ଟୁଙ୍ଗୁରୁ କହୁଛି ବର୍ଷା ତତେ ଭଲ ପାଇ ଭୁଲ କଲି, ଅଟୋରୁ ଆରମ୍ଭ ଜେ-ଲରେ ଶେଷ।

ସାରା ଓଡ଼ିଶାରେ କିଛି ଦିନ ତଳେ ଗୋଟିଏ ମାତ୍ର ଖବର ହଟଚମକ ସୃଷ୍ଟି କରିଥିଲା। ଘରେ ଘରେ ମୋବାଇଲ ଆଉ ଟିଭିରେ ଲୋକେ ଗୋଟିଏ ଖବର ଉପରେ ବେଶ ନଜର ରଖୁଥିଲେ। ସେହି ଖବର ହେଉଛି ଟୁଙ୍ଗୁରୁ ଭୋଳ ଓ ବର୍ଷା ଭୋଳଙ୍କ ପ୍ରେମ କାହାଣୀ। ସୂଚନା ଅନୁଯାୟୀ ଦିନେ ଅଟୋରୁ ଆରମ୍ଭ ହୋଇଥିବା ପ୍ରେମ କାହାଣୀ ଏବେ ଜେ-ଲରେ ତାହା ଶେଷ ହୋଇଛି। ଦିନେ ଅଟୋରେ ବର୍ଷା ଭୋଳଙ୍କ ସହ ଆଖିରେ ଆଖି ମିଶିଥିଲା ଟୁଙ୍ଗୁରୁ ଭୋଳଙ୍କର ଆଉ ଛାତିରେ ହୋଇଥିଲା ସମଥିଙ୍ଗ ସମଥିଙ୍ଗ।

ତା ପରେ ବର୍ଷାଙ୍କ ଅଭି-ଯୋଗ ଅନୁଯାୟୀ ଟୁଙ୍ଗୁରୁ ଏବଂ ବର୍ଷା ଦୁହେଁ ଦୁହିଁଙ୍କୁ ପ୍ରେମ କରୁଥିଲେ। ବର୍ଷାଙ୍କ ଅଭି-ଯୋଗ ଅନୁଯାୟୀ ଟୁଙ୍ଗୁରୁ ବର୍ଷାଙ୍କୁ କହୁଥିଲେ ତୁମେ ମୋ ଜୀବନ ବର୍ଷା ତୁମକୁ ଛାଡି ମୁଁ ଗୋଟେ ମୁହୂର୍ତ୍ତ ରହି ପାରିବି ନାହିଁ। ତୁମ ପାଇଁ ମୁଁ ହାତ କା-ଟି ଦେବି।ମୁଁ ତୁମକୁ ବହୁତ ଭଲ ପାଏ। ମାତ୍ର ଯେତେବେଳେ ଟୁଙ୍ଗୁରୁ ବର୍ଷାଙ୍କ ପ୍ରେମକୁ ପ୍ର-ତ୍ୟାଖା-ନ କଲେ ସେତେବେଳେ ବର୍ଷା ଥା-ନାର ଦ୍ୱାରସ୍ଥ ହୋଇଥିଲେ। ତା ପରେ ଘ-ଟଣା ସାମ୍ନାକୁ ଆସିଥିଲା ଆଉ ସାରା ଓଡ଼ିଶାରେ ଏହା ଚର୍ଚ୍ଚାରେ ଥିଲା।

ଏବେ ଘଟ-ଣାର ମୋଡ଼ ବଦଳି ଯାଇଛି। ବର୍ଷା ଓ ଟୁଙ୍ଗୁରୁ ଭୋଳଙ୍କୁ ନେଇ ଯେଉଁ ଚର୍ଚ୍ଚା ଲାଗିରହିଥିଲା ଓ ପରେ ତାହା ଥମି ଥିଲା ପୁଣି ତାହା ଆରମ୍ଭ ହୋଇଛି। ବନ୍ଧୁଗଣ ଆପଣ ସମସ୍ତେ ଜାଣିଛନ୍ତି ବର୍ଷା ଓ ଟୁଙ୍ଗୁରୁ ଭୋଳଙ୍କ ଘ-ଟଣା। ଜଣେ କହୁଛି ଆମେ ଦୁହେଁ ଦୁହିଁଙ୍କୁ ଭଲ ପାଉ। ଆଉ ଜଣେ କହୁଛନ୍ତି ମୁଁ ତାଙ୍କୁ ଭାଉଜ ଡାକେ। ମାତ୍ର କିଏ କହୁଛି ସତ କିଏ କହୁଛି ମିଛ ତାହା ତ ପୋ-ଲିସ ହିଁ କହିବ। ହେଲେ ରାଜଧାନୀର ରାଜ ରାସ୍ତାରେ ଦିନେ ଅଟୋର ଆଇନାରେ ମିସିଥିଲା ଆଖିରେ ଆଖି।

