ଅନଟ୍ୟାଲେଣ୍ଟେଡ଼ ଗାୟ ମାମ-ଲାକୁ ନେଇ ଗଣମାଧ୍ୟମରେ ଏପରି କହିଲେ ମିଷ୍ଟର ଗଜପତି । କହିଲେ ” କେବେ ଗୋଟିଏ ହାତରେ ତାଳି ବାଜେନା ” ।

ସାରା ଓଡ଼ିଶାର ଲୋକ ଜାଣିଥିବେ ଯେ ଗତ ୨୪ ତାରିଖରେ ଘଟିଥିବା ମା-ମଲା ଯେଉଁଥିରେ ଅନଟ୍ୟାଲେଣ୍ଟେଡ଼ ଗାୟ ଅର୍ଥାତ ଉଦିତର ହାତ ଥିଲା । ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋରସୋରରେ ଚାଲିଛି । କହିରଖିବୁ ଯେ ପୋଲିସର କହିବା ଅନୁଯାୟୀ ସୋସିଆଲ ମିଡିଆରେ କମେଣ୍ଟ ସେକ୍ସନରେ କଥା କଟାକଟିକୁ ନେଇ ଏଭଳି ମାମ-ଲା ସୃଷ୍ଟି ହୋଇଥିବା କୁହାଯାଇଛି ।

ଯେଉଁ କାରଣରୁ ଅନଟ୍ୟାଲେଣ୍ଟେଡ଼ ଗାୟ ରାଗରେ ଜଣେ ପିଲା ଉପରକୁ ଗୁ-ଳି ମା-ଡ଼ କରିଥିବାରୁ ଗି-ରଫ କରାଯାଇଛି । ତେବେ ଏହାକୁ ନେଇ ନାନା ଲୋକଙ୍କ ନାନା ମତ । ଅନଟ୍ୟାଲେଣ୍ଟେଡ଼ ଗାୟଙ୍କ ଫ୍ୟାନଙ୍କୁ ଛାଡ଼ି ତାଙ୍କର ବି-ରୋଧୀ ମାନଙ୍କ ନିନ୍ଦା ବେଶ ବଢ଼ିବାରେ ଲାଗିଛି ।

ଆଉ ଏହାରି ମଧ୍ୟରେ ମିଷ୍ଟର ଗଜପତିଙ୍କର ମଧ୍ୟ ତାଙ୍କୁ ନେଇ ଦେଇଥିବା ବୟା-ନର ଭିଡ଼ିଓ ଭାଇରଲ ହୋଇଛି । ମିଷ୍ଟର ଗଜପତିଙ୍କ କହିବା ଅନୁଯାୟୀ ଅନଟ୍ୟାଲେଣ୍ଟେଡ଼ ଗାୟ ରୋଷ୍ଟିଂ ପାଇଁ ସବୁଠି ପରିଚିତ । ଯେଉଁଠି ସେ ରୋଷ୍ଟିଂ କରିବା ସମୟରେ ନାନା ପ୍ରକାରର ଅ-ଶ୍ଳୀଳ ଭାଷା ବ୍ୟବହାର କରନ୍ତି ।

ତାହାକୁ କେହି କେହି ପସନ୍ଦ କରୁଥିବା ବେଳେ ଅନେକ ଲୋକ ତାଙ୍କୁ ବି-ରୋଧ କରନ୍ତି । ଆଉ ବର୍ତ୍ତମାନ ଏଭଳି ଏକ ଘ-ଟଣା ଘଟିଯିବା ପରେ ବିରୋ-ଧୀଙ୍କୁ କହିବାର ସୁଯୋଗ ମିଳି ଯାଇଛି । ତେବେ ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେହେତୁ ଉଦିତ ଏଭଳି ଏକ ଉଦ୍ୟମ କରିବା ସମ୍ପୂର୍ଣ୍ଣ ଭାବରେ ଭୁଲ ଅଟେ ।

ତଥାପି ଏହି ମାମ-ଲା କୌଣସି ଛୋଟ କଥାରୁ କିମ୍ବା ଏକତରଫା ସୃଷ୍ଟି ହୋଇନାହିଁ । ଗୁ-ଳି ମା-ଡ଼ ହୋଇଥିବା ବ୍ୟକ୍ତିର ମଧ୍ୟ ନିଶ୍ଚୟ ଭୁଲ ରହିଛି । ତେବେ ଏଠାରେ କିନ୍ତୁ ଉଦିତ ଏଭଳି କରିବା ନିଶ୍ଚିତ ଭାବରେ ଭୁଲ ହୋଇଛି । ମିଷ୍ଟର ଗଜପତି କହିଛନ୍ତି ଯେ ରୋଷ୍ଟିଂରେ ଅନେକ ବି-ରୋଧୀ ନିଶ୍ଚିତ ରହିବେ ।

କିନ୍ତୁ ତାହା ମଧ୍ୟ ଏକ କାମ ଏବଂ ସେଥିପାଇଁ ହିଁ ରୋଷ୍ଟର ମାନେ ନିଜର ପରିଚୟ ସୃଷ୍ଟି କରି ପାରନ୍ତି । ଆଉ ରହିଲା ଭିଡ଼ିଓରେ ଅ-ଶ୍ଳୀଳ ଭାଷା କହିବା କଥା , ତାହା ନିଶ୍ଚିତ ଭାବରେ ଭୁଲ । ପୁଣି ରୋଷ୍ଟିଂ ମାମ-ଲାରୁ କଥା ହ-ତ୍ୟା ପର୍ଯ୍ୟନ୍ତ ଯିବା ବାସ୍ତବରେ ନିନ୍ଦ-ନୀୟ କଥା ଅଟେ । ଅନ-ଟ୍ୟାଲେଣ୍ଟେଡ଼ ଗାୟ କଥା କହିଲେ ସେ ନିଜେ ନିଜେ ଭୁଲ ନିଶ୍ଚିତ ଭାବରେ ଅନୁଭବ କରିବା ଉଚିତ ଏବଂ ନିଜ ଭୁଲକୁ ସୁଧାରିବା ଉଚିତ ।

Leave a Reply

Your email address will not be published. Required fields are marked *