ନିଜ ପ୍ରେମିକାର ଚରିତ୍ର ଉପରେ ସ-ନ୍ଦେହ କରୁଥିଲା ପ୍ରେମିକ , ଟ୍ୟୁସନ୍ ଭିତରେ ପଶି ପ୍ରେମିକାକୁ ମା-ରିଲା ମା-ଡ଼

ପ୍ରେମ ମାନେ ନାହିଁ କିଛି । ଆଜିକାଲି ସମୟରେ ସମସ୍ତେ ପ୍ରେମ କରିବାରେ ଲାଗିଛନ୍ତି । ସେ ବିବାହିତ ହୁଅନ୍ତୁ କି ଅବିବାହିତ , ସେ ବଡ ହୁଅନ୍ତୁ କି ଛୋଟ । ସମସ୍ତଙ୍କର ଗୋଟିଏ ଗୋଟିଏ ପ୍ରେମିକା ଆଉ ପ୍ରେମିକ ନିହାତି ରହିଥାଏ । ତେବେ ବିଶେଷ କରି ଦେଖିବାକୁ ଗଲେ , ବର୍ତ୍ତମାନ ସମୟରେ ବିବାହିତ ମାନେ ପ୍ରେମରେ ଅଧିକ ବ୍ୟସ୍ତ ରହୁଛନ୍ତି ।

ନିଜ ଘର ପରିବାର , ସ୍ଵାମୀ , ସ୍ତ୍ରୀ , ପିଲା ଛୁଆଙ୍କୁ ଛାଡି ଦେଇ ଅନ୍ୟ ମାନଙ୍କ ଆଡ଼କୁ ବେଶୀ ଆକର୍ଷିତ ହେଉଛନ୍ତି ଏହି ମହିଳା ଆଉ ପୁରୁଷ ମାନେ । ତେବେ ଏଭଳି ଘ-ଟଣା ଘଟିବା କିଛି ନୂଆ କଥା ନୁହେଁ । ଏପରି ସବୁବେଳେ ଚାଲିଛି , ଆଉ ଆଗକୁ ମଧ୍ୟ ଚାଲିବ । ଗୋଟିଏ ସ୍ଵାମୀ କି ଗୋଟିଏ ସ୍ତ୍ରୀରେ କେହି ଶାନ୍ତି ନାହାଁନ୍ତି , ସବୁବେଳେ ଆଉ ଗୋଟିଏ ଆଡ଼କୁ ଟାଣି ହୋଇ ଯାଉଛନ୍ତି ।

ତେବେ ଆଜି ଆମେ ଆପଣଙ୍କୁ ସେପରି ଜଣେ ପ୍ରେମିକ ବିଷୟରେ କହିବାକୁ ଯାଉଛୁ , ଯିଏ ନିଜ ପ୍ରେମିକା ଉପରେ ହାତ ଉଠାଇବା ସହିତ ତାଙ୍କୁ ଏତେ ମାଡ଼ ମା-ରିଛନ୍ତି କି , ସେ ବର୍ତ୍ତମାନ ହସ୍ପିଟାଲରେ ଭର୍ତି ହୋଇଛନ୍ତି । କେବଳ ଏତିକି ନୁହେଁ , ପ୍ରେମିକା ମା-ଡ଼ ଖାଉଥିବା ସମୟରେ ତାଙ୍କୁ ବଞ୍ଚାଇବା ପାଇଁ ଆଉ ଜଣେ ମହିଳା ପହଞ୍ଚି ଯାଇଥିଲେ , ସେ ମଧ୍ୟ ସେହି ମାଡ଼ରୁ ବର୍ତି ପାରି ନଥିଲେ ।

ସେ ମଧ୍ୟ ସେହି ବ୍ୟକ୍ତିଙ୍କ ଠାରୁ ମା-ଡ଼ ଖାଇ ଥିଲେ । ତେବେ ଏପରି ଏକ ଲୋମ ଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି , ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବ୍ରହ୍ମପୁର ସହରର ବଡ ବଜାର ଅନ୍ତର୍ଗତ ରଘୁନାଥପୁରନଗରରେ । ଶୁଭମ୍ ପଣ୍ଡା ନାମକ ଜଣେ ବ୍ୟକ୍ତି ବିବାହିତ ଥିବା ସତ୍ତ୍ବେ ମଧ୍ୟ ମାଧୁରୀ ପଣ୍ଡା ନାମକ ଜଣେ ବିବାହିତ ମହିଳାଙ୍କୁ ଭଲ ପାଇ ବସିଥିଲେ । ଆଉ ମହିଳା ଜଣକ ମଧ୍ୟ ନିଜକୁ ଅଟକାଇ ପାରି ନଥିଲେ ।

