ଜାଣନ୍ତୁ କିଛି ଅଦ୍ଭୁତ ଚୋ-ରମାନଙ୍କ ବିଷୟରେ।

କଥାରେ ଅଛି ଚୋ-ର ଯେତେ ଚାଲାକ୍ ହେଲେବି କେବେନା କେବେ ଧ-ରା ପଡେ। ଏବେ ଜନ ସଂଖ୍ୟା ବଢିବା ସହିତ ବେରୋଜଗାରିଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି ଯାହାଦ୍ଵାରା ଲୋକମାନେ ଟଙ୍କା ପାଇଁ ମଣିଷ ମା-ରି-ବା,ଚୋ-ରି କରିବା ଭଳି କାମ କରୁଛନ୍ତି। ଚୋ-ରଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି ସେଥିପାଇଁ ହୁସିଆର ଚୋ-ରଙ୍କ ଅପେକ୍ଷା ମୂର୍ଖ ଏବଂ ବୋକା ଚୋ-ର ଅଧିକ ଦେଖା ଯାଉଛନ୍ତି। ଆସନ୍ତୁ ଜାଣିବା ଏମିତି କିଛି ମୂର୍ଖ ଚୋ-ରଙ୍କ ବିଷୟରେ।

ଦୁଇଟି ଚୋ-ର ଘରେ ତାଲା ପଡ଼ିଥିବାର ଦେଖି ନିଜ ବାଇକ୍ ରୁ ଓଲାହି ପାଚେରେ ଡେଇଁ ଘର ଭିତରେ ପଶିଲେ। ଏପଟେ ସେପଟେ କିଛି ନ ପାଇ ଗ୍ୟାସ ସିଲିଣ୍ଡର ଧରି ପାଚେରେ ଡେଇଲା ବେଳେ ଘରର ମାଲିକକୁ କାର ରେ ଆସୁଥିବାର ଦେଖି ଦୌଡ଼ି ପଳାଇଲେ। ଅନ୍ୟ ଘରେ ପଶି ଚୋ-ରି କରିବାକୁ ଆସିଥିଲେ କିନ୍ତୁ ନିଜ ବାଇକ୍ କୁ ଛାଡି ପଳାଇଲେ।

ଏହି ଭିଡିଓରେ ଆପଣ ଦେଖିବେ ପେଟ୍ରୋଲ ପମ୍ପରେ କାମ କରୁଥିବା ଜଣେ ବ୍ୟକ୍ତି କାରରେ ପେଟ୍ରୋଲ ପକାଇ ସରିବା ପରେ କାର ମାଲିକ ଟଙ୍କା ନଦେଇ ପଳେଇ ଯାଉଥିଲା ଠିକ୍ ସେତିକିବେଳେ ପେଟ୍ରୋଲ ପମ୍ପର କର୍ମଚାରୀ ଜଣଙ୍କ କାର୍ ର ପଛ କାଚକୁ ଗୋଟେ ବଡ଼ ପଥର ମା-ରି ଭାଙ୍ଗିଦେଲେ। କାରର ମାଲିକ ଯେତିକି ଟଙ୍କାର ପେଟ୍ରୋଲ ପକେଇ ନଥିବେ ଏବେ ତା ଠାରୁ ଅଧିକ ଖର୍ଚ୍ଚ କରିବାକୁ ପଡିବ।

ଜୁନ ୨୦୧୯, ରାଜସ୍ଥାନର ଉଦୟପୁର ରେ ଦୁଇ ଜଣ ପୋ-ଲି-ସ୍ ସାଧାରଣ ଲୋକଙ୍କ ପୋଷାକ ପିନ୍ଧି ବାଇକ୍ ଉପରେ ବସି ଅନ୍ୟ ପୋ-ଲି-ସ୍ ଙ୍କ ସହ ଫୋନ୍ ରେ କଥା ହେଇ ଚେନ୍ ଚୋ-ର ଉପରେ ନଜର ରଖିଥିଲେ। ଠିକ୍ ସେତିକି ବେଳେ ଚୋ-ର ଜଣେ ମହିଳାଙ୍କ ଚେନ୍ ଚୋ-ରିକରି ପାଲେଇ ଯିବାବେଳେ ପୋ-ଲି-ସ୍ ହାତରେ ଧାର ପଡ଼ିଗଲା।

