ପ୍ରେମିକା ପ୍ରେମିକ ଝଗ-ଡାରେ ରାସ୍ତରେ ସ୍ୱିଗୀ ବୟ ଛେଚିଲେ ଝିଅକୁ : ଦେଖନ୍ତୁ ଭିଡ଼ିଓ

କୁହାଯାଉଛି କଳିଯୁଗ ଶେଷ ହୋଇ ଆସିଲାଣି । କାହିଁକି ନା ଏ ଦୁନିଆଁରେ ଏଭଳି ଅନେକ ଘ-ଟ-ଣା ଘଟୁଅଛି, ଯାହାକୁ ଦେଖିଲେ କିମ୍ବା ଯାହା ବିଷୟରେ ଶୁଣିଲେ ସହଜରେ ବିଶ୍ୱାସ କରି ହେଉନାହିଁ । ତେବେ ଏହି କଳିଯୁଗରେ ଏଭଳି ଘ-ଟ-ଣା ସାଧାରଣ ହୋଇଗଲାଣି । କେଉଁଠି କାହାକୁ କିଏ ବାଡ଼ଉଛି ତ ଆଉ କେଉଁଠି କାହାକୁ କିଏ ହ-ତ୍ୟା କଲାଣି ଆଉ ପୁଣି କେଉଁଠି କଣ ଘଟିଲାଣି । ଏଭଳି ଘଟଣା ବିଷୟରେ ଶୁଣି ଶୁଣି ଆଜିକାର ମଣିଷ ଏହାକୁ ସାଧାରଣ ବୋଲି ଭାବି ଦେଲାଣି । ଏ ଦୁନିଆଁରେ ଆଉ କିଏ କାହାକୁ ମଧ୍ୟ ଖାତିର କରୁନାହାଁନ୍ତି । ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ ରହି ଯାଉଛନ୍ତି ।

ତେବେ ଏଭଳି ଘ-ଟ-ଣା ସବୁକୁ ପରିଲକ୍ଷିତ କରିବା ପରେ ଏହା ମନେ ହେଉଛି କି , ସତରେ କଳିଯୁଗ ଶେଷ ହେବାକୁ ବସିଲାଣି । ପାପୀ ମାନଙ୍କର ପାପ ବଢି ବଢି ଚାଲିଛି । ଯାହା ପାଇଁ ଏ ପୃଥିବୀ ଆଉ ତାକୁ ବହନ କରିପାରୁନାହିଁ । ତେବେ କଳିଯୁଗ ଶେଷ ହେବା କଥା ତ କହି ହେଉନାହିଁ କିନ୍ତୁ ଗୋଟିଏ କଥା ସତ ଯେ , ଏ ଦୁନିଆଁରେ ପାପର ଭାର ପ୍ରଚୁର ପରିମାଣରେ ବଢିଯାଇଛି । ତେବେ ଏ ଦୁନିଆଁର କୋଣ ଅନୁକୋଣରେ ପ୍ରତିଦିନ କଣ ଘଟୁଅଛି , ତାହା ବିଷୟରେ ଆମେ ସହଜରେ ଘରେ ବସି ବସି ଜାଣିପାରୁଛେ କେବଳ ସୋସିଆଲ ମିଡିଆ ମାଧ୍ୟମରେ । ପ୍ରତିଦିନ ଅନେକ ଖବର ଭାଇରାଲ ହେବାରେ ଲାଗିଅଛି । ସମସ୍ତଙ୍କ ମୋବାଇଲରୁ ମୋବାଇଲକୁ ଅନେକ ଖବର ଘୁରିବୁଲୁଛି ।

ଏବେକାର ଦୁନିଆଁର ଲୋକେ ସାଙ୍ଗେ ସାଙ୍ଗେ ମୋବାଇଲ ଖୋଲି ଭିଡ଼ିଓକୁ ବନାଇ ଦେଉଛନ୍ତି । ଘ-ଟ-ଣା ଯାହା ବି ଘଟୁ , ଲୋକଙ୍କୁ ରୋକିବା ପୂର୍ବରୁ ସେମାନେ ନିଜ ମୋବାଇଲରେ ଭିଡ଼ିଓ ବନାଇବାକୁ ଲାଗୁଛନ୍ତି ଆଉ ତାକୁ ସୋସିଆଲ ମିଡିଆରେ ଛାଡି ଦେଉଛନ୍ତି । ତେବେ ବର୍ତ୍ତମାନ ସମୟରେ ମଧ୍ୟ ଏଭଳି ଏକ ଘ-ଟ-ଣା ସାମ୍ନାକୁ ଆସିଅଛି । ଯାହା ଅତ୍ୟନ୍ତ ଅବିଶ୍ୱନୀୟ ଅଟେ । ତେବେ ସୂଚନାଯୋଗ୍ୟ ଯେ , ଏହି ଘ-ଟ-ଣା ଓଡ଼ିଶାର ଭୁବନେଶ୍ୱରର ଅଟେ । ଯେଉଁଠାରେ ଜଣେ ଝିଅ ନିଜ ପ୍ରେମିକଙ୍କୁ ଅତ୍ୟନ୍ତ ଅ-ଭ-ଦ୍ର ଭାଷାରେ ଗା-ଳି କରୁଥିଲେ । ସେ ନିଜ ମୁହଁରେ କୌଣସି ବାଡ଼ବତ୍ତା ରଖି ନଥିଲେ । ମନକୁ ଯାହା ଆସୁଥିଲା ସେ ସେହି ଭାଷାରେ ତାଙ୍କୁ ଶୋ-ଧି-ବାକୁ ଲାଗିଥିଲେ ।

ତେବେ ତାଙ୍କ ଆଖପାଖର ଅନେକ ଲୋକ ତାଙ୍କୁ ଦେଖୁଥିବା ସତ୍ତ୍ୱେ ମଧ୍ୟ ସେ ଚୁପ୍ ହେବା ପାଇଁ ପ୍ରସ୍ତୁତ ନଥିଲେ । ସୂଚନା ମୁତାବିକ , ତାଙ୍କ ପ୍ରେମିକ ତାଙ୍କର କୌଣସି ଏକ ଭିଡ଼ିଓ କରିଥିଲେ ଆଉ ସେହି ଭିଡିଓକୁ ନେଇ ହିଁ ସେ ତାଙ୍କ ପ୍ରେମିକଙ୍କୁ ଅତ୍ୟନ୍ତ ଖରାପ ଭାଷାରେ ଗା-ଳି କରିଥିଲେ । ଖାଲି ଏତିକି ନୁହେଁ , ସେ ତାଙ୍କ ପ୍ରେମିକଙ୍କୁ ମା-ଡ଼ ମଧ୍ୟ ମା-ରିଥିଲେ । ଆଉ ବାରମ୍ବାର ମଧ୍ୟ ତାଙ୍କୁ ମା-ରି ଚା-ଲିଥିଲେ । ତେବେ ଏହି ଘଟ-ଣାକୁ ପାଖରେ ଉପସ୍ଥିତ ଥିବା କେତେକ ଲୋକ ନିଜ ମୋବାଇଲରେ କ-ଏ-ଦ କରିଥିଲେ ଆଉ ତାଙ୍କୁ ନ ମା-ରିବା-କୁ ମଧ୍ୟ କହିଥିଲେ । ତେବେ କାହା କଥାକୁ ସେ ଶୁଣିବାକୁ ନାରାଜ ଥିଲେ ।

ତେବେ ଏହି ଘଟ-ଣାକୁ ପାଖରେ ଥିବା ସ୍ୱିଗୀ ବୟ ମଧ୍ୟ ଦେଖୁଥିଲେ । ସେ ପ୍ରଥମେ କିଛି କହିନଥିଲେ କିନ୍ତୁ ପରେ ଘଟ-ଣାଟି ଏତେ ଭ-ୟଙ୍କ-ର ହୋଇ ଯାଇଥିଲା କି , ସେ ସହି ପାରିନଥିଲେ ଆଉ ଆଗକୁ ଆଗେଇ ଆସିଥିଲେ ବି-ରୋ-ଧ କରିବାପାଇଁ । କିନ୍ତୁ ସେହି ଅମା-ନିଆ ଝିଅ ତାଙ୍କୁ ମଧ୍ୟ ଖାତିର କରିନଥିଲେ ଆଉ ଖରାପ ଭାଷାରେ ଗା-ଳି କରିବା ଆରମ୍ଭ କରିଦେଇଥିଲେ । ଆଉ ବହୁତ କିଛି ଶୁଣାଇଥିଲେ । ଆଉ କହିଥିଲେ କି , ତୁମେ ମୋତେ ବି-ରୋ-ଧ କରିବାପାଇଁ କିଏ । ତୁମର ସାହସ କେମିତି ହେଲା ମୋତେ ବି-ରୋ-ଧ କରିବାପାଇଁ । ତେବେ ସ୍ୱିଗୀ ବୟ ଶେଷରେ କିଛି ସହି ନ ପାରି ସେହି ଝିଅ ଉପରକୁ ବାଧ୍ୟ ହୋଇ ହାତ ଉଠାଇଥିଲେ ଆଉ ତାଙ୍କୁ ଛେ-ଚି ପକାଇଥିଲେ । ତେବେ ଘଟ-ଣାସ୍ଥ-ଳରେ କିଛି ଭଦ୍ର ବ୍ୟକ୍ତି ପହଞ୍ଚି ଘଟ-ଣାର ସମାଧାନ କରିଥିଲେ।

Leave a Reply

Your email address will not be published. Required fields are marked *