ଲଜ୍ୟା ଜନକ ଖବର:- ସ୍ୱାମୀକୁ ହ-ତ୍ୟା କରି ପ୍ରେମିକ ସହ ଫେ-ରାର ହୋଇଗଲା ଚାରି ଛୁଆର ମାଆ, ଦେଖନ୍ତୁ କଣ କଲା ପୋ-ଲିସ।

ପ୍ରେମ ଏକ ପବିତ୍ର ବନ୍ଧନ ହୋଇଥାଏ। ବର୍ତ୍ତମାନର ପ୍ରେମ ଓ ସେ ସମୟର ପ୍ରେମ ମଧ୍ୟରେ ବହୁତ ଫରକ ଦେଖିବାକୁ ମିଳୁଛି। ଆଜିର ସମୟରେ ପ୍ରେମ କେତେବେଳେ କେଉଁ ସମୟରେ ହେଉଛି ତାହା କହି ହେଉ ନାହିଁ। ପ୍ରେମ ଏକ ପବିତ୍ର ବନ୍ଧନ ହୋଇଥିଲେ ମଧ୍ୟ ବର୍ତ୍ତମାନ ଏହାର କୌଣସି ପବିତ୍ରତା ନାହିଁ। ଅନେକ କୁନି କୁନି ପିଲା ପ୍ରେମ କରି ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ଖୁବ କମ ବୟସରେ ପ୍ରେମକୁ ଭୁଲଦିଗକୁ ନେବାପାଇଁ ଆଜିକାଲି ପିଲାମାନଙ୍କ ପାଇଁ ବେଶୀ ସମୟ ଲାଗୁନି। ବର୍ତ୍ତମାନ ସମୟରେ ଯେଉଁ ମାମ-ଲା ସାମ୍ନାକୁ ଆସିଛି ସେ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।

ଚାରି ଛୁଆର ମା ଶେଷରେ ପର ପୁରୁଷ ପ୍ରେମରେ ପଡ଼ି ଛୁଆଙ୍କୁ ଅନାଥ କରି ଫେ-ରାର ହୋଇଗଲା। ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ମହିଳା ଜଣକ ଏକ ଯୁବକକୁ ପ୍ରେମ କରି ବସିଥିଲେ। ଦୁହେଁ ଶାରୀ-ରିକ ସଂ-ପର୍କ ରଖିଥିବା ଖବର ମଧ୍ୟ ଶୁଣିବାକୁ ମିଳୁଛି। ତେବେ ମହିଳା ଜଣକ ପର ପୁରୁଷକୁ ଏତେ ଭଲ ପାଉଥିଲେ ଯେ ନିଜ ପିଲାଙ୍କୁ ଅନାଥ କରି ଯୁବକଙ୍କ ସହ ଫେ-ରାର ହୋଇଗଲେ। ଫେ-ରାର ହେବା ପୂର୍ବରୁ ନିଜ ସ୍ୱାମୀକୁ ହ-ତ୍ୟା କରି ଫେ-ରାର ହୋଇ ଯାଇଥିଲେ। ଏହାପରେ ପୋ-ଲିସ ପ୍ରେମିକ ଓ ମହିଳାଙ୍କୁ ଜ-ବତ କରିଛି।

ତେବେ ଏଭଳି ଘ-ଟଣା କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ଥା-ନା ଅଞ୍ଚଳରେ ଘ-ଟିଛି। ତେବେ ଭମାଣ୍ଡା ଗ୍ରାମରେ ରହୁଥିବା ଗଙ୍ଗାଧର ଦାସ ନାମକ ଜଣେ ବ୍ୟକ୍ତି ରତ୍ନମଣି ନାମକ ମହିଳାଙ୍କୁ ବିବାହ କରିଥିଲେ। ତେବେ ବିବାହ ପରେ ଦୁହିଁଙ୍କ ଚାରୋଟି ସନ୍ତାନ ମଧ୍ୟ ରହିଛି। କିନ୍ତୁ ରତ୍ନମଣି ଓରଫ କୁନିଙ୍କ ମନ ପର ପୁରୁଷ ଆଡକୁ ଟାଣି ହୋଇଯାଇଥିଲା। ମହିଳା ଜଣକ ଉକ୍ତ ଗ୍ରାମର ଅଶୀତ ଶତପଥୀ ନାମକ ଜଣେ ବ୍ୟକ୍ତିଙ୍କୁ ଭଲ ପାଇ ବସିଥିଲେ। ତେବେ ଦୁହିଁଙ୍କ ପ୍ରେମ ଏତେ ଅନ୍ଧ ହୋଇଗଲା ଯେ ସେମାନେ କଣ ସବୁ କରୁଛନ୍ତି ତାହା ମଧ୍ୟ ଜାଣି ପାରି ନଥିଲେ।

ପ୍ରେମରେ ଅନ୍ଧ ହୋଇ କୁନି ନିଜ ପ୍ରେମିକ ସହ ମିଶି ହ-ତ୍ୟାର ଷ-ଡଯ-ନ୍ତ୍ର ରଚନା କରିଥିଲା। ଏହାପରେ ପ୍ରେମିକ ସହାୟତାରେ ନିଜ ସ୍ୱାମୀକୁ ହ-ତ୍ୟା କରିବା ସହ ନିଜ ପିଲାମାନଙ୍କୁ ବାପ ଛେଉଣ୍ଡ କରିଦେଲା। ଗତ ମାସ ୨୪ ତାରିଖ ଦିନ ସ୍ୱାମୀର ଜୁଇ ଲିଭି ନାହିଁ ସ୍ତ୍ରୀ ନିଜ ପ୍ରେମିକ ସହ ଫେ-ରାର ହୋଇଗଲା। ଏହାପରେ ପୁଅ ନିଜ ମାଆର କାର-ନାମାକୁ ସହ୍ୟ କରି ପାରି ନଥିଲା ଏବଂ ପୋଲି-ସରେ ଅଭି-ଯୋଗ କରିଦେଲା। ତେବେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି ପୋଲିସ ହତାରେ ଗୋଟିଏ ପରେ ଗୋଟିଏ ବଡ଼ ବଡ଼ ପ୍ରମାଣ ହାତରେ ଲାଗିଲା।

ଶେଷରେ ଗଙ୍ଗାଧରଙ୍କ ମୃ-ତ୍ୟୁ ଘଟି ନାହିଁ ବରଂ ହ-ତ୍ୟା କରାଯାଇଛି ବୋଲି ପୋ-ଲିସ ଯା-ଞ୍ଚ କରି ଜାଣିବାକୁ ପାଇଲା। ତେବେ ସେ ହ-ତ୍ୟାକା-ରୀ ହେଉଛି ଗଙ୍ଗାଧରଙ୍କ ପତ୍ନୀ ରତ୍ନମଣି ପୋ-ଲିସ ପୀ-ଡିତ ପରିବାର ଲୋକଙ୍କୁ ଜଣେଇ ଥିଲେ। ପୋ-ଲିସ ପ୍ରେମୀ ଯୁଗଳଙ୍କୁ ଖୋଜି ଧ-ରିବା ପରେ ବର୍ତ୍ତମାନ କୋର୍ଟ ଚାଲାଣ କରିଛି। ଦୁହିଁଙ୍କ ପ୍ରେମ ଉଭୟ ପରିବାରକୁ ଉଜାଡ଼ି ଦେଲା। ଗୋଟେ ପରିବାର ନିଜର ବାପା ହରେଇ ଥିବା ବେଳେ ଆଉ ଏକ ପରିବାର ପୁଅକୁ ହରେଇଲେ।

Leave a Reply

Your email address will not be published. Required fields are marked *