ବଡ ହୋଇ ଫିଲ୍ମରେ ଆକ୍ଟିଙ୍ଗ କରିପାରନ୍ତି ତୈମୁର, ବାପା ସୈଫ କହିଲେ କାରଣ

ସୈଫ ମିଡିଆରେ ତୈମୁରଙ୍କର କ୍ୟୁଟ ଆକ୍ଟିଭିଟିଜ ବିଷୟରେ କହିଛନ୍ତି। ଏହା ସହିତ ସେ ତୈମୁରଙ୍କର ଫ୍ୟୁଚର ବିଷୟରେ ରାୟ ଦେଇଛନ୍ତି। ସୈଫଙ୍କର କହିବା ଏହାକି ଫ୍ୟାମିଲ ପରି ବଡ ହୋଇ ତୈମୁର ଅନ୍ୟ ଲୋକଙ୍କ ପରି ଫିଲ୍ମରେ କାମ କରୁଥିବାର ଦେଖିବାକୁ …

Read More