ନୃ-ଶଂସ ସାଜିଲା ସ୍ୱାମୀ , ସ୍ତ୍ରୀ ଆଖିରେ ହାତ ପୁରାଇ ଆଖି ଡୋଳା ବାହାର କରିଦେଲା

ଏଭଳି କଥା ଆପଣ କେବେ ଶୁଣି ନଥିବେ କି ଆପଣ ସ୍ୱପ୍ନରେ ବି ଭାବି ପାରିନଥିବେ କି , ଜଣେ ବ୍ୟକ୍ତି ଏତେ ବି ନୃ-ଶଂସ ହୋଇ ଯାଇପାରନ୍ତି । ଆଉ ତାଙ୍କ ନୃଶଂ-ସତାର ସୀମା ଟପି ଯାଇ ସ୍ତ୍ରୀ ସହ ଏଭଳି କାମ କରିପାରନ୍ତି । ତେବେ ସେ ଯେଉଁ କାର-ନାମା କରିଛନ୍ତି , ତାହା କାହାକୁ ହ-ତ୍ୟା କରି ନାହାଁନ୍ତି କି କାହାକୁ ମା-ଡ଼ ନୁହେଁ , ତା ଠାରୁ ଆହୁରି ବର୍ବ-ରତା ରୂପ ଧାରଣ କରିଛନ୍ତି ସ୍ୱାମୀ ।

ତେବେ ଏଭଳି ଘ-ଟଣା ସାମ୍ନାକୁ ଆସିଛି ଛତିଶଗଡ଼ରୁ । ଛତିଶଗଡ଼ର କେଶଗୱା ଗାଁର ଦେବ ପ୍ରସାଦଙ୍କ ନାଁରେ ଆସିଛି ଏଭଳି ସାଂଘା-ତିକ ଅଭି-ଯୋଗ । ସେ ସବୁବେଳେ ନି-ଶାରେ ବୁଡି ରହିଥାନ୍ତି । ଆଖାପାଖରେ କଣ ଘ-ଟୁଛି ସେ ଜାଣି ପାରନ୍ତି ନାହିଁ । ଆଉ ସବୁବେଳେ ଆସି ନିଜ ସ୍ତ୍ରୀଙ୍କୁ ମା-ଡ଼ ମା-ରିଥାନ୍ତି । ମାଡ଼ ମା-ରି ମା-ରି ସେ ସ୍ତ୍ରୀଙ୍କ ଅବସ୍ଥା ରଖନ୍ତି ନାହିଁ । ସ୍ୱାମୀଙ୍କର ବାରମ୍ବାର ମା-ଡ଼ ଖାଇବା ପରେ ସ୍ତ୍ରୀ ସହି ପାରନ୍ତି ନାହିଁ ।

ତେବେ ଗତ କାଲି ସ୍ୱାମୀ ନି-ଶାଶ-କ୍ତ ହୋଇ ଘରକୁ ଫେରି ଥିଲେ ଆଉ ତାପରେ ସ୍ତ୍ରୀଙ୍କୁ ମା-ଡ଼ ମା-ରିଥିଲେ । ସ୍ତ୍ରୀ ଆଉ ସେ ମା-ଡ଼ ସହି ପାରିନଥିଲେ । ତଥାପି ସ୍ୱାମୀ ତାଙ୍କୁ ବହୁତ ମା-ଡ଼ ମା-ରିଥିଲେ । ତେବେ ତାଙ୍କର ନୃଶଂ-ସତା ଏତେ ଟପି ଯାଇଥିଲା କି , ସେ ସ୍ତ୍ରୀଙ୍କର ଆଖି ଡୋଳାକୁ ଟାଣି ଆଣିଥିଲେ । ଆଉ ଆଖି ଡୋଳା ଟାଣି ଆଣି ନି-ଆଁକୁ ଫୋଫାଡ଼ି ଦେଇଥିଲେ । ତେବେ ଏହାପରେ ଯନ୍ତ୍ର-ଣାରେ ଛଟପଟ ହୋଇଥିଲେ ମହିଳା ।

ଏହାପରେ ତାଙ୍କ ଶାଶୁ ଆଉ ଦିଅର ତାଙ୍କୁ ଡାକ୍ତରଖାନାକୁ ନେଇ ଯାଇଥିଲେ । ଆଉ ସେଠାରେ ସେ ଗୁରୁ-ତର ଅଛନ୍ତି ବୋଲି କୁହାଯାଉଛି । ଅନ୍ୟପକ୍ଷରେ ତାଙ୍କ ସ୍ବାମୀ ଏଭଳି କାଣ୍ଡ ଘଟାଇ କୁଆଡ଼େ ଫେ-ରାର ହୋଇ ଯାଇଛନ୍ତି । ଆଉ ତାଙ୍କ ନାମରେ ତାଙ୍କ ଭାଇ ଏବଂ ମାଆ ଥା-ନାରେ ଅଭି-ଯୋଗ ଦେଇଛନ୍ତି । ତେବେ ବର୍ତ୍ତମାନ ପୋ-ଲିସ ଫେ-ରାର ଥିବା ଦେବ ପ୍ରସାଦକୁ ଖୋ-ଜିବାକୁ ଲାଗିଛି ।

Leave a Reply

Your email address will not be published. Required fields are marked *