ପ୍ରେମିକ ଘର ଆଗରେ ଧାରଣାରେ ମହିଳା , ପ୍ରେମିକଙ୍କୁ ଗି-ରଫ କରିବା ଦାବିରେ ଆଗେଇ ଆସିଲେ ଶତାଧିକ ମହିଳା

ପ୍ରେମ ଆଉ ତାପରେ ପ୍ରତା-ରଣା । ଏସବୁ ପରେ ହତାଶ ହୋଇ ପ୍ରେମିକ ପ୍ରେମିକା ବସି ଯାଉଛନ୍ତି । ତେବେ କିଏ କରୁଛି ଆ-ତ୍ମହ-ତ୍ୟା ତ ଆଉ କିଏ କରୁଛି ହ-ତ୍ୟା । ଏସବୁକୁ ନେଇ ଏ ଦୁନିଆଁ ଚାଲିଛି । ଏମିତି ସମସ୍ୟାର ସମାଧାନ କରିବାପାଇଁ ଆଉ କିଏ କିଏ ଧାର-ଣାରେ ମଧ୍ୟ ବସି ଯାଉଛନ୍ତି । ତେବେ ଗଞ୍ଜାମ ଜିଲ୍ଲାରୁ ଆସିଥିବା ଏପରି ଏକ ଖବର ବର୍ତ୍ତମାନ ଆପଣ ସମସ୍ତେ ଜାଣିଥିବେ ।

କିନ୍ତୁ ଆଉ ଏକ ଖବର ବର୍ତ୍ତମାନ ଲୋକଲୋଚନକୁ ଆସିଅଛି । ଘଟ-ଣାଟି ରିଅମାଲ ଥା-ନା ଅନ୍ତର୍ଗତ ବାବରକୋଟା ଗାଆଁରେ ଅଟେ । ଏହି ଗାଆଁର ଜଣେ ଯୁବକ ସଞ୍ଜୟ ସାହୁ ନାକଟିଦେଉଳ ଥା-ନା ଅନ୍ତର୍ଗତ ହିନ୍ତସୋରା ଗାଆଁର ଅଲି ସାହୁଙ୍କୁ ପ୍ରେମ ଜା-ଲରେ ଫ-ସାଇ ଥିଲେ । ଆଉ ତାଙ୍କୁ ବିବାହ କରିବା ପ୍ରତି-ଶ୍ରୁତି ଦେଇ ଅନେକ ଥର ଶାରୀ-ରିକ ସ-ମ୍ପର୍କ ମଧ୍ୟ ରଖିଥିଲେ ।

ଆହୁରିମଧ୍ୟ ଅନେକ ସମୟରେ ତାଙ୍କ ଠାରୁ ଲକ୍ଷାଧିକ ଟଙ୍କା ମଧ୍ୟ ନେଇଥିଲେ । କିନ୍ତୁ ଦୁଇ ବର୍ଷ ପୂର୍ବରୁ ତାଙ୍କୁ ଧୋ-କା ଦେଇଥିଲେ ଆଉ ଯେଉଁଥିପାଇଁ ଅଲି ସାହୁ ଯାଇ ଥା-ନାରେ ଅଭି-ଯୋଗ କରିଥିଲେ । ଏହାପରେ ସଂଜୟଙ୍କୁ ପୋ-ଲିସ ଗି-ରଫ କରି ଦେଢ଼ ବର୍ଷ ରଖିବା ପରେ ସଂଜୟଙ୍କ ପରିବାର ଲୋକ ଅଲିଙ୍କୁ ଆପୋଷ ବୁଝାମଣା କରିବାକୁ କହିଥିଲେ ଆଉ ସଞ୍ଜୟ ଥା-ନାରୁ ବାହାରି ଆସିଥିଲେ ।

ଏହାପରେ ସଞ୍ଜୟ ଗାଆଁରେ ଦୋକାନ କରିବା ବାହାନା କରି ତାଙ୍କ ଠାରୁ ଅନେକ ଟଙ୍କା ମଧ୍ୟ ନେଇଥିଲେ ଆଉ ବିବାହ କରିବେ ବୋଲି କହିଥିଲେ । କିନ୍ତୁ କିଛି ମାସ ହେବ ଆଉ ସେ ଅଲିଙ୍କ ଫୋନ୍ ଉଠାଇ ନାହାଁନ୍ତି। ତେଣୁ ଅଲି ଗତ ୫ ଦିନ ହେବ ସଞ୍ଜୟଙ୍କ ଘର ଆଗରେ ଧାର-ଣାରେ ବସିବା ସହିତ ଗାଆଁର ସ୍ତ୍ରୀ ଲୋକଙ୍କୁ ଏକଜୁଟ କରାଇ ବାବରକୋଟା ଥା-ନାରେ ଅଭି-ଯୋଗ କରିଛନ୍ତି । ପୋ-ଲିସ ବର୍ତ୍ତମାନ ସଞ୍ଜୟଙ୍କୁ ଧରିବା ପାଇଁ ଚେଷ୍ଟା ଚଳାଇଛି ।

Leave a Reply

Your email address will not be published. Required fields are marked *