ଚାରି ବର୍ଷ ଶାରୀ-ରିକ ସ-ମ୍ପର୍କ ପରେ ଝିଅଟି ଜାଣିଲା ତିନୋଟି ପିଲାର ବାପା ଅଟେ ଏହି ଯୁବକ …..

ଭଲ ପାଇଲେ , ସ୍ବପ୍ନ ବି ଦେଖାଇଲେ । ତାରା ଜହ୍ନ ଆଣି ଦେବି ବି କହିଲେ ଆଉ ରାଣୀ କରିବେ ବୋଲି କହିଲେ।  ସବୁ କହି କହି ଶେଷରେ ଦେଇ ଦେଲେ ଧୋ-କା । ନିଜର ଫାଇଦା ଉଠାଇବା ପରେ ଏବେ ଆଉ ଦେଲେ ନାହିଁ ଧରା ଛୁଆଁ । କୁଆଡେ ଚାଲି ଗଲେ ଯେ , ଏବେ ଯୁବତୀ ଜଣକ ଖୋ-ଜି ବୁଲୁଛନ୍ତି ତାଙ୍କୁ ଆଉ କା-ନ୍ଦି କା-ନ୍ଦି ଘର ଆଗରେ ଆସି ବସିଛନ୍ତି । ତେବେ ଆମ ସମାଜରେ ଏପରି କା-ଣ୍ଡ ଅତ୍ୟନ୍ତ ଲ-ଜ୍ଜାକର ଅଟେ । ବିବାହ କରିବା ସ୍ବପ୍ନ ଦେଖାଇ ଠକି ଦେଲେ।

ଜଣେ ଯୁବତୀ ବର୍ତ୍ତମାନ ସମୟରେ ଏପରି ଧୋ-କା ଆଉ ପ୍ରତା-ରଣାର ଶି-କାର ହୋଇଛନ୍ତି । ବାସ୍ତବରେ ଏପରି ଏକ ଘ-ଟଣା ଦେଖିବାକୁ ମିଳିଛି ଆଳି ଥା-ନା ବାଳକାଟି ପଞ୍ଚାୟତ ଅନ୍ତର୍ଗତ ରାଣୀପୋଖରି ଗାଆଁରେ । ଏହି ଗାଆଁର ସନାତନ ବାରିକ ନାମକ ଜଣେ ଯୁବକ ପଟ୍ଟାମୁଣ୍ଡାଇ ବ୍ଲକ ବାଣପୁର ଅଞ୍ଚଳର ଜଣେ ଯୁବତୀଙ୍କୁ ଭଲ ପାଇଥିଲେ । ଆଉ ତାଙ୍କୁ ଅନେକ ସ୍ବପ୍ନ ଦେଖାଇଥିଲେ । ସାରା ଜୀବନ ତାଙ୍କ ସହିତ ରହିବେ ବୋଲି କହିଥିଲେ ।

ଏପରିକି ଯୁବତୀଙ୍କ ସହିତ ବାରମ୍ବାର ଶାରୀ-ରିକ ସ-ମ୍ପର୍କ ରଖିବା ପାଇଁ ମଧ୍ୟ ପଛାଇ ନଥିଲେ । ତେବେ କିଛି ମାସ ଆଗରୁ ସେ ଯୁବତୀଙ୍କୁ ନେଇ ସ୍ଵାମୀ ସ୍ତ୍ରୀ ଭାବରେ ଏକ ଭଡ଼ା ଘରେ ରହୁଥିଲେ । ତେବେ ଏହି କଥା ତାଙ୍କ ପରିବାର ଲୋକ କେହି ମଧ୍ୟ ଜାଣି ନଥିଲେ । ଅନ୍ୟ ପକ୍ଷରେ ସବୁକିଛି ଠିକ୍ ଠାକ୍ ଚାଲିଥିଲା କିନ୍ତୁ ଗତ କିଛି ଦିନ ହେବ ସନାତନ ଯୁବତୀ ଜଣକୁ ଛାଡି କୁଆଡେ ପଳାଇ ଯାଇଥିଲେ ଯେ ତାଙ୍କର ଆଉ ଖବର ମିଳି ନଥିଲା । ତାଙ୍କୁ ଯେତେ ଫୋନ୍ କଲେ ବି ସେ ଉଠାଇ ନଥିଲେ ।

ତେବେ ଏହାପରେ ବାଧ୍ୟ ହୋଇ ଯୁବତୀ ଜଣକ ତାଙ୍କ ଘରକୁ ଚାଲି ଯାଇଥିଲେ । ଆଉ ସେଠାରେ ପହଞ୍ଚି ଯାହା ଦେଖିଥିଲେ ତାହା ତ ଆଶ୍ଚର୍ଯ୍ୟ କରିଦେବା ଭଳି ଥିଲା । ସେ ଜାଣିବାକୁ ପାଇଥିଲେ କି , ସନାତନ ପୂର୍ବରୁ ବିବାହିତ ଅଛନ୍ତି ଏବଂ ତାଙ୍କର ତିନି ତିନୋଟି ପିଲା ମଧ୍ୟ ଅଛନ୍ତି । ତେବେ ଏହି କଥା ଜାଣିବା ପରେ ଯୁବତୀଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ବର୍ତ୍ତମାନ ସେ ନ୍ୟା-ୟ ଆ-ଶାରେ ବସି ରହିଛନ୍ତି ଆଉ ଏହା ପରେ ପୋ-ଲିସ ପାଖରେ ଜଣାଇବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *