ଭାଇରାଲ ଭିଡ଼ିଓ:- ନାଚି ନାଚି କଳି କଲେ ଦୁଇ ମହିଳା, ଏମିତି କଳି ଆଗରୁ କେବେ ଦେଖି ନଥିବେ। ଦେଖନ୍ତୁ ଏହି ମଜାଦାର ଭିଡ଼ିଓ।

ସୋସିଆଲ ମିଡ଼ିଆରେ ଅନେକ ଭିଡ଼ିଓ ଭାଇରାଲ ହୋଇଥାଏ। ସେଥିମଧ୍ୟରୁ କିଛି ଭିଡ଼ିଓ ଆଶ୍ଚର୍ଯ୍ୟ ଜନକ ହୋଇଥିବା ବେଳେ ଆଉ କିଛି ଭିଡ଼ିଓ ମଜାଦାର ହୋଇଥାଏ। ଯାହାକୁ ଦେଖିବା ପରେ ଆପଣ ନିଜ ହସକୁ ରୋକି ପାରିବେ ନାହିଁ। ତେବେ ଆପଣ ଅନେକ କ-ଳି ଝ-ଗ-ଡା ଦେଖିଥିବେ। କଣ ଆପଣ କେବେ ଏପରି କ-ଳି ଦେଖିଛନ୍ତି ଯାହାକୁ ଦେଖିବା ପରେ ହସକୁ ରୋକି ପାରି ନଥିବେ। ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଯେଉଁ ମଜାଦାର ଭିଡ଼ିଓ ଭାଇରାଲ ହେଉଛି। ତାହାକୁ ଦେଖିଲେ ଆପଣ ହସି ହସି ତଳେ ଗଡି ଯିବେ।

ତେବେ ଆପଣମାନେ ଜାଣିଥିବେ ଯେ ଟିକେ ଟିକେ କଥାରେ ମହିଳାମାନେ ପରସ୍ପର ଭିତରେ ଝ-ଗ-ଡା କରନ୍ତି। ବିନା କୌଣସି ବିଶେଷ କାରଣରେ ଏପରି ଝ-ଗ-ଡା କରିବେ ଯେପରି ସତରେ କିଛି ବଡ଼ ଧରଣର ଘ-ଟିଛି। ତେବେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି। ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ଭାଇରାଲ ହେବା ପରେ ତାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।

ତେବେ ସୋସିଆଲ ମିଡ଼ିଆରେ ଯେଉଁ ଭିଡ଼ିଓ ଭାଇରାଲ ହେଉଛି ସେଥିରେ ଆପଣ ଦେଖିବାକୁ ପାଇବେ ଯେ ଦୁଇ ମହିଳା ଦାଣ୍ଡ ମଝିରେ ଝ-ଗ-ଡା କରୁଛନ୍ତି। ତେବେ ସେମାନଙ୍କ ଝ-ଗ-ଡା କରିବାର ତରିକା ଅନ୍ୟ ମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ। ଜଣେ ମହିଳା ଦାଣ୍ଡ ମଝିରେ ନାଚି ନାଚି ଝ-ଗ-ଡା କରୁଥିବା ବେଳେ ଆଉ ଜଣେ ମହିଳା ହାତ ହଲେଇ ଝ-ଗ-ଡା କରୁଛନ୍ତି। ତେବେ ସେମାନଙ୍କ ଝ-ଗ-ଡା ପାଇଁ ନୁହେଁ ବରଂ ଦୁହିଁଙ୍କ ଆକ୍ସନ ଦେଖିବା ପାଇଁ ଲୋକମାନେ ରୁ-ଣ୍ଡ ହୋଇଛନ୍ତି। ତେବେ ସେଠାରେ ଉପସ୍ଥିତ ଲୋକମାନେ ମଧ୍ୟ ହସୁଥିବାର ଦେଖିବାକୁ ପାଇବେ।

ତେବେ ଏହି ଭିଡ଼ିଓକୁ କେହି ଜଣେ ନିଜ ଫୋନରେ ରେ-କ-ର୍ଡ଼ କରିବା ପରେ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଦେଇଥିଲେ। ଯାହାକି ବର୍ତ୍ତମାନ ସମୟରେ ଖୁବ ଭାଇରାଲ ହେଉଛି। କେବଳ ସେତିକି ନୁହେଁ ଏହି ମଜାଦାର ଝ-ଗ-ଡା ଦେଖିବା ପରେ ଲୋକମାନେ ମଧ୍ୟ ନିଜର ମତ ଦେଉଛନ୍ତି।

Leave a Reply

Your email address will not be published. Required fields are marked *