ସମ୍ପତ୍ତି ପାଇଁ ସମ୍ପର୍କ ଭୁଲିଗଲା ପୁଅ….ବାପା ମାଆ ଭାଇକୁ ହ-ତ୍ୟା ପାଇଁ ସୁପାରି ଦେଲା ସାନ ପୁଅ ..।

ବାପା ମା’ ଭାଇକୁ ହ-ତ୍ୟା କରିବା ପାଇଁ ୬୫ ଲକ୍ଷ ଟଙ୍କା ସୁପାରୀ ଦେଲା। ବଡ଼ ପୁଅ ନାଁରେ ସମ୍ପତି କରିବାରୁ ସାନ ପୁଅ ହେଲା ର-କ୍ତମୁଖା। ଲୁ-ଟ କରିବା ପରେ ହ-ତ୍ୟା କରିବାକୁ ଦେଇଥିଲା ପ୍ଲାନ। ପୁରା ପରିବାର ପାଇଁ ସାନ ପୁଅ ସାଜିଲା କାଳ। ପରିବାରକୁ ହ-ତ୍ୟା କରିବା ପାଇଁ ସାନ ପୁଅ ଦେଲା ୬୫ ଲକ୍ଷ ଟଙ୍କାର ସୁପାରୀ। କହିଥିଲା ଘରୁ ଲୁ-ଟ କରିବ ବାପା ମା ଭାଇକୁ ହ-ତ୍ୟା କରିବ ଆଉ ଏହାପରେ ଫେ-ରାର ହୋଇଯିବ।ସାନପୁଅ ଦେଇଥିଲା ଦୁ-ର୍ବୁତ୍ତ ମାନଙ୍କୁ ସବୁ ପ୍ଲାନ। ଘରର ନ-କ୍ସା ମଧ୍ୟ ସାନପୁଅ ଦୁ-ର୍ବୁତ୍ତ ମାନଙ୍କୁ ଦେଇଥିଲା।

ସମ୍ପତିର ଭାଗବଣ୍ଟା ପାଇଁ ସାନ ପୁଅ ପାଲଟି ଗଲା ରା-କ୍ଷସ। ହସ ଖୁସିର ପରିବାରକୁ ର-କ୍ତ ରଞ୍ଜିତ କରିଦେଲା। ବାପା ମା’ ବଡ଼ ପୁଅ ନାଁରେ ସମ୍ପତି କରିବାକୁ କହିବାରୁ ସାନପୁଅ ଘଟାଇଲା ଏମିତି ନାରକ୍ୟ କା-ଣ୍ଡ।ହଁ ଆଜ୍ଞା ଗୋଟିଏ ପରିବାର ପାଇଁ କାଳ ପାଲଟି ଯାଇଛି ସମ୍ପତିର ଭାଗ ବଣ୍ଟା। ବା ମା’ଙ୍କର ଗୋଟିଏ ନିଷ୍ପତ୍ତି ସବୁକିଛିକୁ ବଦଳାଇ ଦେଇଛି। କିନ୍ତୁ ଏହି ହ-ତ୍ୟାକା-ଣ୍ଡରରେ ଫ-ସିଗଲେ ଘରକୁ ବୁଲିବା ପାଇଁ ଆସିଥିବା ଅତିଥି। ଯେଉଁ ମାନଙ୍କୁ ହ-ତ୍ୟା କରିବା ପାଇଁ ଆସିଥିଲେ ସେମାନଙ୍କୁ ହ-ତ୍ୟା ନକରି ଅତିଥି ମାନଙ୍କୁ ହ-ତ୍ୟା କରି ଚାଲିଗଲେ।

ଏମିତି ବିଭସ୍ୟ ହ-ତ୍ୟାକା-ଣ୍ଡ ଦେଖିବା ପାଇଁ ମିଳିଛି କର୍ଣ୍ଣାଟକରେ ଗଡ଼କ ଅଞ୍ଚଳରେ। ମୃ-ତକ ମାନଙ୍କ ନାମ ହେଉଛି ଅଭି-ଯୁକ୍ତ ବିନାୟକର ବଡ଼ ଭାଇ କାର୍ତ୍ତିକ ବିକାଲେ। ଘରକୁ ବୁଲିବା ପାଇଁ ଆସିଥିବା ଅତିଥି ପର୍ଶୁରାମ ହାଦିମନି ଲକ୍ଷ୍ମୀ ହାଦିମନି ଏବଂ ଆକାଂକ୍ଷା ହାଦିମନି। ସମ୍ପତ୍ତିର ଭାଗ ବଣ୍ଟା ପାଇଁ ସାନପୁଅ ପାଲଟି ଯାଇଛି ର-କ୍ତମୁଖା। ପୁରା ପରିବାରକୁ ରାସ୍ତାରୁ ହଟାଇବା ପାଇଁ ଦେଇଥିଲା ୬୫ ଲକ୍ଷ ଟଙ୍କାର ସୁପାରୀ। ଖାଲି ସେତିକି ନୁହେଁ ବରଂ ପ୍ଲାନ ମଧ୍ୟ ଦେଇଥିଲା ହ-ତ୍ୟାକା-ରୀ ମାନଙ୍କୁ। ସୁପାରୀ କି-ଲିଂରେ ସାମିଲ ହୋଇଥିଲେ ୭ ଜଣ ଦୁ-ର୍ବୁତ୍ତ।

