ପାରସ ପଥରର କାହାଣୀ। ଏମିତି ପଥର ଯାହା ଲୁହାକୁ ସୁନାରେ ବଦଳେଇ ଦେଇଥାଏ। ଆଜି ବି ମହଜୁଦ ଅଛି।

ବନ୍ଧୁମାନେ କଣ ଆପଣ ଜାଣନ୍ତି ପଥରର ମହତ୍ତ୍ଵ ଯାହା ଲୁହାକୁ ବି ସୁନା କରିଦେଇଥାଏ। ଏହା ଆଶ୍ଚର୍ଯ୍ୟ ଲାଗିଲେ ବି ସତ ଅଟେ କାରଣ ଦୁନିଆରେ ଏପରି କିଛି ଜିନିଷ ଅଛି ଯାହା ଆମକୁ ମିଳିଲେ ଆମକୁ ଲାଗିଥାଏ କି ଭାଗ୍ୟର ଫଳ ଏପରି କରୁଛି। ଏହା ସହିତ ଆପଣ ଏହି ଚମତ୍କାରକୁ ବିଶ୍ୱାସ ମଧ୍ୟ କରିପାରନ୍ତି ନାହିଁ ଓ ଭାବନ୍ତି କି କଣ ସତରେ ଏପରି ହେଇଥିବ। ଆଜି ଆମେ ଆପଣଙ୍କୁ କିଛି ଏପରି ବିଷୟରେ କହିବୁ ଯାହା ଆପଣଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେବ। ଆଜି ଆମେ ଜାଣିବା ପାରସ ପଥର ବିଷୟରେ ଯାହାକୁ ଲୁହରେ ସ୍ପର୍ଶ କଲେ ମଧ୍ୟ ଏହା ସୁନା ହୋଇଯାଏ।

ଏହି ପଥରକୁ ଆଜି ପର୍ଯ୍ୟନ୍ତ କେହି ଦେଖି ପାରିବା ଅବା ବ୍ୟବହାର କରି ପାରିବା ଭଳି ଲୋକ ଦେଖା ଯାଇନାହିଁ। ଥରେ ଭାବି ଦେଖନ୍ତୁ ଯଦି ଆପଣଙ୍କୁ ଏହି ପଥର ମିଳିଯାଏ ତେବେ କଣ ହବ। ଆଜି ଆମେ ଏହାର କିଛି ବିଶେଷତ୍ଵ ବିଷୟରେ କହିବୁ ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ପଥର ବିଷୟରେ ଏହି କଥା ଜଣା ପଡ଼ିଛି କି ଆଜି ପର୍ଯ୍ୟନ୍ତ ଏହି ପଥରକୁ ପାଇଥିବା ଲୋକ ଜୀବନ ଧରି ରହି ନାହିଁ।

ଏହାର ପ୍ରଥମ କାହାଣୀ ମଧ୍ୟ ପ୍ରଦେଶର ଅଟେ। ଯାହା ଏଠାରୁ ୫୦ କିମି ଦୂରରେ ଏକ ଅଟ୍ଟାଳିକା ଅଛି ଯାହାର ନାମ ରାୟ ସେନ୍ ଅଟ୍ଟାଳିକା ଅଟେ। କୁହାଯାଏ କି ସେହି ରାୟ ସେନ୍ ରାଜାଙ୍କ ପାଖରେ ଏହି ପାରସ୍ ପଥର ଥିଲା। କୁହାଯାଏ କି ପଥରକୁ ନେଇ ବହୁ ଯୁ-ଦ୍ଧ ହେଇଛି। ଯୁ-ଦ୍ଧ ହେବା ପରେ ଯେବେ ରାଜାଙ୍କୁ ଲାଗିଲା କି ସେ ଏବେ ଏହି ଯୁ-ଦ୍ଧରେ ଜିତି ପାରିବେ ନାହିଁ ଓ ଏହି ପାରସ ପଥରକୁ ସେ ବଞ୍ଚେଇ ପାରିବେ ନାହିଁ। ତେଣୁ ସେ ଏହି ପାରସ ପଥରକୁ ନଦୀରେ ଫିଙ୍ଗିଦେଲେ।

ଲଢେଇରେ ରାଜାଙ୍କର ମୃ-ତ୍ୟୁ ହେଲା ଓ ମହଲ ସବୁ ବେଳ ପାଇଁ ଖାଲି ଓ ସୁଂସାନ ହେଇଗଲା। କୁହାଯାଏ କି ଏହି ପଥର ଆଜି ଯାଏଁ ବି ସେହି ମହଲରେ ଅଛି ହେଲେ କେଉଁଠାରେ ହଜି ଯାଇଛି। ଏହାପରେ ଅନ୍ୟ ରାଜା ମଧ୍ୟ ଆସି ଏଠାରେ ରାଜୁତି କରିଛନ୍ତି ଓ ଏହି ମହଲରେ ଖୋଦେଇ କରିଛନ୍ତି। ହେଲେ କାହାକୁ ବି ସେହି ପାରାସ ପଥର ମିଳିଲା ନାହିଁ। କୁହାଯାଏ କି କେହି କେହି ପାରାସ୍ ପଥରକୁ ପାଇବା ପାଇଁ ତାନ୍ତ୍ରିକକୁ ମଧ୍ୟ ନେଇ ଯାଇଛନ୍ତି। ହେଲେ ତାଙ୍କୁ କେବଳ ନିରାଶା ହିଁ ମିଳିଛି।

ଏହା ବ୍ୟତୀତ କୁହାଯାଏ କି ଏହି ପଥରକୁ ଖୋଜିବାକୁ ଆସିଥିବା ଲୋକ ତାର ମାନ-ସିକ ସନ୍ତୁଳନ ହରେଇ ବସିଛି। କାରଣ ପାରଶ ପଥରର ସୁର-କ୍ଷା ଜଣେ ଜିନ୍ ହିଁ କରୁଛି। ହେଲେ ଅର୍ଚିଓଲୋଜିଙ୍କୁ ଆଜି ଯାଏଁ ଏପରି କିଛି ପ୍ରମାଣ ମିଳିନାହିଁ। ଶୁଣା ଶୁଣି କଥାରେ ବହୁ ଲୋକ ଏଠାରେ ପାରସ ପଥର ଖୋଜିବାକୁ ଆସନ୍ତି।

ୱିନର ଥାଷ୍ଟର୍ ନାମକ ଜଣେ ବ୍ୟକ୍ତି ନିଜ ଆର୍ଟିକିଲରେ ପାରସ ପଥର ବିଷୟରେ ଲେଖିଥିଲେ। ଏହାର ଟାଇଟେଲ ଥିଲା ‘ଦ ଆର୍ଟିକଲ ଅଫ ଇଣ୍ଡିଆ’। ଏଥିରେ ଲେଖା ଅଛି କି ଏହି ପଥର ଭାରତରେ ରହୁଥିବା ଜଣେ ଘାସ କାଟୁଥିବା ଲୋକକୁ ଏହା ମିଳିଥିଲା। ଏହା ମଧ୍ୟ ମଧ୍ୟ ପ୍ରଦେଶର ଅଟେ। କୁହାଯାଏ କି ଏହି ବ୍ୟକ୍ତି ଦିନରେ ଘାସ କାଟେ ଓ ସନ୍ଧ୍ୟାରେ ଏହି ଘାସକୁ ବିକି ଜୀବନ ବିତୋଇଥିଲା।

କୁହାଯାଏ କି ଏହି ବ୍ୟକ୍ତି ଯେବେ ଘାସ କାଟୁଥିଲା ତେବେ ସେତେବେଳେ ତାର କତୁରୀ କେଉଁ ଜିନିଷରେ ବାଜି ଗଲା ଓ ହଠାତ୍ ଦେଖୁ ଦେଖୁ ସୁନାରେ ବଦଳି ଗଲା। ତାକୁ ଭ-ୟ ଥିଲା କି ଯଦି ରାଜା ଏହି ବିଷୟରେ ଜାଣନ୍ତି ତେବେ ତାକୁ ଜେ-ଲରେ ବନ୍ଦୀ କରିଦେବେ। ସେ ନିଜେ ଏକ ଲୁହା ବନୋଇଥିବା ଲୋକ ପାଖକୁ ଯାଇ କହିଲା ତୁମେ ମୋ ସୁନା କଟୁରୀ ନେଇ ମୋତେ ଏକ ଲୁହାର କଟୁରୀ ଦେଇଦିଅ। ଘାସ କା-ଟୁଥିବା ଲୋକ ଟି ବହୁ ସିଧା ସାଧା ଥିଲା ତେଣୁ ତାର ଫାଇଦା ଉଠାଗଲା।

କିଛି ସମୟ ପଚରା ପଚାରି ପରେ ଲୁହା ଦୋକାନୀ ସମସ୍ତ ଘ-ଟ-ଣା ଜାଣିପାରି ସେହି ଜାଗାକୁ ଗଲା ଓ ବହୁ ଖୋଜା ଖୋଜି ଓ ଖୋଳ ତାଡ଼ ପରେ ତାକୁ ସେ ଜିନିଷ ମିଳିଲା। ସେ ଆଉ କିଛି ନଥିଲା ଏକ ଛୋଟ ପଥର ଥିଲା। ଲୁହା ଦୋକାନୀକୁ ଏହି ଖବର ଥିଲା କି ଏହି ପଥର ଯେଉଁ ଜିନିଷରେ ବାଜିବ ତାହା ସୁନା ହୋଇଯିବ। ଏହା ପରେ ଲୁହା ଦୋକାନୀ ଛୋଟ ଛୋଟ ଜିନିଷକୁ ସୁନାରେ ପରିଣତ କରିବା ଆରମ୍ଭ କରିଦେଲା। ଏହା ପରେ ତାର ଜୀବନ ପୁରା ପୁରୀ ବଦଳି ଗଲା।

ଏବେ ସେହି ଲୁହା ଦୋକାନୀ ସାହୁକାର ବନିଗଲା ଓ ତା ପାଖରେ ଧୀରେ ଧୀରେ ତା ଝିଅ ବଡ଼ ହେଇଗଲା। ଏହି ଦୋକାନି ତା ଝିଅର ବାହାଘର ରାଜାଙ୍କ ପୁଅଙ୍କ ସାଙ୍ଗରେ କରିବା ପାଇଁ ସ୍ଥିର କଲା। ଦୋକାନୀ ଯୌ-ତୁ-କରେ କେବଳ ଏହି ପାରସ ପଥର ହିଁ ଦେଇଥିଲା। ହେଲେ ରାଜାଙ୍କୁ ଲାଗିଲା ଲୁହା ଦୋକାନୀ ପାଖରେ ପ୍ରବଳ ସୁନା ଅଛି ଆଉ ସେ ତା ଝିଅକୁ ସବୁ ଦେଇଦେବ।

ହେଲେ ଏହା ହେଲା ନାହିଁ ବାହାଘର ହେଇ ଝିଅ ବିଦା ମଧ୍ୟ ହେଇଗଲା। ହେଲେ ବିଦାଇ ପରେ ବାଟରେ ରାଜା କନ୍ୟାକୁ ପଚାରିଲେ କି ତୋର ବାପା ତତେ କିଛି ସୁନା ଜିନିଷ ଦେଲେନି। ଏହାର ଉତ୍ତରରେ ଝିଅ ଟି ସେହି ପାରସ ପଥରକୁ ତା ସ୍ବାମୀ ହାତକୁ ଦେଲା ଓ କହିଲା କି ଏହା ତୁମ ଆସୁଥିବା ୭ ପିଢ଼ିର ଗରିବୀ ଦୂର କରିଦେବ।

ଏହା ଦେଖି ରାଜା ରା-ଗି ଯାଇ ଏହି ପଥରକୁ ଫିଙ୍ଗି ଦେଲେ ଯାହା ଯାଇ ନଦୀରେ ପଡ଼ିଲା। ହେଲେ ଝିଅ ଏହି ସବୁ ଜାଣି ବହୁ ଚିନ୍ତାରେ ପଡ଼ିଗଲା ଓ ପାରସ ପଥର ବିଷୟରେ ରାଜାଙ୍କୁ କହିଲା। ହେଲେ କିଛି ନଜାଣି ରାଜା ଏହି ପଥରକୁ ଫି-ଙ୍ଗି ଦେଇଥିବାରୁ ନିଜେ ବହୁ ଅନୁତାପ କଲେ। ହେଲେ କୁହାଯାଏ କି ଯଦି ସବୁ କିଛି ବ-ର୍ବା-ଦ ହୋଇଯାଏ ତେବେ ଖାଲି ନି-ରା-ଶା ହିଁ ରହିଯାଏ। ଏହା ପରେ ରାଜା ନର୍ମଦା ନଦୀକୁ ଚାରି ପଟୁ ବହୁ ଖୋଜା ଖୋଜି କଲେ। ହେଲେ ତାଙ୍କୁ ଏହି ପଥର ଆଉ ମିଳିଲା ନାହିଁ ବରଂ କେବଳ ନି-ରା-ଶା ହିଁ ମିଳିଲା। ସେଥିପାଇଁ କୁହାଯାଏ କି ପାରସ ପଥର ନର୍ମଦା ନଦୀରେ ହିଁ ଅଛି।

ଏବେ ଆଉ ଏକ କାହାଣୀ ଶୁଣନ୍ତୁ ଯେଉଁଠି ଏକ ଯୋ-ଦ୍ଧା ଯାହାଙ୍କ ନାମ ଯୋ-ଦ୍ଧା ଦୁର୍ଗା ପିଣ୍ଡାରି। ଯିଏ ନର୍ମଦା ନଦୀ କୂଳରେ ଯୁ-ଦ୍ଧ କରୁଥିଲା। ଲ-ଢେ-ଇରେ ଅଚାନକ ତାର ଖଣ୍ଡା ହଳଦିଆ ପଡ଼ିଗଲା। ଯୁ-ଦ୍ଧ ସରିବା ପରେ ଯୋ-ଦ୍ଧା ଜଣକ ତା ଖଣ୍ଡାକୁ ଏକ ଦୋକନିକୁ ଦେଖେଇବା ପରେ ଜଣା ପଡିଲା କି ଏପରି ସୁନା ଆଉ କୋଉଠି ବି ମିଳେନି ଏତେ ସହଜରେ। ଏହା ପରେ ଲୋକ ଟି କହିଲା କି ଏହି ଖଣ୍ଡା ଏକ ପାରସ ପଥରରେ ଯାଇ ବାଜି ଏପରି ସୁନାରେ ବଦଳି ଯାଇଛି।

ଏହି କଥା ଶୁଣି ସେ ଯୋ-ଦ୍ଧା ବହୁ ଆଚମ୍ବିତ ହେଇଗଲା ଓ ଏତେ ଆଚମ୍ବିତ ହେଇଗଲା କି ସେ ତାର ସମସ୍ତ ସୈନିକକୁ ନେଇ ନର୍ମଦା ନଦୀ କୂଳରେ ଯାଇ ପହଁଚିଗଲା। ହେଲେ ଏତେ ଖୋଜା ଖୋଜି ପରେ ମଧ୍ୟ ସେହି ଦୁର୍ଗା ପୁଣ୍ଡାରୀଙ୍କୁ କେବଳ ନି-ରା-ଶା ହିଁ ମିଳିଲା। ହେଲେ ଏହି କାଠର କେତେ ସତ୍ୟତା ରହିଛି ଏହା ତ ରେସର୍ଚ୍ଚ କରୁଥିବା ଲୋକ ହିଁ କହିପାରିବେ। ଏବେ ସେଠାରେ ବହୁ ରିସର୍ଚ୍ଚ ଚାଲିଛି। ତେଣୁ ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ହେବ କି ଏହି ପାରସ ପଥର ପୁରାଣରେ ମଧ୍ୟ ବର୍ଣ୍ଣିତ ଅଟେ। ଏହା ଥିଲା କିଛି କାହାଣୀ ବିଷୟରେ ଯାହାକୁ ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇ ଥିବେ।

Leave a Reply

Your email address will not be published. Required fields are marked *