁ ବଢ଼ିପାରିବେ ନାହିଁ । ତେବେ ଝିଅର ଏଭଳି ସୁ-ଇସା-ଇଡ଼ ନୋଟ ଦେଖି ବାପା ମାଆ ସମ୍ପୂର୍ଣ୍ଣ ଭାବରେ ଭା-ଙ୍ଗି ପଡିଛନ୍ତି । ଆଉ ଝିଅକୁ ନ୍ୟା-ୟ ଦେବା ପାଇଁ ବାପା ମାଆ ହଷ୍ଟେଲ ସମ୍ମୁଖରେ ଧାରଣାରେ ବସିଛନ୍ତି ଆଉ ଯେପର୍ଯ୍ୟନ୍ତ ଝିଅକୁ ନ୍ୟା-ୟ ନ ମିଳିଛି , ସେପର୍ଯ୍ୟନ୍ତ ସେଠାରୁ ଉଠିବେ ନାହିଁ ବୋଲି କହିଛନ୍ତି । ଅନ୍ୟପକ୍ଷରେ ଛାତ୍ର କଂଗ୍ରେସ ମଧ୍ୟ ସେଠାରେ ଉପସ୍ଥିତ ରହିଛନ୍ତି । ପୋ-ଲିସ ଆସି ମଧ୍ୟ ସେଠାରେ ରହିଛନ୍ତି ଆଉ କହିଛନ୍ତି କି ତ-ଦ-ନ୍ତ ହେଲେ ହିଁ ଘଟ-ଣାରେ ଲିପ୍ତ ଥିବା ଛାତ୍ରୀ ମାନଙ୍କୁ ଧରାଯିବ ।

Leave a Reply

Your email address will not be published. Required fields are marked *