ରାମ ମନ୍ଦିର ନିର୍ମାଣରେ ପରଦା ପଛରେ କିଏ ସେହି ୫ ଜଣ । ରାମ ମନ୍ଦିର ନିର୍ମାଣ ପଛରେ ରହିଛି ବଡ଼ ହାତ ।

ଆଉ ମାତ୍ର ଦିନକ ପରେ ଅର୍ଥାତ ଜାନୁଆରୀ ୨୨ ତାରିଖରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହେବ । ଏଥି ପାଇଁ ପୁରା ନଗରୀ ଉତ୍ସବମୁଖର ହୋଇ ଉଠିଛି । ବର୍ତ୍ତମାନ ଉତ୍ସବର ସବୁ କାର୍ଯ୍ୟ ଆରମ୍ଭ ହୋଇ ଶେଷ ହେଲାଣି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୦ ଅଗଷ୍ଟ ୫ ତାରିଖ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ଦିର ପାଇଁ ଭୂମିପୂଜା କରିଥିଲେ ।

ଏହା ପରେ ରାମ ଜନ୍ମ ଭୂମି ଟ୍ରଷ୍ଟ କାଳୀନ ଯୁଦ୍ଧ ପରେ ମନ୍ଦିର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଟ୍ରଷ୍ଟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୩୫୦୦ ଶହ ଶ୍ରମିକ ଏବଂ ୧୫୦ ଇଂଜିନିୟରିଂ ଅକ୍ଲାନ୍ତ ପ୍ରରିଶ୍ରମ ଯୋଗୁ ରାମମନ୍ଦିର ନିର୍ମାଣ କାର୍ଯ୍ୟ ଜୋରସୋରର ଆଗେଇଚାଲିଛି ।

ପ୍ରକୃତରେ ଏହିସବୁ କାମ ହେବା ଆଦୋୖ ସହଜ ନଥିଲା । ଏହି କାମ ହେବା ପୂର୍ବରୁ ଅନେକ ଜୀବନ ଯାଇଛି । ସେଥିମଧ୍ୟରୁ କେତେକଙ୍କ ନାମ ଜଣା ଥିବା ବେଳେ କେତେ ଜଣ ମାଟିରେ ମିଶି ଯାଇଛନ୍ତି । ଏହା ପଛରେ ଅନେକ ନାୟକ ରହିଛନ୍ତି । ଆପଣ ମାନେ ମଧ୍ୟ ହୁଏତ ନିର୍ମାଣ ସହିତ ଜଡ଼ିତ ଅନେକ ବ୍ୟକ୍ତିଙ୍କୁ ଜାଣିଥିବେ ।

ଆଜି ଆମେ ଆଉ ୫ ଜଣଙ୍କ ନାମ କହିବୁ ଯେଉଁମାନେ ପରଦା ପଛରେ ରହି ସବୁ କାମ ତୁଲେଇଛନ୍ତି ଆଉ ଏବଂ ଗୁରୁତ୍ୱ ପୂର୍ଣ ଭୂମିକା ତୁଲାଇଛନ୍ତି । ଅସନ୍ତୁ ଜାଣିବା ସେମାନଙ୍କ ବିଷୟରେ । ସେମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ବିନଦ କୁମାର , ମେହେତା ଲାସନ କମ୍ପାନୀର ବା ଏଲଇଟିର ପ୍ରୋଜେକ୍ଟ ହେଡ ଏହି କମ୍ପାନୀଙ୍କୁ ଦିଆଯାଇଛି ପ୍ରୋଜେକ୍ଟ ନିର୍ମାଣର ଦାୟତ୍ୱ ।

ଏପର୍ଯ୍ୟନ୍ତ ମନ୍ଦିର ନିର୍ମାଣ ଆୟୋଜନ ସମୀକ୍ଷା ସମସ୍ତ ସଭାରେ ବିନଦ ନିଜେ ଉପସ୍ଥିତ ରୁହନ୍ତି । ଏହାବ୍ୟତୀତ ଅନ୍ୟ ଜଣେ ହେଉଛନ୍ତି ଉପେନ୍ଦ୍ରଭଞ୍ଜ ବା ପିୟମର ପୂର୍ବତ୍ତମ ମୁଖ୍ୟ ସଚବ ହେଉଛନ୍ତି ଉପେନ୍ଦ୍ର ସଚବ ଯିଏକି ମନ୍ଦିର ନିର୍ମାଣର ମୁଖ୍ୟ ସ୍ୱଭାପତି ଅଟନ୍ତି । ରାମଜନ୍ମଭୂମି ଟ୍ରଷ୍ଟ ପକ୍ଷରୁ ତାଙ୍କୁ ଏହି ଦାୟିତ୍ୱ ଦିଆ ଯାଇଥିଲା । ସେବେଠାରୁ ସେ ନିଯୁକ୍ତ ରହି ମନ୍ଦିର କାର୍ଯ୍ୟ ତଦାରଖ କରୁଛନ୍ତି । ଉତ୍ତରପ୍ରଦେଶର ମାଇଁରିଆ ବାସିନ୍ଦା ଉପେନ୍ଦ୍ରଭଞ୍ଜ ୧୯୬୭ ମସିଆର ବେଚର ଆଇଏସ ଅଫିସର ଅଟନ୍ତି । ସେ ମଧ୍ୟ ରାମ ମନ୍ଦିର ପ୍ରତିଷ୍ଠା ପଛରେ ଜଣେ ସପୋର୍ଟ ଭାବରେ କାମ କରି ଆସିଛନ୍ତି ।

Leave a Reply

Your email address will not be published. Required fields are marked *