ସ୍ତ୍ରୀ ସହିତ ଭିଡିଓ କଲ୍ ସାଜିଲା କାଳ , ହୋଇଗଲା ଟ୍ରେନ ଦୁର୍ଘ-ଟଣା

ଲୋକପାଇଲଟଙ୍କ ଏତେ ବଡ ଅବହେଳା ସାଜିଲା କାଳ । ଘଟିଗଲା ଟ୍ରେନ ଦୁର୍ଘ-ଟଣା । କିନ୍ତୁ ଅଳ୍ପକେ ବର୍ତିଗଲେ ଲୋକ । କାହାର ବି କିଛି କ୍ଷ-ତି ହେଲା ନାହିଁ ଆଉ ସବୁକିଛି ବର୍ତ୍ତମାନ ସୁଦ୍ଧା ଠିକ୍ ଠାକ୍ ଥିବା କଥା ଜଣା ପଡ଼ିଛି । ହଁ ଆଜ୍ଞା ଆମେ ଆଜି ଆପଣଙ୍କୁ ଏପରି ଏକ ଘ-ଟଣା ବିଷୟରେ କହିବାକୁ ଯାଉଛୁ , ଯାହା ବିଷୟରେ ଆପଣ ଶୁଣିବା ପରେ କ୍ରୋ-ଧିତ ଅନୁଭବ କରିବେ । ବାହନଗା ଟ୍ରେନ ଦୁର୍ଘ-ଟଣା ପର ଠାରୁ ସମସ୍ତଙ୍କ ମନରେ ଭ-ୟ ପଶି ଯାଇଛି । ସମସ୍ତେ ଟ୍ରେନରେ ଯାତ୍ରା କରିବାକୁ ଭ-ୟ କରୁଛନ୍ତି ।

କିନ୍ତୁ ଆଗ ଅପେକ୍ଷା ଏହି ଭ-ୟ ଟିକିଏ ପରିମାଣରେ କମି କମି ଆସୁଥିବା ବେଳେ ଏମିତି କିଛି ଅବହେଳା ଲୋକଙ୍କ ମନରେ ଆହୁରି ସୃଷ୍ଟି କରି ଦେଉଛି । ଏଇ କିଛି ମାସ ଆଗରୁ ଘଟି ଥିଲା ଭାରତର ସବୁଠାରୁ ବଡ ରେଳ ଦୁର୍ଘ-ଟଣା । ଯାହା କଥା ଏବେ ବି ଭାବି ଦେଲେ ଲୋମ ଟାଙ୍କୁରୀ ହୋଇ ଉଠୁଛି । ଅନେକ ଲୋକଙ୍କ ଜୀବନ ଯିବା ସହିତ କେତେକ ଲୋକଙ୍କ ପତ୍ତା ମଧ୍ୟ ମିଳି ପାରି ନଥିଲା । ଏପରିକି କି କିଛି ଲୋକଙ୍କୁ ତାଙ୍କ ନିଜ ଲୋକ ମଧ୍ୟ ଚିହ୍ନି ପାରି ନଥିଲେ । କିଛି ଲୋକଙ୍କ ଶ-ବ ମଧ୍ୟ ତାଙ୍କ ପରିଜନ ପାଇ ନଥିଲେ ।

ତେବେ ଏପରି ପରିସ୍ଥିତିରେ ବର୍ତ୍ତମାନ ସମୟରେ ଘଟିଥିବା ଦୁର୍ଘ-ଟଣା ଲୋକଙ୍କୁ କ୍ରୋ-ଧିତ କରି ଦେଇଛି । କାହିଁକି ନା ଲୋକପାଇଲଟଙ୍କ ଟିକିଏ ଅବହେଳା ହଜାର ହଜାର ଲୋକଙ୍କ ଜୀବନ ନେଇ ଯାଇଥାନ୍ତା । ସୂଚନା ଅନୁସାରେ , ୨୬ ତାରିଖ ମଙ୍ଗଳବାର ରାତି ୧୦ ଟା ୨୮ ରେ ଘଟି ଯାଇଥିଲା ଏପରି କିଛି ଘ-ଟଣା । ଦିଲ୍ଲୀରୁ ଆସି ମଥୁରା ପହଞ୍ଚି ଯାଇଥିଲା ମେମୁ ଟ୍ରେନ ଆଉ ସମସ୍ତ ଯାତ୍ରୀ ଟ୍ରେନରୁ ଓହ୍ଲାଇ ଯାଇଥିଲେ । ଆଉ ଏହି ସମୟ ମଧ୍ୟରେ ଟ୍ରେନକୁ ପଶି ଥିଲେ ଲୋକପାଇଲଟ ।

କାନ୍ଧରେ କଳା ରଙ୍ଗର ଏକ ବ୍ୟାଗ୍ ନେଇ ଆସିଥିଲେ ଆଉ ହାତରେ ଧରିଥିଲେ ମୋବାଇଲ ଫୋନ , ଯେଉଁଥିରେ ସେ ସ୍ତ୍ରୀ ସହିତ ହେଉଥିଲେ କଥା । ଆଉ ଏହି ଭିଡିଓ କଲ୍ କରୁ କରୁ ସେ ନିଜ ବ୍ୟାଗକୁ ଟ୍ରେନର ଏକ୍ସଲେଟର ଉପରେ ରଖି ଦେଇଥିଲେ । ଯାହା ଫଳରେ ଗାଡ଼ି ଚାଲିବା ଆରମ୍ଭ କରିଥିଲା ଆଉ ଗାଡ଼ି ଯାଇ ପ୍ଲାଟଫର୍ମ ଉପରକୁ ଚଢ଼ି ଯାଇଥିଲା । ଯେଉଁ କଥା କେହି ବୁଝି ପାରି ନଥିଲେ କି ସେ ନିଜେ ମଧ୍ୟ ବୁଝି ପାରି ନଥିଲେ । ତେବେ ଏହା ପରେ ସେ ଟ୍ରେନକୁ ଅଟକାଇ ଥିଲେ । ତେବେ ଏହି ଦୁର୍ଘ-ଟଣାରେ କାହାର କ୍ଷ-ତି ହୋଇ ନଥିବା କଥା ଜଣା ପଡ଼ିଛି । ଅନ୍ୟ ପକ୍ଷରେ ତାଙ୍କୁ ଚାକିରୀରୁ କିଛି ସମୟ ପାଇଁ ବାହାର କରାଯାଇଛି ।

Leave a Reply

Your email address will not be published. Required fields are marked *