ଧୀରେ ଧିରେ ମାଧୁରୀ ମଧ୍ୟ ସେହି ପ୍ରେମ ଜା-ଲରେ ଫସି ଯାଇଥିଲେ । ଶୁଭମ୍ ଙ୍କ ଘରେ ସ୍ତ୍ରୀ ପିଲା ଥିବା ସହିତ ମାଧୁରୀଙ୍କର ମଧ୍ୟ ସ୍ଵାମୀ ଆଉ ଦୁଇ ଜଣ ପିଲା ଥିଲେ । କିନ୍ତୁ ପ୍ରେମ ଆଗକୁ ଚାଲି ଥିଲା । ପ୍ରାୟତଃ ଆଠ ବର୍ଷ ହେବ ଦୁହେଁ ଦୁହିଁଙ୍କୁ ଭଲ ପାଇ ଆସୁଥିଲେ । ତେବେ ଏହାରି ମଧ୍ୟରେ ଶୁଭମ ମାଧୁରୀଙ୍କ ଉପରେ ନଜର ରଖୁଥିଲା ।

ଯଦି ମାଧୁରୀ ଆଉ କାହା ସହିତ କଥାବାର୍ତ୍ତା ହୋଇ ଯାଉଥିଲେ , ତେବେ ଶୁଭମ୍ ତାଙ୍କୁ ଗା-ଳି କରିବାକୁ ଲାଗି ପଡୁଥିଲା । ତେବେ ଗତକାଲି ମାଧୁରୀ ନିଜ ଦୁଇ ପିଲାଙ୍କୁ ନେଇ ଟ୍ୟୁସନ୍ ଛାଡ଼ିବାକୁ ଯାଇଥିଲେ । ଆଉ ସେହି ସମୟ ମଧ୍ୟରେ ଶୁଭମ୍ ପୁରାପୁରି ରା-ଗରେ ତମ ତମ ହୋଇ ଯାଇଥିଲେ । ସେ ମଧ୍ୟ ମାଧୁରୀ ପଛେ ପଛେ ସେହି ଟ୍ୟୁସନ୍ ଭିତରକୁ ପଶି ଯାଇଥିଲେ ଆଉ ତାଙ୍କୁ ଗା-ଳି ଗୁଲଜ କରିବା ଆରମ୍ଭ କରିଥିଲେ ।

ତେବେ କଥା ଖାଲି ଏତିକିରେ ଅଟକି ଯାଇ ନଥିଲା । ଶୁଭମ୍ ଏହା ପରେ ମାଧୁରୀ ଉପରକୁ ହାତ ଉଠାଇବା ସହିତ ତାଙ୍କୁ ଜୋର୍ କରି ମା-ଡ଼ ମା-ରିଥିଲେ । ମାଧୁରୀଙ୍କୁ ମା-ଡ଼ ଖାଉଥିବା ଦେଖି ଟ୍ୟୁସନ୍ ପଢ଼ାଉଥିବା ମହିଳା ଝିଲି ସାହୁ ତାଙ୍କୁ ବଞ୍ଚାଇବାକୁ ଆସିଥିଲେ । କିନ୍ତୁ ସେ ମଧ୍ୟ ଶୁଭମଙ୍କ ଠାରୁ ବଞ୍ଚି ପାରି ନଥିଲେ । ଶୁଭମ୍ ତାଙ୍କୁ ମାଡ ମା-ରିବା ଆରମ୍ଭ କରି ଦେଇଥିଲେ ।

ତେବେ ଦୁଇ ଜଣଙ୍କର ଅବସ୍ଥା ମା-ଡ ଖାଇ ଖାଇ ଖରାପ ହୋଇ ଯାଇଥିଲା । ଏହାପରେ ସେଠାରେ ଉପସ୍ଥିତ ଥିବା ପିଲା ମାନେ ସେମାନଙ୍କୁ ହସ୍ପିଟାଲକୁ ନେଇ ଯାଇଥିଲେ । ତେବେ ଏହାପରେ ଘ-ଟଣା ସ୍ଥଳରେ ପୋ-ଲିସ ପହଞ୍ଚି ଘଟ-ଣାର ତଦ-ନ୍ତ କରିବାରେ ଲାଗି ପଡ଼ିଛି । ଖୁବ୍ ଶୀଘ୍ର ସେହି ଅଭି-ଯୁକ୍ତ ଶୁଭମଙ୍କୁ ଗି-ରଫ କରାଯିବ ବୋଲି ପୋ-ଲିସ କହିଛି।

Leave a Reply

Your email address will not be published. Required fields are marked *