ଟଙ୍କା ପାଇଁ ସ୍ଵାମୀକୁ ମା-ରି ଦେଲା ସ୍ତ୍ରୀ , ଏପଟେ କାନ୍ଦି କାନ୍ଦି ନିଜ ପୁଅକୁ ମନେ ପକାଉଛନ୍ତି ବାପା

ପୁଅଟିଏ ନିଜ ବାପା ମାଆଙ୍କ ପାଇଁ ଅତ୍ୟନ୍ତ ଜରୁରୀ ହୋଇଥାଏ । ଲକ୍ଷେ ଶିବ ପୂଜି ଗୋଟିଏ ପୁଅକୁ ପାଇବା ପାଇଁ ବାପା ମାଆ ପ୍ରାର୍ଥନା କରିଥାନ୍ତି । ଆଉ ତାକୁ ହିଁ ନିଜର ସାହାରା ବୋଲି ମାନି ନେଇଥାନ୍ତି । ବୁଢ଼ା କାଳେ ସେହି ପୁଅର ମୁହଁ ଦେଖି ଦିନ ବିତି ଯିବ ବୋଲି ବାପା ମାଆ ଭାବି ନେଇଥାନ୍ତି , ସେହି ପୁଅ ହିଁ ସାହାରା ଦେବ ତେଣୁ ତାଙ୍କର ଆଉ କିଛି ଚିନ୍ତା ନଥାଏ ।

କିନ୍ତୁ ଧୀରେ ଧୀରେ ସବୁକିଛି ବଦଳି ଯାଇଥାଏ । ଯେତେବେଳେ ଘର ମଧ୍ୟକୁ ଜଣେ ବୋହୂ ଚାଲି ଆସେ , ସେତେବେଳେ ସେ ନିଜ ବାପା ମାଆଙ୍କ ଠାରୁ ପୁଅକୁ ଛଡ଼ାଇ ନେଇଥାଏ । ଆଉ ନିଜ ସ୍ବାମୀଙ୍କୁ ନିଜ ଆୟତ୍ତରେ ରଖିବା ପାଇଁ ଚେଷ୍ଟା କରିଥାଏ । ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ କଥା ବିଷୟରେ କହିବାକୁ ଯାଉଛୁ , ଯାହା ବିଷୟରେ ଆପଣ ସମସ୍ତେ ଶୁଣି ସାରିଥିବେ ।

ଏଇ କିଛି ଦିନ ଆଗରୁ ଘ-ଟିଥିବା ଏହି ଘ-ଟଣା ପୁରା ଚାରିଆଡ଼େ ହଇଚଇ ସୃଷ୍ଟି କରି ଦେଇଥିଲା । ନିଜ ସ୍ବାମୀଙ୍କୁ ଧରମ ଭାଇ ସହିତ ମିଶି କରି ସ୍ତ୍ରୀ ଜୀବନରୁ ମା-ରି ଦେଇଥିଲା । ଆଉ ଏହା ପଛର କାରଣ ମାତ୍ର କେଇଟା ଟଙ୍କା ଥିଲା । ଯାହା ପାଇଁ ନିଜ ସ୍ବାମୀଙ୍କୁ ହ-ତ୍ୟା କରି ଏକ ଟ୍ରଲି ବ୍ୟାଗ ଭିତରେ ପୁରାଇ ଦେଇ ଜଙ୍ଗଲ ମଧ୍ୟରେ ଘୋ-ଷାଡି ଘୋ-ଷାଡି ଦେଇ ଫୋ-ପାଡ଼ି ଦେଲା ସ୍ତ୍ରୀ ।

ଆଉ ସମସ୍ତଙ୍କ ଆଗରେ କିଛି ନ ଜାଣିବା ଭଳି ଅଭିନୟ କରିବା ସହିତ ମୋ ଧନ କୁଆଡେ ଗଲା ବୋଲି କା-ନ୍ଦି କା-ନ୍ଦି କହିଲା ସ୍ତ୍ରୀ । କେହି ବି ସେହି ପିଶାଚିନି ସ୍ତ୍ରୀର ଅଭିନୟ ଜାଣି ପାରିଲେ ନାହିଁ । କିନ୍ତୁ କୁହାଯାଏ ନା ସତ କେବେ ବି ଲୁଚି ରହେ ନାହିଁ । ଆଉ ଶେଷରେ ସେଇୟା ହିଁ ହେଲା ସତ ସାମ୍ନାକୁ ଆସିଲା । ଗୋଟି ଗୋଟି କରି ସବୁ କଥା ଧରା ପଡ଼ିଗଲା ।

ଆଉ ବର୍ତ୍ତମାନ ସମୟରେ ଜେ-ଲ ମଧ୍ୟରେ ସ୍ଵାମୀହନ୍ତା ସ୍ତ୍ରୀ ଦିନ କାଟିବା ସହିତ ନିଜ କଲା କର୍ମକୁ ମନେ ପକାଇ ଚାଲିଛି । ଅନ୍ୟ ପକ୍ଷରେ ଥା-ନାର ଦ୍ଵାରସ୍ଥ ହୋଇଛନ୍ତି ମୃ-ତ ମନୋଜ ରଞ୍ଜନଙ୍କ ବାପା ଗଙ୍ଗାଧର । ପୁଅର ଯିବା ପରେ ପୁରାପୁରି ଭାଙ୍ଗି ପଡିଛନ୍ତି ସ୍ତ୍ରୀ । କାହା ମୁହଁ ଦେଖି ସେ ତାଙ୍କର ଦିନ କାଟିବେ ସେ କଥା -କାନ୍ଦି କା-ନ୍ଦି କହିଛନ୍ତି ।

ଏତେ ପାଠ ପଢ଼ାଇ ପୁଅକୁ ବଡ ମଣିଷ କରିଥିଲେ । ନିଜର ସବୁକିଛି ବିକ୍ରି କରି ପୁଅକୁ ୧୧ ଲକ୍ଷ ଟଙ୍କା ଦେଇଥିଲେ । ଆଉ ସେହି ଟଙ୍କା ଲୋଭରେ ପଡ଼ି ଯାଇଥିଲା ନିଲି ଦାସ । ୧୧ ଲକ୍ଷ ଟଙ୍କା ଦେଖି ମନୋଜଙ୍କୁ ପ୍ରେମ ଜା-ଲରେ ଫସାଇ ଦେଇଥିଲା। ଆଉ ଧିରେ ଧିରେ କରି ସବୁ ଟଙ୍କା ନେଇ ଯାଇଥିଲା । ପ୍ରଥମେ ୭ ଲକ୍ଷ ଆଉ ତାପରେ ୪ ଲକ୍ଷ ନେଇ ଯାଇଥିଲା ସେ ।

ତେଣୁ ବର୍ତ୍ତମାନ ବାପା ସେହି ବୋହୂ ନାମରେ ଥା-ନାରେ ଅଭି-ଯୋଗ କରିବା ପାଇଁ ଯାଇଛନ୍ତି । ଯିଏ ତାଙ୍କ ନୟନ ପିତୁଳାକୁ ତାଙ୍କ ଠାରୁ ଛଡ଼ାଇ ନେଇଛି । ଯିଏ ତାଙ୍କର ହୃଦୟକୁ ତାଙ୍କ ଠାରୁ ଅଲଗା କରି ନେଇଛି । ତାଙ୍କୁ କଠିନ ରୁ କଠିନ ଦ-ଣ୍ଡ ମିଳୁ ବୋଲି ସେ ଥା-ନାରେ ଜଣାଇଛନ୍ତି । ଆଉ କେତେ ସେମାନେ କଷ୍ଟ ପାଇବେ , ସେହି ବୋହୂକୁ ଦ-ଣ୍ଡ ମିଳିଲେ , ସେମାନେ ଖୁସିରେ ରହିବେ ବୋଲି ସେ କହିଛନ୍ତି ।

ଆଉ କା-ନ୍ଦି କା-ନ୍ଦି ସେ ପୋ-ଲିସ ବାବୁ ଆଗରେ ହାତ ଯୋଡ଼ି ପକାଇଛନ୍ତି । ସେହି ବୋହୂର ମୁଁହ ସେମାନେ ଆଉ କେବେ ଦେଖିବାକୁ ଚାହାଁନ୍ତି ନାହିଁ ବୋଲି କହିଛନ୍ତି। ସେ ଆଉ ତାଙ୍କର ବୋହୂ ହୋଇ ନାହିଁ ବୋଲି ସେ କହିଛନ୍ତି । ଯିଏ ତାଙ୍କ ଜୀବନରେ କଳା ବାଦଲ ଆଣି ଦେଲା ତାଙ୍କୁ ସଠିକ୍ ଦ-ଣ୍ଡ ଦେବାକୁ ସେ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *