” ହୋଟେଲରେ ରହି ସେ-କ୍ସ କରିବା, ଏମିତି ଖୁସି ଆଗରୁ…….” ଦେଖନ୍ତୁ ସ୍ତ୍ରୀ ଆଖି ଆଗରେ କଣ କରୁଥିଲା ସ୍ୱାମୀ।

ବର୍ତ୍ତମାନ ସମୟରେ କୌଣସି ବ୍ୟକ୍ତିକୁ ଭରସା କରିବା କଷ୍ଟକର ହୋଇ ପଡ଼ିଛି। ଯେ କୌଣସି ମୁହୂର୍ତ୍ତରେ ବି ଧୋ-କା ଦେଇ ପାରନ୍ତି। ଅନେକ ଲୋକ ବିଶ୍ୱାସରେ ବିଷ ଦେଇ ବିଶ୍ୱାସ ଘାତକ କରିଥାନ୍ତି। ତେଣୁ ଆଜିର ଜୀବନର ଭରସାଯୋଗ୍ୟ ବ୍ୟକ୍ତି ମିଳିବା କଠିନ ହୋଇ ଯାଇଛି। ଧୋ-କା ଏକ ସାଧାରଣ କଥା ହୋଇଗଲାଣି। ପ୍ରେମୀ ଯୁଗଳଙ୍କ ଠାରୁ ଆରମ୍ଭ କରି ଦମ୍ପତ୍ତି ପର୍ଯ୍ୟନ୍ତ ସମସ୍ତେ ଧୋକା ଓ ନିର୍ଯ୍ୟା-ତନାର ଶି-କାର ହେଉଛନ୍ତି।

ବାହାଘର ପରେ ସ୍ବାମୀ ସ୍ତ୍ରୀ ଦୁହେଁ ଅଗ୍ନିକୁ ସାକ୍ଷୀ ରଖି ସାତ ଜନମ ପର୍ଯ୍ୟନ୍ତ ଏକାଠି ରହିବେ ବୋଲି ପ୍ରତିଜ୍ଞା ନେଇଥାନ୍ତି। କେବଳ ସେତିକି ନୁହେଁ ଦୁହେଁ ବି-ପ-ଦ ଆପଦରେ ପରସ୍ପରକୁ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥାନ୍ତି। ତେବେ ଏଥିମଧ୍ୟରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଥିବା ସମ୍ପର୍କ ପବିତ୍ର ସମ୍ପର୍କ ରୂପେ ବିବେଚନା କରାଯାଏ। ହେଲେ ଯେତେବେଳେ ସ୍ୱାମୀ ହେଉ ଅବା ସ୍ତ୍ରୀ ଯଦି ସେମାନଙ୍କ ମନ ଅନ୍ୟ ପୁରୁଷ କିମ୍ବା ମହିଳା ଆଡକୁ ଯାଇଥାଏ ତେବେ ସେମାନଙ୍କ ସମ୍ପର୍କରେ ଫାଟ ପଡିବା ଆରମ୍ଭ ହୋଇଥାଏ।

ପୁରୁଷ କେନ୍ଦ୍ରିକ ସମାଜରେ ନାରୀ ମାନେ ନିର୍ଯ୍ୟା-ତନାର ଶି-କାର ହେଉଛନ୍ତି। ଯୌ-ତୁ-କ ପାଇଁ ଶି-କାର ହେଉଛନ୍ତି ତ ଆଉ କେତେବେଳେ ଅନ୍ୟ କାରଣରୁ ନିର୍ଯ୍ୟା-ତନା ସହିବାକୁ ପଡିଥାଏ। ଆଜି ଆମେ ଆପଣଙ୍କୁ ଏଭଳି ଏକ ଖବର ବିଷୟରେ କହିବାକୁ ଯାଉଛୁ ଯାହାକି ଅତ୍ୟନ୍ତ ଦୁଃ-ଖ-ଦ କିନ୍ତୁ ବାଃ ବାଃ କହିବାକୁ ଲାଗିବେ। ସ୍ୱାମୀର ଅସଲି ଚେହେରା ଲୋକ ଲୋଚନକୁ ନେଇ ଆସିଛି ସ୍ତ୍ରୀ, ନିଜ ଦୁ-ର୍ବ-ଳ ହୋଇ ନ ପଡି ଅବା ସାହସର ସହ ସ୍ୱାମୀ ସହ ଲ-ଢେ଼-ଇ କରି ନ୍ୟା-ୟ ପାଇଛି।

ତେବେ ପୋ-ଲି-ସ ଚାକିରୀ କରିଥିବା ସତ୍ୟମ ୨୦୧୯ ମସିହାରେ ମନୀଷା ନାମକ ଏକ ଯୁବତୀଙ୍କୁ ବିବାହ କରିଥିଲେ। ତେବେ ସତ୍ୟମ ନିଜ ଚାକିରୀର ଫାଇଦା ଉଠେଇ ଥିଲେ। ସେ ସ୍ତ୍ରୀକୁ ଯୌ-ତୁ-କ ନିର୍ଯ୍ୟା-ତନା ଦେଇ ଆସୁଥିଲେ। ଟିକେ ଟିକେ କଥାରେ ରା-ଗି ଯାଇ ସ୍ତ୍ରୀକୁ ମା-ଡ଼ ମା-ରିବା ସହ ଘରେ କବାଟ ଦେଇ ବନ୍ଦ କରି ଦେଉଥିଲେ। ବିବାହକୁ ଏତେ ବର୍ଷ ହୋଇ ଥିଲେ ମଧ୍ୟ ମନୀଷା ମାଆ ହେବାର ସୌଭାଗ୍ୟ ପାଇ ନାହାଁନ୍ତି ବୋଲି କହିଛନ୍ତି।

ତେବେ ସ୍ୱାମୀର ନିର୍ଯ୍ୟା-ତନା ତାଙ୍କ ପାଇଁ ଅସ-ହ୍ୟ ହୋଇ ପଡ଼ିଥିଲା। ସେ ସ୍ୱାମୀଙ୍କ ନାମରେ ଥା-ନାରେ ବରଂ ଅଭି-ଯୋଗ କରିବା ସତ୍ତ୍ୱେ କୌଣସି ପଦକ୍ଷେପ ନିଆ ଯାଇ ନଥିଲା। ଶେଷରେ ସେ ବାପ ଘରକୁ ଜଣାଇ ମହିଳା ଥା-ନାରେ ସ୍ୱାମୀଙ୍କ ନାମରେ ଅଭି-ଯୋଗ କରିଥିଲେ। ଅଭି-ଯୋଗରେ ଉଲ୍ଲେଖ ଅଛି ଯେ ଅଭି-ଯୁକ୍ତ ସ୍ୱାମୀ ବିବାହର କିଛି ଦିନ ପର୍ଯ୍ୟନ୍ତ ଭଲରେ ରଖିଥିଲେ ଏବଂ ଏହାପରେ ନିର୍ଯ୍ୟା-ତନା ଦେବା ଆରମ୍ଭ କରି ଦେଇଥିଲେ। ସେ ଘରକୁ ଆସୁଥିବା ଖବର କାଗଜ ପଢିବାକୁ ଦେଉ ନଥିବା ଉଲ୍ଲେଖ ରହିଛି। ପୋ-ଲି-ସ ଯୁବକଙ୍କୁ ଗି-ର-ଫ କରିଥିଲେ କିନ୍ତୁ ଅଭି-ଯୁକ୍ତ ବର୍ତ୍ତମାନ ଜା-ମି-ନରେ ବାହାରି ଆସିଲା।

ସ୍ୱାମୀ ଜେ-ଲରୁ ବାହାରି ଯାଇଥିବା ଖବର ଜାଣିବା ପରେ ଚୁପ ହୋଇ ବସି ନଥିଲେ ସ୍ତ୍ରୀ। ସେ ଫେସବୁକରେ ଏକ ନକଲି ଆକାଉଣ୍ଟ ଖୋଲି ସ୍ୱାମୀଙ୍କ ସହ ଚର୍ଟିଂ କରିବା ଆରମ୍ଭ କରି ଦେଇଥିଲେ। ତେବେ ସ୍ୱାମୀ ଅନ୍ୟ ମହିଳା ଭାବି ଅ-ଶ୍ଳୀ-ଳ କଥା ହେବାକୁ ଲାଗିଲେ। ଏପରିକି ଶାରୀ-ରିକ ସଂ-ପର୍କ ରଖିବା ପାଇଁ ଅଫର ମଧ୍ୟ କଲେ। ତେବେ ସେ ଜାଣି ନଥିଲେ ଯେ ତାଙ୍କ ସ୍ତ୍ରୀ ହିଁ କଥା ହେଉଛି।

ତେବେ ତାଙ୍କର ସମସ୍ତ ଅ-ଶ୍ଳୀ-ଳ ଚର୍ଟିଂ କୁ ସ୍ତ୍ରୀ କୋର୍ଟରେ ଉପସ୍ଥାପନ କରି ତାଙ୍କ ଠାରୁ ଛା-ଡପ-ତ୍ର ନେଇଛନ୍ତି। କୋର୍ଟ ସ୍ତ୍ରୀକୁ ୨ ଲକ୍ଷ ଟଙ୍କା ଦେବା ସହ ଭରଣ ପୋଷଣ ପାଇଁ ମାସକୁ ୭ ହାଜର ଟଙ୍କା ଦେବା ପାଇଁ ନିର୍ଦ୍ଦେଶ ଦେଇଛି।

Leave a Reply

Your email address will not be published. Required fields are marked *