ଦୀର୍ଘ ବର୍ଷର ପାରିବାରିକ ବି-ବା-ଦ ପରେ ମୁଁହ ଖୋଲିଲେ ସାଂସଦ ଅନୁଭବ , କହିଲେ ବର୍ଷା ମୋତେ ……:-

ଆପଣ ମାନେ ତ ଜାଣିଛନ୍ତି ଯେ ଦୀର୍ଘ ବର୍ଷ ହେବ ଅଭିନେତ୍ରୀ ବର୍ଷା ଏବଂ ସାଂସଦ ଅନୁଭବଙ୍କ ମଧ୍ୟରେ ଚାଲିଥିବା ବି-ବା-ଦର ସମାଧାନ ହୋଇ ପାରୁନାହିଁ । ଗତ କିଛି ବର୍ଷ ତଳେ ଉଭୟଙ୍କ ତରଫରୁ ଛା-ଡ଼ପ-ତ୍ର ପିଟିସନ କୋର୍ଟରେ ଦା-ଖଲ ହେବାପରେ କୋର୍ଟରେ ମା-ମ-ଲା ଏବେ ସୁଦ୍ଧା ଚାଲିଛି । ସମୟ ସମୟରେ ମାମ-ଲାକୁ ନେଇ ଯଦି କେହି କିଛି କହନ୍ତି ତେବେ ବିପରୀତରେ ଅନ୍ୟ ପକ୍ଷରୁ ପ୍ରତିକ୍ରିୟା ଆସୁଥିବା ସୋସିଆଲ ମିଡିଆରେ ଦେଖା ଯାଇଛି ।

ତେବେ ବର୍ତ୍ତମାନ ସମୟରେ ସାଂସଦ ଅନୁଭବ ମହାନ୍ତିଙ୍କର ଦୁଇଟି ଭିଡ଼ିଓ ବେଶ ଭାଇରଲ ହେବାରେ ଲାଗିଛି । ତେବେ ଦ୍ୱିତୀୟ ଭିଡ଼ିଓରେ ଅନୁଭବ ବର୍ଷାଙ୍କୁ ନେଇ ମୁଁହ ଖୋଲିଛନ୍ତି । ଆଉ ବିବାହ ପରେ ସ୍ୱାମୀ ସ୍ତ୍ରୀ ସମ୍ପର୍କରେ ଥିବା ସମସ୍ୟାକୁ କହିଛନ୍ତି । ତେବେ ଏହି ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ତେବେ ସାଂସଦ ଏବଂ ଲୋକପ୍ରିୟ ଅଭିନେତା ଅନୁଭବ ମହାନ୍ତି ବର୍ଷା ଏବଂ ତାଙ୍କ ସମ୍ପର୍କର ଏକ ପ-ର୍ଦାଫା-ସ କରିଛନ୍ତି । ତାଙ୍କ ଅନୁଯାୟୀ ୨୦୧୪ ରେ ଅନୁଭବଙ୍କ ପରିବାର ବର୍ଷାଙ୍କୁ ବିବାହ କରିବାକୁ ସମ୍ମତି ଦେଉ ନଥିଲା , ତଥାପି ଉଭୟେ ୨୦୧୪ ରେ ପ୍ରେମ ବିବାହ କରିଥିଲେ । କିନ୍ତୁ ବର୍ଷା କହିଥିଲେ ଯେ ” ମୋତେ ଶାରୀ-ରିକ ସ-ମ୍ପ-ର୍କ ରଖିବାକୁ ଡ-ର ଲାଗେ । ” ଆଉ ଯାହାକୁ ନେଇ ପ୍ରଥମରୁ ହିଁ ଉଭୟଙ୍କ ମଧ୍ୟରେ ସମ୍ପର୍କ ଠିକ ନଥିଲା । ଉଭୟେ ପତି ପତ୍ନୀ ଗୋଟିଏ ରୁମରେ ଏକାଠି ରହିବା ସତ୍ତ୍ୱେବି ଉଭୟଙ୍କ ମଧ୍ୟରେ ଶାରୀ-ରିକ ସ-ମ୍ପ-ର୍କ ନଥିଲା ।

ତେବେ ଦୀର୍ଘ ୮ ବର୍ଷ ଧରି ବର୍ଷା ତାଙ୍କୁ ଏହି ପବିତ୍ର ସମ୍ପର୍କରୁ ବଞ୍ଚିତ ରଖିବା କାରଣରୁ ହିଁ ଆଗାମୀ ସମୟରେ ଛା-ଡ଼ପ-ତ୍ର ପାଇଁ ଆବେଦନ କରିଥିଲେ । ଉଭୟଙ୍କ ମଧ୍ୟରେ ବି-ବା-ଦ କାରଣରୁ କଥା ଛା-ଡ଼ପ-ତ୍ର ପର୍ଯ୍ୟନ୍ତ ଯାଇଥିଲା ଏବଂ ପ୍ରଥମେ ଦିଲ୍ଲୀରେ ଛା-ଡ଼ପ-ତ୍ର ମା-ମ-ଲା ଦାୟର କରାଯାଇଥିଲା । ଆଉ ବର୍ତ୍ତମାନ ସେହି ମା-ମ-ଲାର କୌଣସି ସମାଧାନ ନହୋଇ ଉଭୟେ କେବଳ ପରସ୍ପରକୁ ନିନ୍ଦା କରିବାରେ ଲାଗିଛନ୍ତି । ଆଉ ସାଂସଦ ଅନୁଭବ ମହାନ୍ତି ନିଜ ବୈବାହିକ ଜୀବନର ସମସ୍ୟାର କାରଣ ଭିଡ଼ିଓ ମାଧ୍ୟମରେ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *