ଭାଇରାଲ ହେଉଛି ପ୍ରେମିକ ପ୍ରେମିକାଙ୍କ ଅଡିଓ କଲ୍ , ଜୀବନ ବ-ର୍ବାଦ କରିଦେଲ ବୋଲି କହୁଛନ୍ତି ପ୍ରେମିକା

ପ୍ରେମ କରି ଆଜିର ଜମାନାରେ ଅନେକ ଲୋକ ବି-ଫଳ ହେଉଛନ୍ତି ଆଉ ବହୁତ କ-ଷ୍ଟ ବି ପାଉଛନ୍ତି । ତେବେ କିଛି ଦିନ ପ୍ରେମ କରିବା ପରେ ସେମାନେ ଅତି ନିକଟତର ହୋଇ ଯାଉଛନ୍ତି ଆଉ ଶାରୀ-ରିକ ସ-ମ୍ପର୍କ ରଖୁଛନ୍ତି । ତେବେ ବର୍ତ୍ତମାନ ମଧ୍ୟ ଏପରି ଏକ ଖବର ଆସିଛି , ଯାହାକୁ ଶୁଣିବା ପରେ ଆପଣଙ୍କ ମୁଣ୍ଡ ବୁଲାଇ ଦେବ ।

ଜଣେ ଯୁବତି ଚାରି ଚାରି ଥର ଗର୍ଭ-ବତୀ ହୋଇଛନ୍ତି ଆଉ ତାପରେ ଗ-ର୍ଭପା-ତ ମଧ୍ୟ କରାଇଛନ୍ତି । ଆଉ ଏହା ପଛର କାରଣ ତାଙ୍କ ପ୍ରେମିକ ଅଟନ୍ତି , ଯିଏକି ତାଙ୍କୁ ବିବାହ କରିବାକୁ ରାଜି ନାହାନ୍ତି । ତେବେ ବର୍ତ୍ତମାନ ଯୁବତୀ ଆଉ ଯୁବକ ଏ ବାବ-ଦରେ କଥାବାର୍ତ୍ତା ହେଉଥିବା ସମୟର ଏକ ଅଡିଓ କଲ୍ ରେ-କର୍ଡ ଭାଇରାଲ ହୋଇଅଛି ।

ତେବେ ଫୋନରେ ଯୁବତୀ ଜଣକ ନିଜ ପ୍ରେମୀକଙ୍କୁ କହୁଛନ୍ତି ଧନ ତୁମେ ମୋତେ ଧୋ-କା ଦେଇ ଦେଲ । ମୋତେ ଚାରି ଚାରି ଥର ଗର୍ଭ-ବତୀ କରାଇ ଅଧା ବାଟରେ ଛାଡି ଦେଇଗଲ ଆଉ ଏବେ ବିବାହ କରିବ ନାହିଁ ବୋଲି ମନା କରି ଦେଉଛ । ତେବେ ଏହି କଥାର ଉତ୍ତର ଦେଇ ଯୁବକ କହୁଛନ୍ତି , ଆଉ ତୋତେ ମୁଁ ବିବାହ କରିପାରିବି ନାହିଁ । ଆମ ଘରେ ରାଜି ନାହାନ୍ତି ।

ତେବେ ଏହାପରେ ଯୁବତୀ ଜଣକ କହୁଛନ୍ତି ମୁଁ ଆଜି ବି ତୁମକୁ ଗ୍ରହଣ କରିବାକୁ ରାଜି ଅଛି । କିନ୍ତୁ ଯୁବକ ବାରମ୍ବାର ମନା କରୁଛନ୍ତି ତାଙ୍କୁ ଗ୍ରହଣ କରିବା ପାଇଁ । ତେବେ ଏହା ପରେ ଯୁବତୀ ଅତ୍ୟନ୍ତ କାନ୍ଦୁଛନ୍ତି । ଆଉ କହୁଛନ୍ତି , ତୁମେ ଧୋ-କାବ-ଜ ଥିଲ ଆଉ ମୁଁ ତୁମକୁ ଜାଣି ପାରିଲି ନାହିଁ । ତେବେ ଏହି କଥା ବର୍ତ୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।

Leave a Reply

Your email address will not be published. Required fields are marked *