ନବ ବଧୂକୁ ହ-ତ୍ୟା କଲା ଶିକ୍ଷକ ସ୍ୱାମୀ । ଅଭି-ଯୋଗ ଆଣିଲେ ପରିବାର ଲୋକେ , କିନ୍ତୁ ଅଭି-ଯୁକ୍ତ ଫେ-ରାର ……….

ସୁଦାମ ସେଠୀ ଶିକ୍ଷକତା କରନ୍ତି । ଶିକ୍ଷକ ହାତରେ ଝିଅ ଗୀତାର ହାତକୁ ଦେଇଥିଲେ । ଗୀତା ଏବଂ ସୁଦାମଙ୍କ ବିବାହକୁ କେଇଟା ମାସ ନପୁରୁଣୁ ସୁଦାମ ଗୀତାକୁ ମା-ରି ଦେଇଛି । ଆଉ ଏବେ ଗୀତା ଆଖି ବୁଜି ଦେଇଛି । ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଗ୍ରାମରୁ ଏଭଳି ଏକ ଅଭା-ବନୀୟ ଘଟଣା ଆସିଛି ।

ସ୍ୱାମୀ ନଣଦ ଶାଶୁ ଏବଂ ଭଣଜା ସମସ୍ତେ ମିଶି ଗୀତାଙ୍କ ଜୀବନ ନେଇ ଯାଇଛନ୍ତି । ଏବେ ଗୀତାଙ୍କୁ ମା-ରି ଦେବା ପରେ ସମସ୍ତେ ଫେ-ରାର ହୋଇ ଯାଇଛନ୍ତି । ମାଲକାନଗିରି କେନାଲ କଲୋନୀର ଗୀତା ସେଠୀ ପାପଡ଼ାହାଣ୍ଡି ଭୀମାସାହିର ସୁଦାମ ସେଠୀଙ୍କୁ ବିବାହ କରିଥିଲେ । ସୁଦାମ ସେଠୀ ପେଶାରେ ଜଣେ ଶିକ୍ଷକ ଅଟନ୍ତି ।

କିନ୍ତୁ ମୃ-ତ ଗୀତା ସେଠୀଙ୍କ ପରିବାର ଲୋକେ ସୁଦାମ କୁଆଡ଼େ ରା-କ୍ଷସ ବୋଲି କହିଛନ୍ତି । କାରଣ ସୁଦାମ ସବୁବେଳେ ସ୍ତ୍ରୀ ଗୀତାଙ୍କୁ ମା-ରଧର କରିବା ସହିତ ଯୌ-ତୁକ ଓ ସୁନା ଗହଣା ଆଣିବାକୁ ମଧ୍ୟ ଚାପ ପକାଉଥିଲେ । ଗୀତାଙ୍କର ପରିବାର ଲୋକେ ସବୁକିଛି ଦେଇଥିଲେ କିନ୍ତୁ ତଥାପି ସୁଦାମଙ୍କ ପରିବାର ଲୋକେ ଆହୁରି ଆଣିବାକୁ କହୁଥିଲେ ।

ଆଉ ବର୍ତ୍ତମାନ ସୁଦାମ ଗୀତାଙ୍କ ଜୀବନ ନେଇ ଯାଇଛନ୍ତି ବୋଲି ମୃ-ତ ଗୀତାଙ୍କ ପରିବାର ଲୋକେ ଅଭି-ଯୋଗ ଆଣିଛନ୍ତି । ତେବେ ଘ-ଟଣା ସ୍ଥଳରେ ପାପଡ଼ା ହାଣ୍ଡି ଏସଡିପିଓ ଆଦିତ୍ୟ ସେନ ଏବଂ ଥାନ ଆଇଆଇସି ଦୀପକ ଜେନା ପହଞ୍ଚି ଏହି ହ-ତ୍ୟା ଘଟ-ଣାର ବିଭିନ୍ନ ଦିଗକୁ ତ-ଦନ୍ତ କରୁଛନ୍ତି ।

ମୃ-ତ ଗୀତାଙ୍କ ପରିବାର ଲୋକେ ଅଭି-ଯୋଗ କରିଛନ୍ତି ଯେ ଅଭି-ଯୁକ୍ତ ସ୍ୱାମୀ ସୁଦାମ ସେଠୀ ଥା-ନାରେ ଆତ୍ମ ସମର୍ପଣ କରିଥିଲେ । କିନ୍ତୁ ପୁଣିଥରେ ସୁଦାମ ଥା-ନାରୁ ଫେ-ରାର ହୋଇ ଯାଇଛି । ତେଣୁ ଏନେଇ ପରିବାର ଲୋକେ ଥା-ନା ଅଧିକାରୀଙ୍କ ଉପରକୁ ଆଙ୍ଗୁଠି ଉଠାଇଛନ୍ତି । ଏନେଇ ପାପଡ଼ାହାଣ୍ଡି ଏସଡିପିଓ କହିଛନ୍ତି ଯେ ସମସ୍ତ ଅଭି-ଯୁକ୍ତ ମାନଙ୍କୁ ଧରାଯିବ ବୋଲି ଏବଂ ସେମାନଙ୍କ ଉପରେ କଡ଼ା କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

ଏହି ଘ-ଟଣା ଉପରେ ସମାଜସେବୀ କାଦମ୍ବିନୀ ତ୍ରିପାଠୀ କହିଛନ୍ତି ଯେ ପୋ-ଲିସ ଜାଣିଶୁଣି ହିଁ ଅଭି-ଯୁକ୍ତଙ୍କୁ ଫେ-ରାର କରାଇ ଦେଇଛି । ତେବେ ଏସଡିପିଓ ଆଦିତ୍ୟ ସେନ ମୃ-ତ ଗୀତା ସେଠୀଙ୍କ ପରିବାର ଲୋକଙ୍କୁ ପ୍ରତି-ଶୃତି ଦେଇଛନ୍ତି ଯେ ଅଭି-ଯୁକ୍ତଙ୍କ ଉପରେ କଡ଼ା କା-ର୍ଯ୍ୟାନୁ-ଷ୍ଠାନ ନିଆଯିବ ବୋଲି ।

Leave a Reply

Your email address will not be published. Required fields are marked *