ଅଗଷ୍ଟ ୨୦୧୯, ଭେତନାମ ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତିଙ୍କ ନଜର ଘର ଆଗରେ ଥୁଆ ହେଇଥିବା ନୂଆ ଚପଲ ଉପରେ ପଡ଼ିଲା। ନୂଆ ଚପଲ ଦେଖି ସେ ବାଇକ୍ ରୁ ଓଲ୍ଲାହି ଫୋନରେ କଥା ହେବାର ଅଭିନୟ କରି ନିଜ ଛିଡା ଚପଲ ବଦାଳି ନୂଆ ଚପଲ ପିନ୍ଧି ବାଇକ୍ ରେ ପଳାଇଲା ସେ ଭାବୁଥିଲା ତାକୁ କେହି ଦେଖି ନାହାନ୍ତି କିନ୍ତୁ ରାସ୍ତାରେ ଲାଗିଥିବା ସିସି ଟିଭି ରେ ତା ମୁହଁ ଭଲସେ ଦେଖା ଯାଉଥିଲ।

ଇଂଲଣ୍ଡରେ ଜଣେ ଅମାଜନ ଡେଲିଭରି ବଏ ଅର୍ଡର ଡେଲିଭରି କଲା ବେଳେ ଦେଖିଲା ଘରେ କେହି ନାହାନ୍ତି ସେ ନିଜ ଫୋନ୍ ରେ ଅ-ର୍ଡ-ର ଡେଲିଭରି ହେଇଗଲା ବୋଲି ପ୍ରୁଫ ଦେଇସାରି ନିଜେ ଅ-ର୍ଡ-ର ନେଇ ପଳାଇଲା କିନ୍ତୁ ଏ ସବୁ ଘଟଣା ଘର ଆଗରେ ଲାଗିଥିବା ସିସିଟିଭି ରେ କ-ଏ-ଦ ହେଇଥିଲା।

ଇଣ୍ଡୋନେସିଆରେ ଦୁଇ ଜଣ ପିଲା ଖରାବେଳ ଗୋଟେ ଦୋକାନ ଆଗରେ ଝିଡ଼ା ହୋଇ କୁକୁଡ଼ା ଚୋ-ରି କରୁଥିଲେ ଠିକ୍ ସେଇ ସମୟରେ ଭିଡିଓ କରୁଥିବା ବ୍ୟକ୍ତି ଜଣଙ୍କ ପାଟି କରିବାରୁ ପିଲାମାନେ କୁକୁଡ଼ା ଥୋଇ ପଳାଇଲେ।

ଡିସେମ୍ବର ୨୦୨୧,ଇଣ୍ଡୋନେସିଆରେ ଜଣେ ମହିଳା ତାଙ୍କ ଅଫିସକୁ ଯାଉଥିଲେ ଠିକ୍ ସେଇ ସମୟରେ ଦିଜଣ ଚୋ-ର ମହିଳାଙ୍କ ବ୍ୟାଗ୍ ଚୋ-ରି କରିବାକୁ ଆସିଲେ। ପ୍ରଥମେ ଜଣେ ଆସି ମହିଳାଙ୍କ ହାତରୁ ବ୍ୟାଗ୍ ଛଡ଼ାଉଥିଲା କିନ୍ତୁ ସେ ବ୍ୟାଗ୍ ନେଇ ନ ପାରିବାରୁ ଅନ୍ୟ ଜଣେ ଆସିଲା ଠିକ୍ ସେତିକି ବେଳେ ମହିଳା ଜଣଙ୍କ ନିଜ ବ୍ୟାଗ୍ ଛାଡି ଚୋ-ରର ସ୍କୁଟି ନେଇ ପଳାଇଲେ।

ଅକ୍ଟୋବର ୨୦୨୧, ଇକୁଆଦୋରରେ ଦିଜଣ ଚୋ-ର ଘରେ ପଶି ସାଇକେଲ ଚୋରିକରି କିଛି ବାଟ ଯାଇଛନ୍ତି ପୋ-ଲି-ସ୍ ହାତରେ ଧ-ରା ପଡିଗଲେ କାରଣ ପୋଲିସ୍ ସିସି ଟିଭି ରେ ସବୁକିଛି ଦେଖି ନେଇଥିଲେ।

ପାକିସ୍ତାନରେ ଦୁଇଟି ଚୋ-ର ଘର ଲୁ-ଟିବାକୁ ଆସିନଥିଲେ ସେମାନେ ଘର ବାହାରେ ଥୁଆ ହୋଇଥିବା କମ୍ବଳ ଚୋ-ରି କରିବାକୁ ଆସିଥିଲେ। କମ୍ବଳ ଚୋ-ରିକରି ସାରିବା ପରେ ସେମାନଙ୍କ ନଜର କ୍ୟାମେରା ଉପରେ ପଡ଼ିଲା କିନ୍ତୁ ସେ କିଛି ନଭାବି ସେଠାରୁ କମ୍ବଳ ଚୋ-ରିକରି ବାଇକ୍ ରେ ପଳାଇଲେ।

ପାକିସ୍ତାନ ର କରାଚିରେ ଜଣେ ବ୍ୟକ୍ତି ଟ୍ରାଫିକ ଜମି ଥିବା ବେଳେ ଗୋଟେ ଟ୍ରକ୍ ଉପରେ ଚଢ଼ି ଲୁହା ରଡ଼ ଚୋ-ରି କରୁଥିଲେ। ତାପରେ ଟ୍ରାଫିକ ପୋ-ଲି-ସ୍ ଚୋ-ରକୁ ଧରି ନେଇଥିଲେ।

ମାର୍ଚ୍ଚ ୨୦୨୨, ଉତ୍ତରପ୍ରଦେଶର ବଳିଆଲରେ ଜଣେ ଚୋ-ର ରାତିରେ ଜଣଙ୍କ ଘରେ ପଶି ଚୋ-ରି କରୁଥିଲା। ଚୋ-ରି କରିବା ବେଳେ ସେ ମ-ଦ ବୋତଲ ଦେଖି ନିଜକୁ ସମ୍ଭାଳି ନପାରି ପୁରା ବୋତଲ ମ-ଦ ପିଇ ଦେଇ ସେଇ ଘରେ ସୋଇପଡିଥିଲା। ସକାଳ ହେଲା ବେଳକୁ ଘରଲୋକ ଚୋ-ରକୁ ଦେଖି ପୋ-ଲି-ସ୍ କୁ ଡାକିଲେ। ତାପରେ ପୋ-ଲି-ସ୍ ଚୋ-ରକୁ ଗି-ର-ଫ କରିଥିଲା।

ଅକ୍ଟୋବର ୨୦୨୨, କାନପୁରରେ ପୁଷ୍ପଲତା ନାମରେ ଜଣେ ଚାଲାକ୍ ଚୋ-ରଣି ୪୬ ଗ୍ରାମ ର ସୁନା କାନ ଫୁଲ ଚୋ-ରିକରି ଧରା ପଡ଼ିବାପରେ ପୋ-ଲି-ସ୍ ଆଗରେ ହାତଯୋଡି ଚାଡ଼ି ଦେବାକୁ କହୁଥିଲା।

ଏପ୍ରିଲ ୨୦୨୨, ଆନ୍ଦ୍ରପ୍ରଦେଶର କକୁଲମରେ ଚୋ-ର ୟଲମା ମନ୍ଦିରର ଝରକା ଭାଙ୍ଗି ଚୋ-ରି କରିବା ପାଇଁ ପଶିଲା। ମନ୍ଦୀର ଦେବୀଙ୍କ ଅଳଙ୍କାର ଚୋ-ରିକରି ସାରି ବାହାରକୁ ବାହାରିବା ବେଳେ ଭଙ୍ଗା ଝରକାରେ ଫ-ଶୀ ଯାଇଥିଲା। ତା’ପରେ ଗାଆଁ ଲୋକଙ୍କ ହାତରେ ଧରା ପଡ଼ିଲା।

ଅକ୍ଟୋବର ୨୦୨୧, ହରିୟଣାରେ ବାଇକରେ ଆସିଥିବା ଚୋ-ରଙ୍କୁ ଘର ପାଖରେ କିଛି ଚୋ-ରି କରିବାକୁ ମିଳିନଥିଲା। ସେଥିପାଇଁ ସେ ଘର ପକରେ ଥୁଆ ହେଇଥିବା ଲୁହା କବାଟକୁ ଚୋ-ରି କରି ନେଇଗଲେ।

୨୭ ଫେବୃଆରୀ ୨୦୨୨ ହରିୟାଣର ଜିଙ୍ଗ ସହରରେ ଗୋଟେ ଚୋ-ର ବ୍ୟାଙ୍କର କାନ୍ଥ ଭାଙ୍ଗି ଚୋ-ରି କରିବାକୁ ବ୍ୟାଙ୍କ ଭିତରେ ପଶିଲା କିନ୍ତୁ ସେ ଟଙ୍କା ଥିବା ବକ୍ସ ଭାଙ୍ଗି ନପାରି ସେଠାରୁ ପଳେଇ ଯାଇଥିଲା କିନ୍ତୁ ଯିବ ପୁର୍ବରୁ ସେ ଆଉ ଥରେ ଚୋ-ରି କରିବାକୁ ଆସିବ ବୋଲି କଥାରେ ଲେଖି ଦେଇ ଯାଇଥିଲା।

ପାନିପଥରେ ବଳାଜିତ ନାମରେ ଜଣେ ପିଲା ଏମିତି ଏକ ଚାବି ବନେଇଥିଲା ଯାହାଦ୍ଵାରା ଯେ କୌଣସି ବାଇକ୍ ର ଲକ୍ ଖୋଲିଯାଇଥିଲା କିନ୍ତୁ ଭାଇ ଜଣଙ୍କ ୩ ଦିନ ଭିତରେ ତିନୋଟି ବାଇକ୍ ଚୋ-ରି କରି ପୋ-ଲି-ସ୍ ହାତରେ ଧାର ପଡ଼ିଥିଲେ।

ଚୀନରେ ଦିଜଣ ଚୋ-ର ସ୍କୁଟି ଚୋ-ରି କରିବାକୁ ଆସିଲେ କିନ୍ତୁ ଲକ୍ ଖୋଲିବା ପୁର୍ବରୁ ପକାରେ ଥିବା ଲୋକ ତାଙ୍କୁ ବାଡେଇବାକୁ ଗୋଡାଇଲେ। ତାଙ୍କ ଭିତରୁ ଜଣେ ବ୍ୟକ୍ତି ଚୋର ର ଗାଡ଼ିରେ ବସି ପଡ଼ି ତାକୁ ବହୁତ୍ ବଡେଇଲେ।

୨୧ ମେ ୨୦୨୦, କାଲିଫର୍ଣ୍ଣିଆରେ ଜଣେ ଚୋର ଗ୍ୟାରେଜରୁ ଗାଡି ଚୋ-ରି କରିବାକୁ ଆସିଲା ବେଳେ ପାଖ କାରରେ ବସିଥିବା ୧୦ ବର୍ଷର ଝିଅଟି ଜୋରେ ପାଟି କରି ସମସ୍ତଙ୍କୁ ଡାକିଲା ଯାହା ଫଳରେ ଚୋ-ରଟି ଦୌଡ଼ି ପଳାଇଲା।

