ଖୁଡି ସାଜିଲା ରା-କ୍ଷସୀ , କାଠ ଫାଳିଆରେ ପି-ଟି ପି-ଟି ନେଇଗଲା ନିଜ ପୁତୁରାର ଜୀବନ

କୁହାଯାଏ ମାଆ ଛଡ଼ା ଆମକୁ ଦୁନିଆଁରେ କେହି ଅଧିକ ଭଲ ପାଆନ୍ତି ନାହିଁ । ତାର ମମତା ଅବର୍ଣ୍ଣନୀୟ । ତାର ତୁଳନା ନାହିଁ । ଆଉ ନିଜ ସନ୍ତାନ ପାଇଁ କାହା ସହ ବି ଲ-ଢ଼ିବାକୁ ସେ ଥାଏ ପ୍ରସ୍ତୁତ । ତେବେ ଠିକ୍ ସେହିପରି ମାଆର ଆଉ ଏକ ରୂପ ଆମେ ଖୁଡ଼ିକୁ କହିଥାଉ । ସେ ବି ଆମ ମାଆ ଭଳି ହୋଇଥାନ୍ତି । ଯାହାର ମାଆ ନଥାନ୍ତି , ତାର ଖୁଡି ମଧ୍ୟ ମାଆ ହୋଇଥାନ୍ତି । ସେ ବି ଆମର ସବୁ ଅଝଟ ବୁଝିଥାନ୍ତି ଆଉ ଆମ କଥା ରଖିଥାନ୍ତି ।

ତେବେ ଏପରି କିଛି ଖବର ବର୍ତ୍ତମାନ ସମୟରେ ସାମ୍ନାକୁ ଆସିଛି , ଯାହା ଶୁଣିବା ପରେ ଆପଣ ସେହି ଖୁଡିଙ୍କୁ ଛି ଛି କରିବେ । କିପରି ସେ ସାଜି ପାରିଲେ ରା-କ୍ଷସି ଆଉ କରିପାରିଲେ ଏମିତି କା-ଣ୍ଡ । ବାସ୍ ଏକ ଛୋଟ କଥାକୁ ନେଇ ସୃଷ୍ଟି କରିଲେ ମହାଭାରତ । ତେବେ ଏପରି ଏକ ଦୁଃ-ଖମୟ ଘ-ଟଣା ଘ-ଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥା-ନା ଅନ୍ତର୍ଗତ ବେଲାରପୁର ଗାଁରେ । ଗାଆଁରେ ଏକ ରାସ୍ତା ସଫାକୁ ନେଇ ଆରମ୍ଭ ହୋଇଥିଲା ବି-ବାଦ ।

ଆଉ ଏହି ବି-ବାଦ ଏତେ ଉଗ୍ର ରୂପ ଧାରଣ କରିଥିଲା ଯେ , ଚାଲି ଯାଇଥିଲା ଜଣଙ୍କର ଜୀବନ । ବାସ୍ତବରେ ଏହି ଗାଁର ରମାକାନ୍ତ କାଣ୍ଡି ଆଉ ତାଙ୍କ ଖୁଡି ପାର୍ବତୀ କାଣ୍ଡିଙ୍କ ମଧ୍ୟରେ ଏକ ଛୋଟ ରାସ୍ତା ସଫାକୁ କେନ୍ଦ୍ର କରି ପାଟି ତୁ-ଣ୍ଡ ଆରମ୍ଭ ହୋଇଥିଲା । ଆଉ ଏହି କଥାରେ ତାଙ୍କ ଖୁଡି ଏତେ କ୍ରୋ-ଧିତ ହୋଇ ଯାଇଥିଲେ ଯେ , ଏକ କାଠ ଫାଳିଆରେ ସେ ଉମାକାନ୍ତଙ୍କୁ ପି-ଟିବା ଆରମ୍ଭ କରିଥିଲେ । ତେବେ ସମସ୍ତେ ପହଞ୍ଚି ଏହାର ସମାଧାନ କରିବା ପରେ ଉମାକାନ୍ତ ଏତ-ଲା ଦେବା ପାଇଁ ଥା-ନା ଯାଇଥିଲେ ।

ତେବେ ସେ ଥାନାକୁ ଯାଇ ଏତଲା ଦେଇ ଘରକୁ ଫେରୁ ଥିବା ସମୟରେ ସାଇକେଲ ରୁ ପଡ଼ି ଯାଇଥିଲେ ଆଉ ତାଙ୍କର ମୃ-ତ୍ୟୁ ହୋଇ ଯାଇଥିଲା । ତେବେ ସ୍ଥାନୀୟ ଲୋକମାନେ ତାଙ୍କୁ ହସ୍ପିଟାଲ କୁ ନେଇ ଯାଇଥିଲେ ଆଉ ତାଙ୍କୁ ମୃ-ତ ଘୋଷଣା କରା ଯାଇଥିଲା । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ମୃ-ତ୍ୟୁର ସ୍ପଷ୍ଟ କାରଣ ଜଣା ପଡ଼ିନାହିଁ । ଶ-ବ ବ୍ୟବ-ଛେଦ ହୋଇ ଫେରିଲା ପରେ ଜଣା ପଡ଼ିବ ମୃ-ତ୍ୟୁ ହେବାର ପ୍ରକୃତ କାରଣ କଣ । ସେପଟେ ଉମାକାନ୍ତଙ୍କ ସ୍ତ୍ରୀ ଏବଂ ପିଲା ଛୁଆ ପୁରାପୁରି ଏକୁଟିଆ ହୋଇ ଯାଇଛନ୍ତି ।

Leave a Reply

Your email address will not be published. Required fields are marked *