ଆସୁଛି ନୂଆ ଓଡ଼ିଆ ଫିଲ୍ମ, ଏକାଠି ନଜର ଆସିବେ ରିୟା ଏବଂ ରାଜେଶ | ଜାଣନ୍ତୁ ସମ୍ପୂର୍ଣ ଅପଡେଟ

ଓଡ଼ିଆ ଫିଲ୍ମି ଜଗତରେ ଓଡ଼ିଆ ସିରିଏଲ ହିରୋ ମାନଙ୍କର ଚାହିଦା ବହୁ ମାତ୍ରାରେ | କାହିଁକିନା ଗୋଟେ ପରେ ଗୋଟେ ସିରିଏଲ ହିରୋ ଏବେ ସିନେମାରେ ପାଦ ଥାପୁଛନ୍ତି | ଏବେ ସୁଦ୍ଧା ଅନେକ ସିରିଏଲ ହିରୋ ସିନେମାରେ ସ୍ଥାପିତ ହୋଇସାରିଲେଣି …

Read More