ଜାନୁଆରୀ ୨୦୨୦ ଗୋଟେ ମସଜିଦରେ ଜଣେ ବ୍ୟକ୍ତିଙ୍କୁ ତାଙ୍କ ଚପଲ ନମିଳିବାରୁ ସେ ସିସି ଟିଭି ଦେଖିଲେ। ସେ ଦେଖିଲେ ଜଣେ ଚୋ-ର ତାଙ୍କ ଚପଲକୁ ପ୍ୟାଣ୍ଟ୍ ଭିତରେ ପୁରାଇ ସେଠାରୁ ପଳେଇଲେ।

ଅଗଷ୍ଟ ୨୦୧୫, ସାଉଥ ଆଫ୍ରିକାରେ ଗୋଟେ ଚୋ-ର ଜଣଙ୍କ ଘରେ କୁକୁର ପରି ଚାରି ଗୋଡ଼ରେ ଚାଲି ଚାଲି ପଶୁଥିଲା ଠିକ୍ ସେତିକି ବେଳେ ତାଙ୍କ ଘରେ ଥିବା କୁକୁର ଚୋ-ରକୁ ଗୋଡ଼ାଇଲେ ଚୋ-ର ନିଜ ଜିବନ ବଞ୍ଚାଇ ଦଉଡି ପଳାଇଲା।

ୟୁକେରେ ଜଣେ ଚୋ-ର କାରର କାଚ ଭାଙ୍ଗି କାର ଚୋ-ରି କରିବାକୁ କାର ଭିତରେ ପଶୁପଶୁ କିଛି ରଙ୍ଗ ନଥିବା ପାଣି ତ ଉପରେ ସ୍ପ୍ରେ ହେଇଗଲା ଆଉ ଯେତେବେଳେ ରାତିରେ ତ ଉପରେ ଲାଇଟ୍ ପଡ଼ିଲା ସେତେବେଳେ ତା ଦେହସାରା ସବୁଜ ରଙ୍ଗ ଦେଖା ଗଲା ତା’ପରେ ପୋ-ଲି-ସ୍ ତାକୁ ଗି-ର-ଫ କରିନେଲେ ।

ଚୀନରେ ଭୋର ୫ ବେଳେ ଦୋକାନର କବାଟ ଖୋଲିବା ଦେଖି ଚୋର ଚୋ-ରି କରିବାକୁ ଭାବିଲା କିନ୍ତୁ ସେ ଜାଣି ନଥିଲା ଯେ ଦୋକାନୀ ଦୋକାନ ଭିତରେ ଅଛି। ଠିକ୍ ଦୋକାନ କବାଟ ଖୋଲୁ ଖୋଲୁ ଦୋକାନୀ ଜଣକ କାଚ ବୋତଲରେ ଚୋ-ର ମୁଣ୍ଡକୁ ପି-ଟିଦେଲେ।

କାଲିଫର୍ଣ୍ଣିଆର ଗୋଟେ ସପିଙ୍ଗ ମହଲରେ ଜଣେ ମହିଳା ଦର୍ପଣ ଆଗରେ ହାର ଦେଖି ଦେଖି ନିଜ ବ୍ୟାଗ୍ ରେ ପୁରେଇ ଦେଲେ କିନ୍ତୁ ସେ ଯେବେ ଦେଖିଲେ ଏ ସବୁ କ୍ୟାମେରାରେ ରେ-କ-ର୍ଡ ହେଉଛି ସେ ସମୟରେ ତାଙ୍କ ମୁହଁ ବଙ୍କା ହେଇଗଲା।

Leave a Reply

Your email address will not be published. Required fields are marked *