ଘରକୁ ଫେରୁଥିବା ସମୟରେ ବଢିଲା ଝିଅକୁ କରାଗଲା କିଡ-ନାପ , ଚି-ତ୍କାର କରି ଫୋନ୍ କାଟିଲା ଝିଅ

ଝିଅଟି ବଡ ହୋଇଯିବା ପରେ ବାପା ମାଆ ଆଉ ପରିବାର ତାର ଗୋଡ଼ରେ ଶିକୁଳି ଲଗାଇ ଦେଇଥାଏ । କହିଥାଏ ଘରୁ ବାହାରକୁ ଯିବୁ ନାହିଁ । ଆଉ ଏ ଶିକୁଳି ଖାଲିରେ ବି କେହି ଲଗାନ୍ତି ନାହିଁ । ଏ ବଢୁଥିବା ଦୁନିଆଁକୁ ଦେଖି ସମସ୍ତେ ଏପରି ବ୍ୟବହାର କରିଥାନ୍ତି । କାହିଁକି ନା ଦିନକୁ ଦିନ ଦୁନିଆଁରେ ଦୁ-ଷ୍କର୍ମ ଆଉ ହ-ତ୍ୟା ମାମ-ଲା ବଢ଼ିବାରେ ଲାଗିଛି । ତେଣୁ ବାପା ମାଆଙ୍କ ମନରେ ଭ-ୟ ଲାଗି ରହିଥାଏ କି , ତାଙ୍କ ଝିଅର ଯେପରି କିଛି ଅସୁବିଧା ନ ହୁଏ । ଆଉ ତାଙ୍କ ଝିଅ ଭଲରେ ଭଲରେ ଘରକୁ ଫେରି ଆସୁ । ଝିଅଟି କାମ କରିବାକୁ ବାହାରକୁ ଗଲେ , ବାପା ମାଆଙ୍କ ମନ ସଦାବେଳେ ତା ପାଖରେ ରହିଥାଏ ।

ତେବେ ବର୍ତ୍ତମାନ ସମୟରେ ଏପରି ଏକ ଘଟଣା ଘଟିଛି , ଯାହା ପରେ ବାପା ମାଆ ଆଉ ନିଜ ଝିଅକୁ ଘରୁ ବାହାରକୁ ଛାଡ଼ିବାକୁ ଭ-ୟ କରିବେ । ଏ ଘଟ-ଣା ବାସ୍ତବରେ ଆପଣଙ୍କୁ ଭ-ୟଭୀ-ତ କରିଦେବ । ଜଣେ ବଢିଲା ଝିଅ ଘରକୁ ଫେରୁଥିବା ସମୟରେ ଏପରି ଏକ ଘ-ଟଣା ଘଟିଛି , ଯାହା ପାଇଁ ତାର ବାପା ମାଆଙ୍କ ପେଟକୁ ଦାନା ଯାଉନାହିଁ । ହଠାତ୍ କୁଆଡେ ଗାଏବ ହୋଇଗଲା ଝିଅ ଆଉ ଝିଅକୁ ଖୋଜି ଖୋଜି ବର୍ତ୍ତମାନ ସମସ୍ତେ ହୋଇ ଗଲେଣି ନୟାନ୍ତ । ପୋ-ଲିସ ସେପଟେ କହୁଛି ୨୪ ଘଣ୍ଟା ଅପେକ୍ଷା କର , ତାପରେ ଝିଅକୁ ଖୋଜା ଖୋଜି କରାଯିବ ।

ଘଟ-ଣାଟି କଟକ ଜିଲ୍ଲା ବାଙ୍କୀର ଡମପଡ଼ା ରାସ୍ତାରେ ଘଟିଛି। ସୁବୁଦ୍ଧିସାହି ଗ୍ରାମର ଚରଣ ଜେନାଙ୍କ ଝିଅ ଝୁନା ଜେନା ଗୋଡିସାହି ସ୍ଥିତ ଭାରତ ମସଲା କମ୍ପାନୀରେ କାମ କରନ୍ତି । ଘରର ଏକ ମାତ୍ର ରୋଜଗାରିଆ ଝିଅ ରୁନା । ବାପା ମାଆଙ୍କ ବୟସ ହୋଇଯିବା କାରଣରୁ ରୁନା ଏକୁଟିଆ ରୋଜଗାର କରି ଘରର ପେଟ ପୋଷନ୍ତି । ଆଉ ସମସ୍ତଙ୍କ ମନ ନେଇ ଚଳନ୍ତି । ତେବେ ସବୁଦିନ ପରି କାଲି ମଧ୍ୟ ଝୁନା ବାଙ୍କୀର ଡମପଡ଼ା ବାଟ ଦେଇ ଘରକୁ ଫେରୁଥିଲେ । ତେବେ ସନ୍ଧ୍ୟା ପ୍ରାୟ ସାଢେ଼ ପାଞ୍ଚଟା ସମୟରେ ସେ ଫେରୁଥିଲେ ।

ଫେରିବା ସମୟରେ ସେ ତାଙ୍କ ଭାଇଙ୍କ ସହ କଥାବାର୍ତ୍ତା କରି ଘରକୁ ଫେରୁଥିଲେ । କିନ୍ତୁ ହଠାତ୍ କଥା ହେଉଥିବା ସମୟରେ ତାଙ୍କ ଭାଇଙ୍କୁ ଏକ ଚି-ତ୍କାର ଶୁଭା ଯାଇଥିଲା ଆଉ ଫୋନ୍ କଟି ଯାଇଥିଲା । ତେବେ ତାଙ୍କ ଭାଇ ବ୍ୟସ୍ତ ହୋଇ ଝୁନାଙ୍କ ବାପାଙ୍କୁ ଜଣାଇଥିଲେ । ତେବେ ତାଙ୍କ ବାପା ଯାଇ ଖୋଜା ଖୋଜି କରିବା ପରେ ମଧ୍ୟ ଝୁନାଙ୍କୁ ପାଇ ନଥିଲେ । ଆଉ ପୋ-ଲିସ ପାଖରେ ଜଣାଇ ଥିଲେ । ପୋ-ଲିସ କହିଥିଲା କି , ୨୪ ଘଣ୍ଟା ଅପେକ୍ଷା କରନ୍ତୁ । ଝିଅକୁ ଖୋଜା ଖୋଜି କରାଯିବ। ତେବେ ଦୁଃ-ଖର ବିଷୟ ବସ୍ତୁ ଏହା ଯେ , ଯେତେ ଖୋଜା ଖୋଜି ପରେ ମଧ୍ୟ ଝୁନା ମିଳି ନାହାଁନ୍ତି । ତାଙ୍କ ଘର ଲୋକ ବର୍ତ୍ତମାନ ଭା-ଙ୍ଗି ପଡ଼ିଛନ୍ତି ।

Leave a Reply

Your email address will not be published. Required fields are marked *