କେ-ଶ ଉଠାଇ ନେବାକୁ ଦୀପିକାଙ୍କୁ ଟଙ୍କା ଜାଜୁଛନ୍ତି ଭେସ୍ପା ସୋ ରୁମ ମାଲିକ।

ଭାଇରାଲ ହେଲା ଦୀପିକାଙ୍କୁ ଟଙ୍କା ଯାଚୁଥିବା ସମୟର ଅଡିଓ ରେ-କର୍ଡ। ଅଡିଓ ରେକ-ର୍ଡରେ ଭେସ୍ପା ସୋ ରୁମର ମାଲିକ ସିଧାସଳଖ ଦୀପିକାଙ୍କୁ ପଚାରୁଛନ୍ତି କେତେ ଟଙ୍କା ନେଲେ ତୁ କେ-ଶ ଉଠାଇ ଦେବୁ। ଦୀପିକା ସିଧା ସିଧା କହୁଛନ୍ତି ଟଙ୍କା ନେଇ ମୁଁ କେ-ଶ ଉଠାଇବି ନାହିଁ। ତା ପରେ ଦୀପିକାଙ୍କ ମାଇଣ୍ଡ ୱାସ କରିବାକୁ ଚେଷ୍ଟା କରୁଛନ୍ତି ଭେସ୍ପା ସୋ ରୁମ ମାଲିକ। ଆଉ କହୁଛନ୍ତି ସେ ତ ଜେ-ଲ ଗଲା ତୁ କଣ କହୁଛୁ କେ-ଶ ଉଠାଇ ଦେବୁ କେତେ ଟଙ୍କା ନେବୁ କହ।ଆହୁରି ଭେସ୍ପା ସୋ ରୁମ ମାଲିକ କହୁଛନ୍ତି ମୁଁ ଯେତିକି ଶୁଣୁଛି ଦିନେଶର ବେଲ ହୋଇଯିବ ବୋଧେ। ଶୁଣ ଦୀପିକା ତୁ କଣ କହୁଛୁ ଟଙ୍କା ନେଇ କେ-ଶ ସମାଧାନ କରିଦେବୁ କି ?

ମାଲିକଙ୍କ ଏପରି କଥା ଶୁଣି ଦୀପିକା କହୁଛନ୍ତି କି ମୁଁ ପଇସା ପତ୍ର ଚାହେଁନି ମୁଁ ଚାହେଁ ଦିନେଶ ମୋ ଛୁଆକୁ ବାପାର ପରିଚୟ ଦେଉ ଓ ମତେ ସ୍ତ୍ରୀ ରୂପେ ଗ୍ରହଣ କରୁ। ମୋର ତ ଆଉ ଇ-ଜ୍ଜତ ଫେରିବ ନାହିଁ ଟଙ୍କା ଦେଇ ଦିନେଶ କଣ ମୋ ଇଜ୍ଜ-ତ ଫେ-ରାଇ ଦେବ। ଟଙ୍କା ଦେଲେ ମୋ ଛୁଆ କଣ ବାପାର ପରିଚୟ ଫେରି ପାଇବ। ମାଲିକ କହୁଛନ୍ତି ଏବେ ତାର ବେଲ ହୋଇଗଲେ ଆଉ କଣ କରିବୁ ତୁ ।

ଏପରି କିଛି କହି ଟଙ୍କାର ପ୍ରଲୋ-ଭନ ଦେଖାଇ ଦିନେଶଙ୍କ ପାଇଁ ଦୀପିକାଙ୍କୁ ବୁଝାଉଥିଲେ ଭେସ୍ପା ସୋରୁମର ମାଲିକ। ଆଉ ଦୀପିକା ତାଙ୍କ କଥାରେ ରାଜି ହୋଇନଥିଲେ। ଦୀପିକାଙ୍କ କହିବା କଥା ଥିଲା କି ଦିନେଶ ତାଙ୍କୁ ସ୍ତ୍ରୀ ରୂପେ ଗ୍ରହଣ କରନ୍ତୁ। ଦୀପିକା ତାଙ୍କ କଥାରେ ରାଜି ନହେବାରୁ ଅତି ଚାଲାଖର ସହ ମାଲିକ କଲ କା-ଟି ଦେଇଥିଲେ।

ଦୀପିକାଙ୍କ କହିବା କଥା ଦିନେଶଙ୍କ ଓକିଲ ହେଉଛନ୍ତି ଭେସ୍ପା ସୋରୁମର ମାଲିକଙ୍କ ବାପା ତେଣୁ ମାଲିକ ଦିନେଶ ପାଇଁ ଓକି-ଲାତି କରୁଛନ୍ତି। ସେପଟେ ଦୀର୍ଘ ଦିନ ହେଲା ଲୁ-ହ ଲ-ହୁକୁ ଏକାଠି କରି ଦୀପକା ନ୍ୟା-ୟ ପାଇଁ ଧାର-ଣାରେ ବସିଥିବା ବେଳେ ଦିନେଶ ଘର ଭିତରେ ଏଞ୍ଜୟ କରୁଥିବା କଥା ଦୀପିକା କହିଛନ୍ତି। ଭଲ ପାଇ ପ୍ରତା-ରଣା କଲେ ଦିନେଶ। ଭଲ ପାଇ ଦୀପିକାଙ୍କ ମାନ ସମ୍ମାନ ସବୁକିଛି ମାଟିରେ ମିଶାଇ ଦେଲେ।

ଆଉ ଏବେ ବିବାହ କରିବା ବଦଳରେ ଅନେକ ବାହାନା ଦେଖାଇ ବିବାହ କରିବାର ସମ୍ଭାବନା ନାହିଁ ବୋଲି କହୁଛନ୍ତି ଦିନେଶ। ତେବେ ଦେଖିବାକୁ ବାକି ରହିଲା କେବେ କେବେ ଦୀପିକାଙ୍କୁ ନ୍ୟା-ୟ ମିଳୁଛି କେବେ ଦିନେଶ ଦୀପିକାଙ୍କୁ ସ୍ତ୍ରୀ ଭାବେ ଗ୍ରହଣ କରୁଛନ୍ତି।

ସେପଟେ ଦୀପିକା ଟଙ୍କାର ଲୋ-ଭରେ ପ୍ରଲୋ-ଭିତ ନହୋଇ। ଦିନେଶଙ୍କ ଘର ଆଗରେ ଧାରଣାରେ ବସିଥିବା ବେଳେ ଦୀପିକାଙ୍କ କୁନି ପୁଅର ଦେହ ଧୀରେ ଧୀରେ ଅସୁସ୍ଥ ହେବାରେ ଲାଗିଛି।ତଥାପି ଦୀପିକା ଛାତିକୁ ପଥର କରି ପୁଅକୁ ନ୍ୟା-ୟ ଦେବାକୁ ବର୍ଷା ଖରାରେ ଭିଜି ଭିଜି ଚା-ତକ କରି ଚାହିଁଛନ୍ତି ତାଙ୍କୁ କେବେ ନ୍ୟା-ୟ ମିଳିବ। ଧାର-ଣାକୁ ଆଉ କିଛି ଦିନ ପରେ ଏକ ମାସ ହୋଇଯିବ ହେଲେ ଦିନେଶଙ୍କ ହୃଦୟ ତରଳୁ ନାହିଁ।

Leave a Reply

Your email address will not be published. Required fields are marked *