ଆଉ ତା ପରେ ବର୍ଷାଙ୍କ କହିବା ଅନୁଯାୟୀ ଦୁହେଁ ଉଡୁଥିଲେ ଦୁଇଟି ପ୍ରେମ ପକ୍ଷୀ ହୋଇ। ଅନେକ ଥର ଗଣ ମାଧ୍ୟମରେ ସାମ୍ନାକୁ ଆସିଥିଲା ବର୍ଷା ଓ ଟୁଙ୍ଗୁରୁ ଭୋଳଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର କିଛି ଫଟୋ। ଏହା ପରେ ଏହାକୁ ଖ-ଣ୍ଡନ କରିଥିଲେ ଟୁଙ୍ଗୁରୁ। ମାତ୍ର ବର୍ଷା କହିଥିଲେ କି ଟୁଙ୍ଗୁରୁ ତାଙ୍କୁ ଗୋଲାପ ଦେଇ ପ୍ର-ପୋଜ କରିଛନ୍ତି ତାଙ୍କ ସହ ସମ୍ପର୍କ ରଖିଛନ୍ତି। ହେଲେ ଟୁଙ୍ଗୁରୁ ସବୁବେଳେ କହୁଥିଲେ ଆମ ଭିତରେ ସେମିତି କିଛିବି ନାହିଁ ବର୍ଷା ମୋ ଭାଉଜ ପରି।

ଯେତେବେଳେ ଟୁଙ୍ଗୁରୁ ବର୍ଷାଙ୍କ ଅଭି-ଯୋଗକୁ ଖଣ୍ଡନ କରୁଥିଲେ ସେତେବେଳେ ବର୍ଷା ଅନେକ ଅଭି-ଯୋଗ ଆଣିଥିଲେ।ଆଉ ଗୋଟିଏ ପରେ ଗୋଟିଏ ପ୍ରମାଣ ମଧ୍ୟ ଗଣମାଧ୍ୟମ କୁ ଦେଉଥିଲେ କି ଟୁଙ୍ଗୁରୁ ତାଙ୍କ ସହ କିପରି କଥା ହୁଅନ୍ତି ତାଙ୍କ ସହ କିପରି ଅନ୍ତରଙ୍ଗ ମୁହୂର୍ତ୍ତ ବିତାଇଛନ୍ତି। ଏହା ପରେ ଦୁହେଁ ଓଡ଼ିଶାରେ ଏପରି ଚର୍ଚ୍ଚିତ ହୋଇଗଲେ ଯେ ଦୁହିଁଙ୍କୁ ନେଇ ମିୟୁଜିକ ଭିଡିଓ ହେଲା ଦୁହେଁ ମଧ୍ୟ ନିଜକୁ ହିରୋ ହିରୋଇନଙ୍କ ଭଳି ଅନୁଭବ କରୁଥିବା ପ୍ରକାଶ କଲେ। ହେଲେ ବର୍ତ୍ତମାନ ଘଟ-ଣାର ମୋଡ଼ ବଦଳି ଯାଇଛି। ଦିନେ ଯେଉଁ ବର୍ଷା ଓ ଟୁଙ୍ଗୁରୁ ଭୋଳକୁ ନେଇ ଚର୍ଚ୍ଚା କମିଥିଲା ତାହା ପୁଣି ଥରେ ଆରମ୍ଭ ହୋଇଛି।

ଆଉ ସବୁଠୁ ଏକ ବଡ଼ ଖବର ସାମ୍ନାକୁ ଆସିଛି କି ବର୍ଷାଙ୍କ ପ୍ରେମକୁ ଯେତେବେଳେ ଟୁଙ୍ଗୁରୁ ପ୍ର-ତ୍ୟାଖ୍ୟା-ନ କରିଛନ୍ତି ସେତେବେଳେ ବର୍ଷା ପୋଲି-ସରେ ଟୁଙ୍ଗୁରୁ ଭୋଳଙ୍କ ନାମରେ ଏକ ଅଭି-ଯୋଗ ଆଣିଛନ୍ତି ଆଉ ରେ-ଫ କେ-ଶ ଦେଇଛନ୍ତି। ସୂଚନା ଅନୁଯାୟୀ ବର୍ତ୍ତମାନ ଟୁଙ୍ଗୁରୁଙ୍କୁ ଗି-ରଫ କରିଛି ପୋ-ଲିସ। ଟୁଙ୍ଗୁରୁ ମନେ ମନେ କହୁଛନ୍ତି ଯେତେବେଳେ ତତେ ଭାଉଜ ଡାକିଲି ସେତେବେଳେ ତୁ ମତେ ବାରଣ କଲୁ। ଆଉ ଏବେ ମତେ ଫ-ସାଇ ଶେଷରେ ଜେ-ଲ ପଠାଇ ଦେଲୁ।

ବର୍ଷା ତୁ ଏମିତି କାହିଁକି କଲୁ। ତତେ ବିଶ୍ୱାସ କରିବା ଭୁଲ ହୋଇଗଲା। ଟୁଙ୍ଗୁରୁ ଏବେ ଜେ-ଲରେ ଏପରି ଭାବି ଅନୁତାପ କରୁଥିବା ବେଳେ ବର୍ଷା ଟୁଙ୍ଗୁରୁଙ୍କ ଘ-ଟଣା ପୁଣି ଥରେ ଚର୍ଚ୍ଚାକୁ ଆସିଛି ତେବେ ଦେଖିବାକୁ ବାକି ରହିଲା ଘଟ-ଣାର ମୋଡ଼ କେଉଁ ଆଡକୁ ଯାଉଛି।ଯେଉଁ ଚର୍ଚ୍ଚା ପୁଣି ଥରେ ଆରମ୍ଭ ହୋଇଛି ତାହା କେବେ ଶେଷ ହେଉଛି।

Leave a Reply

Your email address will not be published. Required fields are marked *