ପୋ-ଲିସ ଆଇଜି ବିକାଶଙ୍କର ସୂଚନା ମୁତାବକ କାର୍ତିକବଏବଂ ବିନାୟକ ହେଉଛନ୍ତି ବିଜେପି ନେତା ପ୍ରକାଶ ବିକାଲେଙ୍କ ଦୁଇ ପୁଅ। ତେବେ ପ୍ରକାଶ ତାଙ୍କର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତି ତାଙ୍କର ବଡ଼ପୁଅ କାର୍ତିକଙ୍କ ନାମରେ କରିବାକୁ ଚାହୁଁଥିଲେ। ଯାହା ପାଇଁ ସବୁ ପ୍ରକାରର ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇସାରିଥିଲା ହେଲେ ଏହାର ଖବର ବିନାୟକ ପାଇବା ପରେ ପୁରା ଉତକ୍ଷିପ୍ତ ହୋଇ ସୁପାରୀ ଦେଇଥିଲେ।

ବାପା ମା’ ବଡ଼ ଭାଇକୁ ହ-ତ୍ୟା କରିବା ପାଇଁ ସୁପାରୀ କିଲର ମାନଙ୍କ ହାତରେ ଦେଇଥିଲେ ୬୫ ଲକ୍ଷ ଟଙ୍କା। ହେଲେ ହ-ତ୍ୟାକା-ରୀ ମାନଙ୍କୁ ଫୋଟ ଦେଖାଇନଥିଲା ଅଭି-ଯୁକ୍ତ ବିନାୟକ ଯେଉଁଥିପାଇଁ ଘରକୁ ବୁଲିବା ପାଇଁ ଆସିଥିବା ଅତିଥି ମାନେ ଶି-କାର ହୋଇଗଲେ। ହ-ତ୍ୟାକା-ରୀଙ୍କ ଧାରଣା ଥିଲା କି ଘରେ କେବଳ ପ୍ରକାଶ କାର୍ତ୍ତିକ ଏବଂ ସୁନନ୍ଦା ଥିବେ। କିନ୍ତୁ ସେମାନେ ଘରେ ପିହଁଚିଲା ବେଳକୁ ହାଦିମନି ପରିବାର ପ୍ରଥମେ ପହଁଚିଥିଲେ। ପ୍ରଥମେ କାର୍ତିକଙ୍କୁ ହ-ତ୍ୟା କରିବା ପରେ ହାଦିମନି ପରିବାରର ୩ ଜଣଙ୍କୁ ହ-ତ୍ୟା କରିଥିଲେ। ଏହି ସମୟରେ ପ୍ରକାଶ ଘରେ ଲାଗିଥିବା ଆଲାରାର୍ମ ବଜାଇ ଦେଇଥିଲେ। ତେଣୁ ଧରା ପଡିଯିବା ଭ-ୟରେ ହ-ତ୍ୟାକା-ରୀ ମାନେ ସେଠାରୁ ପଳାଇଥିଲେ। ଖବର ପାଇବା ପରେ ଘ-ଟଣା ସ୍ଥାନରେ ପୋ-ଲିସ ପହଁଚି ମୃ-ତ ଦେହକୁ ଜ-ବତ କରିବା ସହ ତ-ଦନ୍ତ ଆରମ୍ଭ କରିଛି।

ଘରେ କୌଣସି ସାମଗ୍ରୀ ଚୋ-ରି ହୋଇନଥିବାରୁ ପୋଲି-ସର ସ-ନ୍ଦେହ ବଢିଥିଲା। ଆଉ ପୋ-ଲିସ ସୁନନ୍ଦାଙ୍କୁ ପଚରା ଉଚରା କରିବାରୁ ସୁନନ୍ଦା କହିଥିଲେ ଯେ ସମ୍ପତିକୁ ନେଇ କାର୍ତ୍ତିକ ଏବଂ ବିନାୟକଙ୍କ ମଧ୍ୟରେ ମତାନ୍ତର ଚାଲିଥିଲା। ତେବେ ପୋଲି-ସର ସ-ନ୍ଦେହ ବିନାୟକ ଉପରେ ବଢିଥିଲା। ଆଉ ପୋ-ଲିସ ତାକୁ ଗି-ରଫ କରିଥିଲା ଆଉ ଜେରା ପରେ ବିନାୟକ ନିଜର ଦୋ-ଷ ସ୍ୟୁକର କରିଥିଲା। ଏହା ପରେ ପୋ-ଲିସ ସୁପା-ରୀକିଲରଙ୍କୁ ଗି-ରଫ କରିଛି।

Leave a Reply

Your email address will not be published. Required fields are marked *